Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବ୍ରାଉନସୁଗାର ଜବତ, ମହିଳା ଗିରଫ
ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ସଦର ରେଞ୍ଜ ଅବକାରୀ ଥାନା ଅଧିକାରିଣୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ଥାନା ଅଧୀନରେ ଥିବା କୋଣାର୍କ ବସ ଷ୍ଟାଣ୍ଡ ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ସୁଲଭ ଶୌଚାଳୟ ସାମ୍ନାରେ ଚଢ଼ାଉ କରି!-->…
Read More...
Read More...
ସଂକୁଲୋଇ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସାପ୍ତାହିକ ଶୁକ୍ରବାର ହାଟ ଶୁଭ ଉଦଘାଟିତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଂକୁଲୋଇ ପଞ୍ଚାୟତରେ ଆଜି ଶୁକ୍ରବାର ସାପ୍ତାହିକ ହାଟ ଉଦଘାଟିତ ହୋଇଯାଇଛି । ଏହି ଅଂଚଳର ଆଖ ପାଖ ପଂଚାୟତ ଗୁଡିକରେ ଶୁକ୍ରବାର ହାଟ ନଥିବା ଫଳରେ କୃଷିର ବିକାଶକୁ ଆଖି ଆଗରେ ରଖି ଓ ଛୋଟ ବଡ଼ ବ୍ୟବସାୟୀ ସାମଗ୍ରୀ ବିକ୍ରୟ କରିବା ସହିତ!-->…
Read More...
Read More...
୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ
ଘୁ.ଉଦୟଗିରି:ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ସ୍କୁଲ ଗୁଡ଼ିକୁ ରୂପାନ୍ତରଣ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସମିତି ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତରେ ମଧ୍ୟ ସରକାରଙ୍କ ତରଫରୁ ପଞ୍ଚାୟତ ସ୍କୁଲକୁ!-->…
Read More...
Read More...
ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା, ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କ ଜିନିଷ ଫେରାଇଲେ
ଘୁ ଉଦୟଗିରି:ଗତକାଲି କଳିଙ୍ଗା ଗ୍ରାମପଞ୍ଚାୟତ ଅଧିନରେ ଥିବା କୂର୍ମୀଙ୍ଗିଆର କାଟାଲ ନାଜୁ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟୁନା ପ୍ରଧାନଙ୍କୁ ୧୦୮ଆମ୍ବୁଲାନ୍ସ ଦ୍ୱାରା କର୍ମଚାରୀମାନେ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।କିନ୍ତୁ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ!-->…
Read More...
Read More...
ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଯୋଗିତା
ବାଲିଗୁଡ଼ା:ଦାରିଙ୍ଗବାଡ଼ି ବ୍ଲକ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଠାରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...
ଗଜପତି ଜିଲ୍ଲାର ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟ ସମୀକ୍ଷା ସହ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ
ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପୁଟିସାହି ଠାରୁ ଲିମାରସିଙ୍ଗି ପୋଲ, କାଶୀପଦରର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଓ ଜାତୀୟ ରାଜପଥ ଠାରୁ ବ୍ରଲଣ୍ଡା ରାସ୍ତା କାର୍ଯ୍ୟର ଅଗ୍ରଗତିର ରାଜ୍ୟ ଗ୍ରାମୀଣ!-->…
Read More...
Read More...
ନିୟମଗିରି ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର,ଡଙ୍ଗରିଆ ମହିଳାଙ୍କୁ ନିର୍ଯାତନା ଅଭିଯୋଗ
ରାୟଗଡା: ରାୟଗଡ଼ା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ନିୟମଗିରି ପାହାଡର ପାର୍ସାଲି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର କାନ୍ଥରେ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ମାଓବାଦିମାନେ ନୀୟମଗିରି ଅଞ୍ଚଳର ମହିଳା ମାନଙ୍କୁ ମାଓ ସଂଗଠନରେ ସାମିଲ୍ କରି!-->…
Read More...
Read More...
ଡେଲାଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ
ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲଦାର ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କୁ ଆକ୍ରମଣ ଅଭିଯୋଗ । ପଥର ଚୋରା ଚାଲାଣ ହେଉଥିବା ଗାଡିକୁ ଚଢ଼ାଉ ବେଳେ ହୋଇଥିଲା ଆକ୍ରମଣ । ଜବତ କରିଥିବା ଟ୍ରାକ୍ଟରରୁ ଜୋର ଜବରଦସ୍ତ ଛଡାଇ ନେଇଥିଲେ ଦୁର୍ବୃତ୍ତ । ଡେଲାଙ୍ଗ ଥାନାରେ ଅଭିଯୋଗ ପରେ ୫ ଟ୍ରାକ୍ଟର ଜବତ ।!-->…
Read More...
Read More...
୬ ମହଲା କୋଠା ଉପରୁ ଖସିପଡି ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ: ପୁରୀ ବଳିଆପଣ୍ଡା ସ୍ଥିତ ହୋଟେଲ କ୍ରିଷ୍ଣା ସି ସାଇଟରେ ଅଘଟଣ । ହୋଟେଲର ୬ ମହଲା କୋଠା ଉପରୁ ତଳକୁ ଖସି ପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ । ମୃତ ପର୍ଯ୍ୟଟକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧିନ ଉଦୟପୁର ଅଞ୍ଚଳର ଲିଙ୍ଗରାଜ ସାହୁ ।ଖବର ପାଇ ଘଟଣାସ୍ଥଳରେ ବଳିଆ ପଣ୍ଡା ଥାନା ପୋଲିସ ସହିତ!-->…
Read More...
Read More...
ଖଜୁରୀପଡା ପୋଲିସକୁ ବଡ ସଫଳତା, ଧରାପଡିଲେ ବାଇକ୍ ଲୁଟେରା
ଦଶପଲ୍ଲା : କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଞ୍ଚଳରେ କିଛି ଦିନ ପୂର୍ବେ ହୋଇଥିବା ବାଇକ ଚୋରି ଘଟଣାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ବାଇକ୍ ଚୋରି ନେଇ ଅଭିଯୋଗ ମିଳିବା ପରେ ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀମତୀ ଗେହ୍ଲି ସାହୁ ମାମଲା ରୁଜୁ କରି ନିଜେ!-->…
Read More...
Read More...