Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଘୁ ଉଦୟଗିରି ଆଦର୍ଶ ଥାନାରେ ନୂତନ ଅଧିକାରୀ ଭାବେ ଅଜୟ କୁମାର୍ ସ୍ୱାଇଁଙ୍କ ଯୋଗଦାନ
ଘୁ ଉଦୟଗିରି: ଆଦର୍ଶ ଥାନା ଘୁ.ଉଦୟଗିରିରେ କାର୍ଯ୍ୟରତ ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାର ଲୋକ ଧାରଣାରେ ଥାନା ସମ୍ମୁଖରେ ବସିଥିଲେ । ସକାଳ ୯ ଟା ଠାରୁ ସନ୍ଧ୍ୟା ୯ ପର୍ଯ୍ୟନ୍ତ ୧୨ ଘଣ୍ଟା ଧାରଣାରେ ବସିବା ପରେ ଅନେକ ଆଲୋଚନା ସ୍ଥାନୀୟ ତହସିଲଦାର, ଡିଏସପି,!-->…
Read More...
Read More...
କୋଶଳ ଆବାସିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା
ସୁବର୍ଣ୍ଣପୁର: କୋଶଳ ଆବାସିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ ହୋଇଯାଇଛି । ଇତ୍ୟବସରରେ ମୁଖ୍ୟ ଅତିଥି ଭାବେ ସୋନପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଧ୍ୟାପକ ଉମାକାନ୍ତ ନାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାହାରା ଟ୍ରଷ୍ଟ!-->…
Read More...
Read More...
ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ,ସୃଷ୍ଟି ହେବ ୧୪୪ଟି ପଦବୀ
ଭୁବନେଶ୍ୱର: ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନି ଦୁର୍ଘଟଣା ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯେପରି ତ୍ବରାନ୍ବିତ!-->…
Read More...
Read More...
ଦୁର୍ଦ୍ଦନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ
ପୁରୀ : ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ । ଜେଲ ଭିତରେ ପପୁର ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପପୁକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ କାହିଁକି ଏହି ଘଟଣା!-->…
Read More...
Read More...
ବାଲିଗୁଡା ଏନ୍ଏସିର ଦୁର୍ନୀତି ବିରୋଧରେ ନଗର କଂଗ୍ରେସ ପକ୍ଷରୁ ଏନ୍ଏସି ଅଫିସ ଘେରାଉ
ବାଲିଗୁଡ଼ା: ବାଲିଗୁଡା ଏନ୍ଏସିରେ ଦିନକୁଦିନ ଦୁର୍ନୀତି ବଢିବାକୁ ଲାଗିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଲାଞ୍ଚ କାରବାର,ମୁକ୍ତା ଯୋଜନାରେ ଘୋଟଲା, ପାନୀୟ ଜଳର ଅବ୍ୟବସ୍ଥା,ପରିମଳ ବ୍ୟବସ୍ଥା ବିପର୍ଯ୍ୟୟ, ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇ ନଦେବା ଆଦି ଆଠ ଦଫା!-->…
Read More...
Read More...
ଅସରାଏ ବର୍ଷାରେ ସ୍କୁଲ ପରିସର ଜଳାର୍ଣ୍ଣବ
ଦଶପଲ୍ଲା :ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବହୁ ପୁରାତନ ଡ଼ିମିରିଝରି ଆଞ୍ଚଳିକ ବିଦ୍ୟାଳୟକୁ ୫-ଟି ଯୋଜନାରେ ରାଜ୍ୟ ସରକାର ରୂପାନ୍ତରିତ କରି ସୌନ୍ଦର୍ଯ୍ୟକରଣ କରିବା ସହ ସ୍ମାର୍ଟ ଓ ଡିଜିଟାଲ ମଧ୍ୟରେ ପାଠ ପଢାଇବାକୁ ଅନୁସଙ୍ଗିକ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ସରକାର ୪୫ ଲକ୍ଷ ଟଙ୍କା!-->…
Read More...
Read More...
ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଦଶପଲ୍ଲା :ଦଶପଲ୍ଲା ବ୍ଲକର ସାତପାଟଣା ସରକାରୀ ହାଇସ୍କୁଲ ପ୍ରାଂଗଣରେ ପଦ୍ମଚରଣ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରର ଉଦଘାଟନ ଉତ୍ସବରେ ପରିବେଶବିତ୍ ପ୍ରଶନ୍ନ କୁମାର!-->…
Read More...
Read More...
ବେନକେରା ଗ୍ରାମରେ ସେବା ଚାରିଟେବଲ ଟ୍ରଷ୍ଟର ବୈଠକ ଅନୁଷ୍ଠିତ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେନକେରା ଗ୍ରାମରେ ସେବା ଚାରିଟେବଲ ଟ୍ରଷ୍ଟର ସଭାପତି ସୁନୀଲ କୁମାର ସିଂହଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଖପାଖର ୧୫ ଟି ଗ୍ରାମର ଯୁବଗୋଷ୍ଠୀ ଯୋଗଦେଇଥିଲେ ଏବଂ ନିଜ ନିଜ ଗ୍ରାମର ସୁବିଧା!-->…
Read More...
Read More...
ଜଗଦଗୁରୁ ଶ୍ରୀକୃପାଳୁ ମହାରାଜଙ୍କ ଜନ୍ମ ଶତବର୍ଷିକୀ ଉପଲକ୍ଷେ କୃପାଳୁ ଶିଶୁ ସାହିତ୍ୟ ଆସର
ପାରଳାଖେମୁଣ୍ଡି : ବିଶ୍ୱର ପଞ୍ଚମ ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜଙ୍କ ଜନ୍ମ ଶତବର୍ଷିକୀ (୧୯୨୨-୨୦୨୨)ଉପଲକ୍ଷେ ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସର ବେଗନ ପାର୍କ, ବେତାଗୁଡା, ଗଜପତିଠାରେ ଚଳିତ ମାସ ଶେଷ ରବିବାର ଅପରାହ୍ନରେ ଅନୁଷ୍ଠିତ!-->…
Read More...
Read More...
ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଯୁବତୀ ଗୁରୁତର
ପୁରୀ : ବିଳମ୍ବିତ ରାତିରେ ପ୍ରଶାନ୍ତି ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜନୈକ ଯୁବତୀ ଗୁରୁତର । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ପୁରୀ ପିପିଲି ନିକଟସ୍ଥ ଦଇସିପାଟଣା ଛକ ନିକଟରେ ଥିବା ଆପାର୍ଟମେଣ୍ଟରେ ଗତକାଲି ରାତ୍ରି ପ୍ରାୟ!-->…
Read More...
Read More...