Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୧୦୨ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଡେଲାଙ୍ଗ ଥାନା ଅଧୀନରେ ଥିବା ପୁରୁଣା ଡେଲାଙ୍ଗ ଗୁଣ୍ଡୁଚି ପାଟଣାରେ ଚଢ଼ାଉକରି ଏକ ମହିଳା ଯାହାଙ୍କ ନାମ!-->…
Read More...
Read More...
ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ବନ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀ
ସୁବର୍ଣ୍ଣପୁର: ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ମତ୍ସ୍ୟଜିବୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଗତ ଅଗଷ୍ଟ ୧୪ ତାରିଖରେ ମହାନଦୀର ବଢିପାଣିରେ ମସ୍ୟଜିବୀମାନଙ୍କ ହୁଲି ଡଙ୍ଗା ଓ ଜାଲ ପ୍ରଖର ସ୍ରୋତରେ ତଳକୁ ଭସେଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ!-->…
Read More...
Read More...
ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗ ଆଉଟଡୋର କ୍ୱଚିତ ଖୋଲା ଯାଉଥିବା ଅଭିଯୋଗ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମେତ ବୌଦ୍ଧ ଓ ଦଶପଲ୍ଲାର ଜନ ସାଧାରଣ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭରଶୀଳ । କିନ୍ତୁ ଜିଲ୍ଲାରେ ମାତ୍ର ଜଣେ ଭେଷଜ ଡାକ୍ତର ଥିବାରୁ ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗ ଆଉଟଡୋର କ୍ୱଚିତ ଖୋଲା ଯାଉଥିବା ଅଭିଯୋଗ ହେଉଛି । ଯାହା ଫଳରେ ରୋଗୀ ସେବା!-->…
Read More...
Read More...
୩୪ ବୋତଲ କପ୍ ସିରପ ଜବତ, ୪ ଗିରଫ
ଖପ୍ରାଖୋଲ : ଖପ୍ରାଖୋଲ ପୋଲିସ ବେଆଇନ କପ୍ ସିରପ କାରବାର ଅଭିଯୋଗରେ ଶନିବାର ୪ ଜଣକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପଡ଼ିଆବହଲ ପଞ୍ଚାୟତ ପାଚେର ଗାଁ ର ଗଙ୍ଗା ସାହୁ (୨୪), ଅନିଲ ନିଆଲ୍ (୨୫) , ଧଣ୍ଡାମୁଣ୍ଡା ପଞ୍ଚାୟତ କଟାପାଲି ଗାଁର ଜୟନ୍ତ ରଣା (୨୫)!-->…
Read More...
Read More...
ମହୁଲ ଫୁଲ ବୋଝେଇ ପିକଅପ ଜବତ, ୨ ଗିରଫ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ନାଗେନମାଲ ଗାଁରେ ବେଆଇନ ଭାବେ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ମହୁଲ ବୋଝଇ ବୋଲେରୋ ପିକଅପ ସହ ଦୁଇ ଅଭିଯୁକ୍ତକୁ ଶୁକ୍ରବାର ଗିରଫ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ବେଆଇନ ମହୁଲ ଫୁଲ ଚାଲାଣ ହେଉଥିବା ଅବକାରୀ ବିଭାଗ!-->…
Read More...
Read More...
ଅଟୋକୁ ଧକ୍କା ଦେଲା ଟ୍ରକ୍,୫ ମୃତ
କାମାକ୍ଷାନଗର: ଅଟୋକୁ ଧକ୍କା ଦେଲା ଟ୍ରକ୍। ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ଉପଖଣ୍ଡର ମୁକ୍ତାପଶି ଛକ ନିକଟରେ ଆଜି ଭୋର୍ ସମୟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି।ସୂଚନାନୁଯାୟୀ, ମୃତକମାନେ!-->…
Read More...
Read More...
ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲରେ ତାଲା
ବୌଦ୍ଧ : ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନକରିବାକୁ ନେଇ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ସ୍କୁଲ ଗେଟରେ ତାଲା ପକାଇ ପ୍ରତିବାଦ କରିଛନ୍ତି ।!-->…
Read More...
Read More...
ମିଶନ ଜୀବିକା ପକ୍ଷରୁ ଧାନ କଳ ଓ ଚୂନା କଳ ବଣ୍ଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକର ୨୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପାରଳାଖେମୁଣ୍ଡି ଆଦିବାସୀ ଉନ୍ନୟନ ସଂସ୍ଥାର ମିଶନ ଜୀବିକା ପକ୍ଷରୁ ୧୨ ଗୋଟି ଧାନ କଳ ଓ ୮ ଗୋଟି ଚୂନା କଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ପ୍ରଦୀପ ପ୍ରଜ୍ୱଳନ!-->…
Read More...
Read More...
ଘସିଏନ ପଞ୍ଚାୟତ ସମିତି କଲେଜ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ସାଂସଦ
ପାଟଣାଗଡ: ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କର ଘସିଏନ ପଞ୍ଚାୟତ ସମିତି କଲେଜ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ମୋ ଭଳିଆ ସଂଘର୍ଷ କରି ,ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କ ଭଳିଆ ସଂଘର୍ଷ!-->…
Read More...
Read More...
ଅହିଂସା ରଥକୁ କଣ୍ଟାମାଳ ବ୍ଲକରେ ଭବ୍ୟ ସମ୍ବର୍ଦ୍ଧନା
କଣ୍ଟାମାଳ : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ଦ୍ୱିତୀୟ ଦିବସରେ କଣ୍ଟାମାଳ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ବୌଦ୍ଧ ପଂଚାୟତ ସମିତି କାର୍ଯ୍ୟାଳୟରୁ ଆଜି ବାହାରି ଅହିଂସା ରଥ -୧!-->…
Read More...
Read More...