Browsing Category

ରାଜ୍ୟ

ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର

ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍‌ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀ କାର୍ଯ୍ୟାଳୟ ପରିସରର କୃଷିଜାତ ଫସଲର ଅବଶେଷ ପୃଷ୍ଟିସାର ଗୋଖାଦ୍ୟ ପ୍ରସ୍ତୁତ ତାଲିମ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା ସୁଜିତ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତାଲିମ
Read More...

ଘୁ.ଉଦୟଗିରି ମହିଳା ପୋଲିସ୍‌ ଏସ୍‌ଆଇଙ୍କ ମୃତ୍ୟୁ ଘଟଣା, ଏସପିଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ପରିବାର ଲୋକେ

ବାଲିଗୁଡ଼ା/ଘୁ.ଉଦୟଗିରି: ଗତକାଲି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୋଲିସ୍‌ ଏସ୍‌ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ମୃତ ଏସ୍‌ଆଇଙ୍କ ପରିବାର ଲୋକେ ମହିଳା ଏସ୍‌ଆଇଙ୍କ ମୃତ୍ୟୁ ଘଟଣାରେ ଥାନା
Read More...

ନୂଆଁଖାଇରେ ଦୁଇ ଦିନ ସରକାରୀ ଛୁଟି ଦାବିରେ ଧୂମାଭଟା ସରପଞ୍ଚଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକର ଧୂମାଭଟା ପଞ୍ଚାୟତ ସରପଞ୍ଚ ବନମାଳୀ ନାଏକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ପ୍ରେରଣ କରିଛନ୍ତି । ସରପଞ୍ଚ ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ତଥା
Read More...

ଯୁଯୁମୁରା ବ୍ଲକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରେଢାଖୋଲ : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକରେ ବିଏଆଇଏଫ୍‌ ଏନ୍‌ଜିଓ ତରଫରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁଯୁମୁରା ବନାଞ୍ଚଳର ଆଇଏଫ୍‌ଏସ୍‌ ମନୁ ଭଟ୍ଟ, ଏନଜିଓର ସିନିୟର ପ୍ରୋଜେକ୍ଟ ଅଫିସର ସନ୍ତୋଷ କୁମାର
Read More...

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲା ପ୍ରେସ କ୍ଳବ, ଫୁଲବାଣୀ ଠାରେ ରବିବାର ଡ. ଅରୁପ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ସଂଘର ସଭ୍ୟସଭ୍ୟା ଓ କର୍ମକର୍ତ୍ତା ମାନଙ୍କୁ ପ୍ରଥମେ ସ୍ୱାଗତ
Read More...

ସଂଗ୍ରାମପୁର ପଞ୍ଚାୟତ ହାଇସ୍କୁଲରେ ସଂସ୍କୃତ ଦିବସ ପାଳନ

ଜହ୍ନାପଙ୍କ,୨୮/୮:ବୌଦ୍ଧ ବ୍ଳକ ତାଳସରଡା ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଶିକ୍ଷକ ମହାସଂଘ ପକ୍ଷରୁ ସଂସ୍କୃତ ଦିବସ ପାଳନ ହୋଇଯାଇଛି । ପ୍ରଥମେ ଅଗ୍ରପୂଜ୍ୟ ଗଣେଶଙ୍କ ଠାରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଛାତ୍ରୀ ମାନେ
Read More...

ଆର.ଉଦୟଗିରି ବ୍ଳକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଳକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବା ସ୍ଥଳ ପରିଦର୍ଶନ କଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ । ସେ ବ୍ଳକରେ ଚାଲିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାଲିଥିବା ପ୍ରକଳ୍ପ ଗୁଡିକ ପରିଦର୍ଶନ କରିଥିଲେ । ଆବରସିଂ,
Read More...

ଡେଙ୍ଗୁ ନିରାକରଣ ସଚେତନ କାର୍ଯ୍ୟକ୍ରମ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଅଧୀନସ୍ଥ ସାନମସିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ଆୟୋଜନ କରାଯାଇଥିଲା । ଏହି ସଚେତନ କାର୍ଯ୍ୟକ୍ରମ ବ୍ଲକ ସ୍ତର ସହ ସାନମସିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୪ଟି ସେକ୍ଟରରେ ମଧ୍ୟ ପାଳନ କରାଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ
Read More...

ପୁରୀ ବେଳାଭୂମିର ହେବ ସମ୍ପୂର୍ଣ୍ଣ ନବକଳେବର

ପୁରୀ :ପୁରୀ ବେଳାଭୂମିର ହେବ ସମ୍ପୂର୍ଣ୍ଣ ନବକଳେବର । ପର୍ଯ୍ୟଟନ ସହର ପୁରୀରେ ବିଭିନ୍ନ ବିକାଶ ଓ ଉନ୍ନୟନମୂଳକ କାମ ଚାଲିଥିବା ବେଳେ ପୁରୀ ବେଳାଭୂମି ଏଥିରୁ ବାଦ୍‌ ପଡିନାହିଁ । ଏଥର ପୁରୀ ବେଳାଭୂମିରେ ସମ୍ପୂର୍ଣ୍ଣ ନିଆରା ଅନୁଭୂତି ସାଉଁଟିବେ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ସମୁଦ୍ରରେ
Read More...

ଘୁ.ଉଦୟଗିରି ମହିଳା ପୋଲିସ୍‌ ଏସ୍‌ଆଇଙ୍କ ଆତ୍ମହତ୍ୟା ଘଟଣା, ଆଇଆଇସିଙ୍କ ଗିରଫ ଦାବିରେ ଥାନା ଆଗରେ ପରିବାର ଲୋକଙ୍କ…

ଘୁ ଉଦୟଗିରି: ଗତକାଲି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୋଲିସ୍‌ ଏସ୍‌ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଏସ୍‌ଆଇଙ୍କ ପରିବାର ଲୋକେ ଘ.ଉଦୟଗିରିରେ ପହଁଚିବା ପରେ ଏସ୍‌ଆଇ ସ୍ୱାଗତିକାଙ୍କ
Read More...