Browsing Category

ରାଜ୍ୟ

ମହିଳା ଏସଆଇଙ୍କ ଆତ୍ମହତ୍ୟା

ଘୁ ଉଦୟଗିରି: ଜି ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ଜଣେ ମହିଳା ପୋଲିସ ଏସଆଇ ସ୍ୱାଗତିକା ବେହେରା ଆଜି ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆଇଆଇସି ରେବତୀ ଶବର, ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ୍‌ କର୍ମଚାରୀ ପହଞ୍ଚି ଝୁଲନ୍ତା
Read More...

ଗ୍ରାମ ରୋଜଗାର ସେବକ ସଂଘର ବୈଠକ

ଫୁଲବାଣୀ,୨୭/୮:- ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଏକ ବୈଠକ ସଭାପତି ଶ୍ରବଣ କୁମାର ପଣ୍ଡାଙ୍କ ପୌରହିତ୍ୟରେ ନେତାଜୀ କ୍ଳବ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସଭାପତି ବିଜୟ କୁମାର ସାହୁ, ଅଞ୍ଜଳି ନାୟକ ଓ ସାଧାରଣ ସଂପାଦକ ସାମନ୍ତ ଦିଗାଲଙ୍କ ସହ ପ୍ରତି
Read More...

ନ୍ୟାୟ ଶାନ୍ତି ଓ ସଦଭାବନା ସମାଜ, କନ୍ଧମାଳର ସାଧାରଣ ସଭା

ଫୁଲବାଣୀ,୨୭/୮:-କନ୍ଧମାଳ ଜିଲ୍ଲାର ସ୍ଥାନୀୟ କରନେସନ ପଡିଆ ଠାରେ ସଭାପତି ପ୍ରସନ୍ନ ବିଷୋୟୀଙ୍କ ନେତୃତ୍ୱରେ ନ୍ୟାୟ, ଶାନ୍ତି ଓ ସଦଭାବନା ସମାଜ, କନ୍ଧମାଳର ଏକ ବିରାଟ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶାନ୍ତିପୂର୍ଣ୍ଣ ଭାବରେ ଏକ ରାଲି ମାଦିକୁନ୍ଦା ଛକରୁ ବାହାରି
Read More...

କୋର୍ଟରୁ ଜାମିନରେ ଆସିବା ପରେ ଅଭିଯୁକ୍ତ ନିଜକୁ ନିର୍ଦ୍ଦୋଶ ବୋଲି କହିଲେ

ଫୁଲବାଣୀ:-ସ୍ଥାନୀୟ ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ହ୍ରିତିକ ପ୍ରଧାନ କୋର୍ଟରୁ ଜାମିନରେ ଆସିବା ପରେ ନିଜକୁ ନିର୍ଦ୍ଦୋଶ ଏବଂ ମୋତେ ଷଡଯନ୍ତ୍ର କରି ଚୋରି କେଶରେ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲେ । ହ୍ରିତିକଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୩ ମସିହାରେ
Read More...

ରଞ୍ଜିତା ମହାନ୍ତି ସ୍ମୃତି ବାଳିକା ପ୍ରୋତ୍ସାହନ ବୃତ୍ତିି ପ୍ରଦାନ

ବୌଦ୍ଧ,୨୬/୮- ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଜଗତି ନୋଡ଼ାଲ ସରକାରୀ ଉଚ୍ଚ଼ ବିଦ୍ୟାଳୟ ସଭାଗୃହ ଠାରେ "ସ୍ୱର୍ଗତ ରଞ୍ଜିତା ମହାନ୍ତି ସ୍ମୃତି ବାଳିକା ପ୍ରୋତ୍ସାହନ ବୃତ୍ତି’ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଉପସ୍ଥିତ ଥିବା ଅତିଥିଙ୍କ ସହ ଛାତ୍ରଛାତ୍ରୀ
Read More...

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଘୁ.ଉଦୟଗିରି: ଚଳିତ ବର୍ଷ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳନ ନିମନ୍ତେ ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ସିନିୟର
Read More...

ବନ୍ୟା ପ୍ଲାବିତ ଅଂଚଳରେ ପ୍ରାଣିଚିକିତ୍ସା ଶିବିର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରାଣୀ ବିଭାଗ ତରଫରୁ ଆଜି ବନ୍ୟା ପ୍ଲାବିତ ସଂକୁଲୋଇ ପଞ୍ଚାୟତ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୪୦ରୁ ଉର୍ଦ୍ଧ୍ୱ ଗ୍ରାମ ଗୁଡିକୁ ଯାଇ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା
Read More...

ଶବ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଫୁଲବାଣୀ :ଶୁକ୍ରବାର ଶବ ରଖି ଉତ୍ତ୍ୟକ୍ତ ଲୋକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ । ଫୁଲବାଣୀ ପିଲା ସାଲୁଙ୍କି ନଦୀର ବନ୍ୟା ଜଳର ପ୍ରଖର ସ୍ରୋତରେ ଡାକପାଲା ବ୍ରିଜରୁ ବାଇକ ଆରୋହୀ ତାପସ ରଞ୍ଜନ ଘଟାଲ ଗତ ବୁଧବାର ସନ୍ଧ୍ୟାରେ ବାଇକ ସହ ଭାସି ଯାଇଥିଲେ । ଦିନକ ପରେ ମୃତଦେହ ୧୨ କିମି ଦୂର
Read More...

ଉନ୍ନୟନ କାମର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ସାମ୍ବାଦିକ

ସୁବର୍ଣ୍ଣପୁର- ଗତକାଲି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ଉନ୍ନୟନ କାମର ଅଗ୍ରଗତି ବାବଦରେ ଜିଲ୍ଲାର କିଛି କର୍ତ୍ତବ୍ୟରତ ସାମ୍ବାଦିକ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଶେଷ କରି ମହାନଦୀ ବ୍ରିଜଠାରୁ କୁଞ୍ଜଛକ ପର୍ଯ୍ୟନ୍ତ ଚାଲିଥିବା ଚାରିଥାକିଆ ରାସ୍ତାର
Read More...

ଦଶପଲ୍ଲା ଓ ସରିଗଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସଚେତନତା କର୍ମଶାଳା

ଦଶପଲ୍ଲା: ଭାରତୀୟ ଷ୍ଟେଟ ବ୍ୟାଙ୍କ ଦଶପଲ୍ଲା ଓ ସରିଗଣ୍ଡା ଶାଖା ପକ୍ଷରୁ ଅଗଷ୍ଟ ୧ରୁ ୩୧ ପର୍ଯ୍ୟନ୍ତ ପାଳିତ ହେଉଛି ମନସୁନ୍‌ କ୍ୟାମ୍‌ପେନ୍‌ । ଏହି ଅବସରରେ ଆଜି ଦଶପଲ୍ଲା ବ୍ଲକ କାର୍ଯାଳୟଠାରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବ୍ୟାଙ୍କର କର୍ମଚାରୀ ଓ
Read More...