Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଏନ୍ଏସି ଅନ୍ତର୍ଭୁକ୍ତ ଅବହେଳିତ ଗାଁ ଲଣ୍ଡ୍ରୁକେତା, ଦେଶୀ ଡଙ୍ଗା ଏକମାତ୍ର ସାହାଭରଷା
ବାଲିଗୁଡ଼ା: ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏଯାବତ୍ ଫଳ ଶୂନ । ଫଳରେ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଭରା ନଈରେ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ଯାତାୟାତ କରୁଛନ୍ତି ଅଞ୍ଚଳବାସୀ । ଏଭଳି ଘଟଣା!-->…
Read More...
Read More...
ନବରଙ୍ଗପୁର ଜିଲ୍ଲା ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍ଘାଟ
ନବରଙ୍ଗପୁର: ପଶ୍ଚିମଓଡ଼ିଶାର ଗଣ ପର୍ବ ନୂଆଁଖାଇ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ!-->…
Read More...
Read More...
ଜହ୍ନାପଙ୍କରେ ନୂଆଁଖାଇ ଭେଟଘାଟ
ଜହ୍ନାପଙ୍କ :ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମ୍ୟ କମିଟି ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବୌଦ୍ଧ ବ୍ଳକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ମୁଖ୍ୟ ବକ୍ତା ଭାବେ!-->…
Read More...
Read More...
ଆଠ ବର୍ଷ ପରେ ଫେରିଲା ପୁଅ, ଗାଁରେ ଖୁସିର ଲହରୀ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗାଁର ସୁନ୍ଦର ହିଆଳର ସାନ ପୁଅ ଜିତେନ୍ଦ୍ର ହିଆଳ ୨୦୧୪ ମସିହାରୁ କୁଆଡେ ପଳାଇଯାଇଥିଲେ । ଦୀର୍ଘ ଆଠ ବର୍ଷ ପରେ ନିଖୋଜ ଥିବା ପୁଅକୁ ପରିବାର ଲୋକେ ପାଇ ଖୁସି ବ୍ୟକ୍ତ କରିଛନ୍ତି । ହଜିଲା ପୁଅକୁ ବାପା ମାଆ ଫେରି ପାଇଥିବାରୁ!-->…
Read More...
Read More...
ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ମଲ୍ଲିକ
ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ମୋ ଗୁହାଳ ସ୍କିମ୍ ବିଲ୍ ପାସ୍ କରିବା ପାଇଁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଯାଇଛନ୍ତି । ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ,!-->…
Read More...
Read More...
ଆକ୍ସନ ମୁଡକୁ ଆସୁଛି ବିଜେପି ! ଆକ୍ରମଣାତ୍ମକ ଢଙ୍ଗରେ ବିଜେପି ଯୁବମୋର୍ଚ୍ଚାର ବିଜେଡିକୁ ୨୨ ପ୍ରଶ୍ନ
ଭୁବନେଶ୍ୱର,୩/୯- ବିଜେଡି ବିଜେପି ମଧ୍ୟରେ ସଲାସୁତୁରା ସଂପର୍କ ରହିଥିବା ନେଇ ଯେଉଁ ଚର୍ଚ୍ଚା ରହିଛି ଆଜିର ବିଜେପି ଯୁବମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ ଏକ ଭିନ୍ନ ଦିଗକୁ ଇସାରା କରୁଛି । ସତରେ କ’ଣ ଓଡିଶା ବିଜେପି ପୂର୍ବପରି ଆକ୍ସନ ମୁଡକୁ ଫେରୁଛି ଓ ଶାସକ ବିଜେଡି ଦଳ ସହ ଲଢିବାପାଇଁ!-->…
Read More...
Read More...
ଆସନ୍ତାକାଲି ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟ
କଲମ୍ବୋ: ଆସନ୍ତାକାଲି ସ୍ବଦେଶ ଫେରିବେ ଶ୍ରୀଲଙ୍କାର ପୂର୍ବତନ ତଥା ପଳାତକ ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷେ । ଶନିବାର ଥାଇଲ୍ୟାଣ୍ଡରୁ ସେ ଶ୍ରୀଲଙ୍କା ଫେରିବେ ବୋଲି ଜଣାପଡିଛି । ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଗଣମାଧ୍ୟମକୁ ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ବର୍ତ୍ତମାନ ୭୩!-->…
Read More...
Read More...
ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଗୁରୁତ୍ୱପୂର୍ଣ୍ଣ
ଫୁଲବାଣୀ:- ଚିକିତ୍ସାରେ ଆୟୁର୍ବେଦର ସ୍ଥାନ ଯୁଗ ଯୁଗରୁ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ଆୟୁର୍ବେଦ ଚିକିତ୍ସା ଜଡିବୁଟି ଦ୍ୱାରା ଦୁରାରୋଗ ମଧ୍ୟ ଆରୋଗ୍ୟ ଲାଭ ହୋଇପାରୁଛି । ପ୍ରାୟ ଏହି ଔଷଧ ସେବନରେ ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ । ପ୍ରାରମ୍ଭରେ ଗ୍ରାମାଞ୍ଚଳରେ ଆୟୁର୍ବେଦ ଚିକିତ୍ସାର!-->…
Read More...
Read More...
ଲିଲମା, ମୋନାଲିସା, କୃତାଞ୍ଜଳି ବିଜେଡି ମହିଳା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ
ଘୁ.ଉଦୟଗିରି: ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ବହୁ ଦିନ ଥିଲେ ମଧ୍ୟ ବିଜୁ ଜନତା ଦଳ ତାର ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ କର୍ମୀ ପରିବର୍ତ୍ତନ କରିବା ସହ ନୂତନ ଟିମ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । କିଛି ଦିନ ତଳେ ପ୍ରଥମେ ଯୁବ ସଂଗଠନର ପୁନର୍ଗଠନ କରାଯିବା ପରେ!-->…
Read More...
Read More...
ଭାରତକୁ ବଡ ଝଟକା, ଏସିଆ କପରୁ ବାଦ ପଡିଲେ ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲୀ : ଏସିଆ କପ୍ ୨୦୨୨ ରେ ଭାରତ ଏହାର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସୁପର -୪ ରେ ପ୍ରବେଶ କରିଛି । ଦଳ ପାକିସ୍ତାନ ଏବଂ ହଂକଂ ମଧ୍ୟରେ ବିଜେତା ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ, କିନ୍ତୁ ରବିବାର ମ୍ୟାଚ୍ ପୂର୍ବରୁ ଭାରତ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ।!-->…
Read More...
Read More...