Browsing Category

ରାଜ୍ୟ

ଚିଲିକାରେ ନୌକା ଦୁର୍ଘଟଣା;୨ ମୃତ

ବ୍ରହ୍ମଗିରି : ଆଜି ସନ୍ଧ୍ୟାରେ ଚିଲିକାରେ ନୌକା ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈ କୁଦ ନିକଟରେ ଡଙ୍ଗା ବୁଡି ଯାଇଥିଲା । ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ନିଖୋଜ
Read More...

ଅନ୍ତେବାସୀଙ୍କ ଦ୍ୱାରା ହେଉଛି ଜାଳେଣି କାଠ ବୁହା ଓ ଆବର୍ଜନା ସଫେଇ

ବାଲିଗୁଡ଼ା: ବିଦ୍ୟାଳୟକୁ ପିଲାଏ ଯାଉଛନ୍ତି ବିଦ୍ୟା ଆହରଣ କରିବାକୁ, ହେଲେ ବିଦ୍ୟାଳୟରେ ଅନ୍ତେବାସୀ ଜାଳେଣି କାଠ ବୋହିବା ସହ ଅଳିଆ ଆବର୍ଜନା ସଫା କରିବା କେତେଦୁର ଯୁକ୍ତିଯୁକ୍ତ । ଏକଥା ଆମେ କହୁନୁ ମିଳିଥିବା ତଥ୍ୟ କହୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ସୁଡ୍ରା ସରକାରୀ ଉଚ୍ଚ
Read More...

ମା’ ବନଦୁର୍ଗାଙ୍କ ବାର୍ଷିକ ମହୋତ୍ସବ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣୀଗଡ ପଂଚାୟତ ମାଧପୁର ରାଣୀଗଞ୍ଜ ଜାତୀୟ ରାଜପଥ ୫୭ କଡରେ ଥିବା ମା ବନଦୁର୍ଗାଙ୍କ ବାର୍ଷିକ ଉତ୍ସବ ଯଥାରୀତିରେ ମହାଡମ୍ବରରେ ପାଳିତ ହୋଇଯାଇଛି । ଗତବର୍ଷ ଏହି ଦିନରେ ମାଙ୍କ ବିଘ୍ନମୂର୍ତ୍ତିକୁ ଜୀବନ୍ୟାସ କରି ପ୍ରତିଷ୍ଠା କରାଯାଇଥିଲା । କଥିତ ଅଛି ଏଠାରେ ମା
Read More...

ଭୈରବୀ ମନ୍ଦିରରେ ୧୬ ପୂଜା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା:-ଆସନ୍ତା ୧୭ ରୁ ମା ଭୈରବୀଙ୍କ ଖଣ୍ଡାବସା ପର୍ବ ଆରମ୍ଭ ହେବ । ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠ ର ଗୁପ୍ତ ପୂଜା ଓ ଖଣ୍ଡା ବସା ପୂଜା ଆରମ୍ଭ ହେବ । ଏ ନେଇ ଆଜି ମନ୍ଦିର ପରିସରରେରେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ
Read More...

ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର

ପୁରୀ : ନିମାପଡା ଥାନା ନିମାପଡା-ପିପିଲି ରାସ୍ତାର ଗରପଦାର ତାରେଣି ଘସଡାରେ ଥିବା ଏକ ଘରୋଇ ସ୍କୁଲ ପଛପଟେ ଏକ ପରିତ୍ୟକ୍ତ କୂଅ ଭିତରୁ ଏକ ଅଜଣା ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛ଼ି । ଘଟଣା ସ୍ଥଳରେ ନିମାପଡା ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଶବଟି ପ୍ରାୟ ଏକ ସପ୍ତାହ
Read More...

ରଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଦଶପଲ୍ଲା : ଆଜି ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରାଜସୁନାଖଳା ଜୋନର ସମସ୍ତ ୧୦ ଟି ଗ୍ରା:ପ ଯଥା
Read More...

ଓଡ଼ଗାଁରେ କେନ୍ଦ୍ରିୟ ପ୍ରତିନିଧି ଦଳ, ପଞ୍ଚାୟତ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଦଶପଲ୍ଲା : କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ଗାଁ ବ୍ଲକ୍‌ ଗସ୍ତରେ ଆସି କୁରାଳ, ସୁନାମୁହିଁ ଓ ବାଣ୍ଠପୁର ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖୁଛନ୍ତି । ବିଶେଷ କରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ସଠିକ ରୂପେ ରୂପାୟନ ହେଉଛି କି ନାହିଁ ଯାଞ୍ଚ
Read More...

ଦିବା ଆଲୋକରେ ମୋଟରସାଇକେଲ ଚୋରି ଉଦ୍ୟମ ବିଫଳ

ବାଲିଗୁଡ଼ା: ଦିବା ଆଲୋକରେ ମୋଟରସାଇକେଲ ଚୋରି କରି ନେଇଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମ୍ପୃକ୍ତ ଚୋରକୁ କାବୁ କରିବାସହ ମୋଟରସାଇକେଲ ଉଦ୍ଧାର କରିଛି ବାଲିଗୁଡ଼ା ପୋଲିସ୍‌ । ଘଟଣା ପ୍ରକାରେ ଆଜି ଅପରାହ୍ନ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଣଷପଡ଼ି ସାହି ଅଞ୍ଚଳର ଜଣକ
Read More...

ଆବର୍ଜନା କୁଣ୍ଡ ପାଲଟିଛି ବାଘମୁଣ୍ଡ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର , ପ୍ରାଥମିକ ସ୍ୱାସ୍ଥ୍ୟ ସେବାରୁ ଲୋକେ ବଞ୍ଚିତ

ଖପ୍ରାଖୋଲ : ସରକାର ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ପ୍ରତ୍ୟେକ ପଞ୍ଚାୟତ ଗୁଡ଼ିକରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସେବା କେନ୍ଦ୍ର ବା ଉପ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଛନ୍ତି । ହେଲେ ବାଘମୁଣ୍ଡ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଟି
Read More...

ହାଇକୋର୍ଟ ଜଷ୍ଟିସ ଏମ୍‌ଏସ୍‌ ସାହୁଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଫୁଲବାଣୀ ଗସ୍ତରେ ହାଇକୋର୍ଟର ଜଷ୍ଟିସ ଏମ ଏସ ସାହୁ ଗତକାଲି ରାତ୍ରି ୧୦ଟାରେ ଫୁଲବାଣୀରେ ପହଞ୍ଚିଥିଲେ । ପ୍ରଦକ୍ଷଣ ଗୃହ ଠାରେ ଜିଲ୍ଲା ବାର ଆସୋସିଏସନ୍‌ ସଭାପତି ବିଜୟ କୁମାର ମହାନ୍ତି ଓ ସମ୍ପାଦକ ଦୁର୍ଗା ଶଙ୍କର ପଟ୍ଟନାୟକ,ହରିଶ୍ଚନ୍ଦ୍ର
Read More...