Browsing Category

ରାଜ୍ୟ

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

“ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଶୁଭାରମ୍ଭ

ଟିକାବାଲି: ଓଡିଶା ସରକାରଙ୍କ ପାନୀୟଜଳ ଓ ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶକ୍ରମେ ଟିକାବାଲି ଠାରେ "ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକର ସମସ୍ତ କର୍ମଚାରୀ, ପଞ୍ଚାୟତ କର୍ମଚାରୀ, ମିଶନ ଶକ୍ତି ମା ଓ ଭଉଣୀମାନେ, ସ୍ୱୟଂ…
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଚା ଦୋକାନୀ

ପୁରୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ପୁରୀ ପୌର ସଦନ ଛକର ଚା ଦୋକାନୀ ଅକ୍ଷୟ ଜୟ ସିଂହ । ଅକ୍ଷୟ ଏହି ଅବସରରେ କେକ୍‌ କାଟି ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । ଏଥି ସହିତ ସେ ପ୍ରାୟ ୩ହଜାର ରସଗୋଲା ବାଣ୍ଟିବା ସହ ଜନ…
Read More...

ରାଜ୍ୟସଭା ସାଂସଦ ମୁନା ଖାନଙ୍କ ଘୁ.ଉଦୟଗିରି ଗସ୍ତ, ଉଦଘାଟନ କଲେ ବୈଦ୍ୟୁତିକ ବିଜ୍ଞାପନ ଫଳକ ଓ ପରିଚୟ ଗୃହ

ଘୁ.ଉଦୟଗିରି : ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ତଥା ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ମୁନା ଖାନ ପ୍ରଥମ ଥର କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଗସ୍ତରେ ଆସିଥିଲେ । ଆଜି ସକାଳ ୧୧.୩୦ ମିନିଟରେ କଳିଙ୍ଗା ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ପହଞ୍ଚିବା ପରେ ସ୍ଥାନୀୟ ନଗର ସଂଖ୍ୟାଲଘୁ…
Read More...

ସାରଙ୍ଗଡିଆନ ଫୁଟବଲ ଲିଗ -୨୦୨୨ ଉଦଘାଟିତ

କ.ନୂଆଗାଁ: କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ ଠାରେ ଗାଲାକ୍ସି ସ୍ପୋର୍ଟସ ଏଣ୍ଡ କଲଚୁରାଲ କ୍ଲବ ପକ୍ଷରୁ ସାରଙ୍ଗଡିଆନ ଫୁଟବଲ ଲିଗ ୨୦୨୨ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନି ମ୍ୟାଚ କାର୍ଯ୍ୟକ୍ରମକୁ କ.ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ସହଦେବ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ…
Read More...

ବୌଦ୍ଧରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସଂଗ୍ରାମପୁରର ସଭା ଗୃହଠାରେ ପାଳିତ ହୋଇ ଯାଇଛି । ଜେ.ଡି. ହାଇସ୍କୁଲ୍‌ ,ବୌଦ୍ଧର ହିନ୍ଦୀ ଶିକ୍ଷକ ମନଜିତ୍‌ ମୋହନ ଚାନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୌଦ୍ଧ ହିନ୍ଦୀ ଶିକ୍ଷକ ସଂଘର ସଭାପତି ତଥା…
Read More...

ବରମୁଣ୍ଡା ଅନ୍ତଃରାଜ୍ୟ ବସ ଟର୍ମିନାଲ ନିର୍ମାଣର ସମୀକ୍ଷା କଲେ ୫-ଟି ସଚିବ,ମାର୍ଚ୍ଚ ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଅନ୍ତଃ ରାଜ୍ୟ ବସ ଟର୍ମିନାଲ ରାଜ୍ୟର ବ୍ୟସ୍ତ ବସ ଟର୍ମିନାଲ । ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହଶହ ବସ ଚଳାଚଳ କରିଥାଏ ।ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫-ଟି ଉପକ୍ରମରେ ଏହି ବସ ଟର୍ମିନାଲର…
Read More...

ବୌଦ୍ଧ ପୁଲିସର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବୌଦ୍ଧ,୧୮/୯- ଆଜି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକସ୍ଥିତ ପଞ୍ଚମ ଆଇଆରବି ବାରାକ ଠାରେ ପୁରୁଣାକଟକ ଥାନା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାଇ ମୀନା ଏହି ଶିବିରକୁ…
Read More...

ଓଡ଼ିଶା ମୋଟର ଚାଳକ ସଙ୍ଘ ପାରଳାଖେମୁଣ୍ଡି ଶାଖା ତରଫରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ନିକଟସ୍ଥ ନଟୋରି କ୍ଳବ ଠାରେ ଓଡ଼ିଶା ମୋଟର ଚାଳକ ସଙ୍ଘ ପାରଳାଖେମୁଣ୍ଡି ଶାଖା ତରଫରୁ ଚାଳକ ଦିବସ ପାଳନ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୋଟର ଚାଳକ ସଂଘର ସଭାପତି ଶ୍ରୀନିବାସ ରାଓଙ୍କ…
Read More...

ଆନ୍ଧ୍ର ଓ ତେଲେଙ୍ଗାନାର ୨୩ ସ୍ଥାନରେ ‘ଏନ୍‌ଆଇଏ’ ଚଢ଼ଉ

ଅମରାବତୀ: ଦେଶବିରୋଧୀ କାର୍ଯ୍ୟରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍ ଇଣ୍ଡିଆ’ର ସଦସ୍ୟମାନେ ଲିପ୍ତ ଥିବା ଅଭିଯୋଗରେ ଆଜି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୩ଟି ସ୍ଥାନରେ ଚଢ଼ଉ କରିଛି। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୂଲ୍‌, ଗୁଣ୍ଟୁର,…
Read More...