Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମସ୍ୟାରେ ଜର୍ଜରିତ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କୁ ଆଜୀବନ ସମ୍ମାନ କାହିଁକି : ସମ୍ବଲପୁର ଭାଜପା ଯୁବ ମୋର୍ଚ୍ଚା
ସମ୍ବଲପୁର : ଓଡ଼ିଶାର ଚାରିଆଡେ ଅସମାହିତ ସମସ୍ୟାର ଗନ୍ତାଘର ସତ୍ତେ୍ୱ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗତଦିନରେ ଦିଆଯାଇଥିବା ଆଜୀବନ ସମ୍ମାନର ଯଥାର୍ଥତା ଉପରେ ଭାରତୀୟ ଜନତା ପାର୍ଟି ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସ୍ତରରେ ଉତ୍ଥାପିତ ୨୨ ବର୍ଷର ଶାସନ ବନାମ ୨୨ଟି ପ୍ରଶ୍ନ ବ୍ୟତୀତ ସ୍ଥାନୀୟ!-->…
Read More...
Read More...
ନବରଙ୍ଗପୁର ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଦିବସ ପାଳିତ
ନବରଙ୍ଗପୁର: ସହର ମଧ୍ୟସ୍ଥ ଦାରୁବନ୍ଧସାହିଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ସୁଶ୍ରୀ ରେଣୁକା ଆଚାର୍ଯ୍ୟଙ୍କ ଦ୍ୱାରା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତଥା ଗୋଷ୍ଠୀ!-->…
Read More...
Read More...
ସଚେତନତା ହିଁ ରୋକିବ ବାଲ୍ୟବିବାହ
ନବରଙ୍ଗପୁର : ବାଲ୍ୟବିବାହ ନିଷେଧ, ଶିଶୁ ଅପରାଧ, ଘରୋଇ ହିଂସା ଓ ଲିଙ୍ଗ ଭିତ୍ତିକ ହିଂସା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର!-->…
Read More...
Read More...
ବୁଢ଼ୀବାହାଳରେ ନୂଆଁଖାଇ ଭେଟଘାଟ, କୃତି ପ୍ରତିଭାଙ୍କୁ ସମ୍ବର୍ଦ୍ଧନା
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ବୁଢ଼ୀବାହାଲ ଠାରେ ୨୪ ତମ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସୁଶୀଲ କୁମାର ପୋଢ଼ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ କଲାକାହୁ ସାହୁ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖକ!-->…
Read More...
Read More...
ଗଣ୍ଡାମେଲରେ ନୂଆଁଖାଇ ଭେଟଘାଟ
ପାଟଣାଗଡ : ବିଶ୍ୱାବସୁ ଶବର ସମାଜ ଘସିଏନ ଆଞ୍ଚଳିକ କେନ୍ଦ୍ର ଓ ଆଦିବାସୀ କର୍ମଚାରୀ ଏବଂ ଛାତ୍ର ସଂଘର ମିଳିତ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ଖୁଣ୍ଟସମଳେଇ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାମେଲ ଶବରୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ଭେଟଘାଟ ସଭାରେ!-->…
Read More...
Read More...
ଦେଦର୍ହା ଗାଁରେ ୨୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ, ଜଣେ ମୃତ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ପଡ଼ିଆବହାଲ ଗ୍ରାମ ପଞ୍ଚାୟତ ଦେଦର୍ହା ଗାଁରେ ୨୦ରୁ ଅଧିକ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ କୁମାରୀ ମେହେର (୪୮)ଙ୍କ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନରେ ଚିକିତ୍ସାଧିନ ଅବସ୍ଥାରେ ମୃତ ହୋଇଥିବା ଅଭିଯୋଗ ହେଉଛି!-->…
Read More...
Read More...
ଅକ୍ଟୋବର ୩୦ରେ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ, ପ୍ରକାଶ ପାଇଲା ୧୫ ସଦସ୍ୟ ପଦ ପାଇଁ ବିଜ୍ଞପ୍ତି
ଦଶପଲ୍ଲା : - ଇତି ମଧ୍ୟରେ ସମବାୟ ନିର୍ବାଚନ ଶେଷ ପର୍ଯ୍ୟାୟ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି । ପରିଚାଳନା ପରିଷଦର ୧୫ଗୋଟି ସଦସ୍ୟ ପାଇଁ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନିର୍ଦ୍ଦେଶରେ ବିଜ୍ଞପ୍ତି ପ୍ରକାଶ!-->…
Read More...
Read More...
ବାଲିଗୁଡ଼ାରେ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି ବୈଠକ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ନିକଟରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାରେ ଦଳ କିଭଳି ପ୍ରଦର୍ଶନ କରିବ ଏବଂ ସଙ୍ଗଠନକୁ କିଭଳି ସୁଦୃଢ଼ କରାଯାଇପାରିବ!-->…
Read More...
Read More...
ପଦଯାତ୍ରାରେ ସମାଜସେବୀ ଶ୍ରୀହରି, ବୃଦ୍ଧି ପାଉଛି ଲୋକପ୍ରିୟତା
ଦଶପଲ୍ଲା : ଦଶପଲ୍ଲା ଏନଏସି ମହାବୀର ମନ୍ଦିର ନିକଟସ୍ଥ ଗଡରାଜେଶ୍ୱରୀ କ୍ଳବରେ ଗଣେଶ ପୂଜା ପାଳନ ହୋଇଯାଇଛି । ଏହି ଗଣେଶ ପୂଜା ଉତ୍ସବରେ ଦଶପଲ୍ଲାର ବିଶିଷ୍ଟ ସମାଜସେବୀ ଶ୍ରିହରୀ ନାୟକ,ଦଶପଲ୍ଲା ବିଜ୍ଞାପିତ ପରିଷଦର ଅଧକ୍ଷା ଶ୍ରୀମତୀ ପୁନମ୍ ପ୍ରିୟଦର୍ଶିନୀ, ପୋଖରୀ ଗୋଛା ସମିତି ସଭ୍ୟ!-->…
Read More...
Read More...
ଚିଲିକାରେ ନୌକା ଦୁର୍ଘଟଣା;୨ ମୃତ
ବ୍ରହ୍ମଗିରି : ଆଜି ସନ୍ଧ୍ୟାରେ ଚିଲିକାରେ ନୌକା ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟଜଣେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀଗାଁ କାଳିଜାଈ କୁଦ ନିକଟରେ ଡଙ୍ଗା ବୁଡି ଯାଇଥିଲା । ଅଗ୍ନିଶମ ବାହିନୀ ଖୋଜାଖୋଜି ପରେ ନିଖୋଜ!-->…
Read More...
Read More...