Browsing Category

ରାଜ୍ୟ

ବୌଦ୍ଧ: ସେବା ପକ୍ଷର ପ୍ରଥମଦିନରେ ରକ୍ତଦାନ ଶିବିର

ବୌଦ୍ଧ,୧୭/୯- ଆଜି ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନରେନ୍ଦ୍ର ମୋଦୀଜିଙ୍କ ୭୨ ତମ ଜନ୍ମତିଥି ପାଳନ ଅବସରରେ "ସେବା ପକ୍ଷ’ର ପ୍ରଥମ ଦିନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଅଭୟ କୁମାର ଦାସ ଉଦଘାଟନ…
Read More...

ଆମ୍‌ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ସମ୍ମିଳନୀ

ପାରଳାଖେମୁଣ୍ଡି,୧୭/୯- ଆମ୍‌ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡିସ୍ଥିତ ଟାଉନ୍‌ହଲ ଠାରେ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ତଥା ଗଜପତି…
Read More...

ଗଜପତି ଜିଲ୍ଲାରେ ଆରମ୍ଭ ହେଲା ପେପରଲେସ୍‌ କୋର୍ଟ

ପାରଳାଖେମୁଣ୍ଡି,୧୭/୯- ଆଜିଠାରୁ ରାଜ୍ୟରେ ୩୦ଟି ଜିଲ୍ଲାରେ ପେପରଲେସ୍‌ କୋର୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ମାନ୍ୟବର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୩୦ ଜିଲ୍ଲା ଭିଡିଓ କନଫରେନସିରେ ଜଡିତ ହୋଇଥିଲେ । ସମସ୍ତ…
Read More...

ଫୁଲବାଣୀ କୋର୍ଟରେ କାଗଜ ବିହୀନ ଅଦାଲତ ଉଦଘାଟିତ

ଫୁଲବାଣୀ,୧୭/୯ : ଭାରତର ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟବର ବିଚାରପତି, ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଏବଂ ଅନ୍ୟ ମାନ୍ୟବର ବିଚାର ପତିମାନଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫେରେନ୍ସ ମାଧ୍ୟମରେ ଫୁଲବାଣୀସ୍ଥିତ ଜିଲ୍ଲା କୋର୍ଟ…
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଜବରଦଖଲ ଉଚ୍ଛେଦ ଘଟଣା, ଥାନାରେ ଏତଲା ଦେଲେ କ୍ଷତିଗ୍ରସ୍ତ ପରିବାର

ବାଲିଗୁଡ଼ା: ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଯୋହନପଲ୍ଲୀ ସ୍ଥିତ ୫୯ନଂ ଜାତୀୟ ରାଜପଥ କଡ଼ରେ ଥିବା ଏକ ସରକାରୀ ଜମିରେ ଗୃହ କାମ ନିର୍ମାଣ ବେଳେ ଗତକାଲି ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସନ୍ନ୍ୟାସୀ ଦିଗାଲ ନାମକ ବ୍ୟକ୍ତି ବହୁବର୍ଷ ଧରି ସେଠାରେ ଆଜବେଷ୍ଟସ ଘେରା ଘର କରି…
Read More...

ପ୍ଲାଏ ଶ୍ରମିକଙ୍କୁ ମିଳିନି ବକେୟା ଟଙ୍କା, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ସ୍ଥାନୀୟ ଆଦର୍ଶ ବିଦ୍ୟାଳୟ,ଲାଠୋର ହାଇସ୍କୁଲ,ଲୁହସିଂହା ହାଇସ୍କୁଲ,ଧଣ୍ଡାମୁଣ୍ଡା ହାଇସ୍କୁଲ, ବେନ୍ଦେର ହାଇସ୍କୁଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ପ୍ଲାଏ କାମ ପାଇଁ ପ୍ଲାଏ ମିସ୍ତ୍ରୀ ନିଯୋଜିତ କରାଯାଇଥିଲା । ହେଲେ ଦୀର୍ଘ ୯ ମାସରୁ ଅଧିକ…
Read More...

ବ୍ରାଉନ ସୁଗାର ଜବତ, ୨ ମାଫିଆ ଗିରଫ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ସ୍ଥାନୀୟ ହନୁମାନ ମନ୍ଦିର ନକଟରୁ ବ୍ରାଉନ୍‌ ସୁଗାର ସହ ଦୁଇ ମାଫିଆ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୫ଗ୍ରାମ୍‌ ବ୍ରାଉନ୍‌ ସୁଗାର୍‌ ଜବତ କରିଛି ପୋଲିସ୍‌ । ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ ରେଡ୍ଡୀଙ୍କ…
Read More...

ବାଇକ୍‌ ଦୁର୍ଘଟଣା,୨ ଆହତ

ଘୁ.ଉଦୟଗିରି: କାନବାଗିରୀ ନିକଟ ବୁଲାଣିରେ ବାଇକ୍‌ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ ସୁଜେଲି ଗ୍ରାମର ଦାଶରଥି ସାହୁ (୫୫) ନାମକ ଜଣେ ବ୍ୟକ୍ତି ବାଇକ୍‌ ଦ୍ୱାରା ଘୁ ଉଦୟଗିରି ଆଡ଼କୁ ଆସୁଥିଲେ,ସେହି ସମୟରେ କାନବାଗିରିର ଜଣେ +୩ ପଢୁଥିବା ଛାତ୍ରୀ ଲୁଶିନା…
Read More...

ଓଡିଶାକୁ ସଶକ୍ତ କରିବ ମିଶନ ଶକ୍ତି

ଦଶପଲ୍ଲା :ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ରଙ୍ଗଣୀପାଟଣାଠାରେ ନୂତନ ମିଶନ ଶକ୍ତି ଗୃହର ଉଦଘାଟନ କରିବା ସହ ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ସଶକ୍ତ ଓଡ଼ିଶାର ବାର୍ତ୍ତା ଦେବ ମିଶନ ଶକ୍ତି ବୋଲି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ କହିଛନ୍ତି ।ବିଶେଷ କରି ମହିଳା…
Read More...

ବସଯାତ୍ରୀ ସଚେତନତା କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ଜିଲ୍ଲାପାଳ

ପୁରୀ : ବସଯାତ୍ରୀମାନଙ୍କ ନିକଟରୁ ସରକାରୀ ଧାର୍ଯ୍ୟ ଭଡା ଠାରୁ ଢେର ଅଧିକ ଭଡା ନେଇଥିବାରୁ ଯାତ୍ରୀମାନେ ଦୀର୍ଘଦିନ ହେବ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ଏହା କେବଳ ଆମ ପୁରୀ ଜିଲ୍ଲା ସମସ୍ୟା ନୁହେଁ, ବରଂ ଏହା ସମଗ୍ର ଓଡ଼ିଶାର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ସରକାର ଏଥିପ୍ରତି…
Read More...