Browsing Category

ରାଜ୍ୟ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଜଣେ ସହକାରୀ ଶିକ୍ଷକରେ ଚାଲିଛି ଝିମାପଡିକିଆ ପ୍ରାଥମିକ ବିଦ୍ୟାଳୟ

ଘୁ ଉଦୟଗିରି:ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଯାହା ବାହାରକୁ ଦେଖା ଯାଉଛି ପ୍ରକୃତ ତାହା ନୁହେଁ । ସେ ପ୍ରାଥମିକ ଶିକ୍ଷା ହେଉ କି ଉଚ୍ଚ ଶିକ୍ଷା । ବାହାରେ ଚକାଚକ ଭିତର ଫମ୍ପା । ହାତୀର ଦାନ୍ତ ଯେଭଳି ଦେଖିବାକୁ ଏବଂ ଖାଇବା ଭିନ୍ନ ଭିନ୍ନ ସେଇଭଳି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ
Read More...

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋକୋର୍ଟ ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ପ୍ରଦୀପ କୁମାର
Read More...

କିଟ୍‌ ପକ୍ଷରୁ କନ୍ଧମାଳରେ ଜନଜାତି କିଶୋରୀ କଲ୍ୟାଣ କାର୍ଯ୍ୟକ୍ରମ

ଫୁଲବାଣୀ:-କନ୍ଧମାଳ ଜିଲ୍ଲାରେ ବାଳିକାଙ୍କ କଲ୍ୟାଣ ନିମନ୍ତେ ଏକ ପ୍ରକଳ୍ପ ଆରମ୍ଭ ହୋଇଛି । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଆନୁକୂଲ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସ୍ଥାନୀୟ
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଆଜିର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ
Read More...

ସମୁଦ୍ର କୂଳରେ ପଡିଛି ମଣିଷ କଙ୍କାଳ

ପୁରୀ : ପୁରୀ କୋଣାର୍କ ବେଳାଭୂମି ସମୁଦ୍ର କୂଳରେ ପଡିଛି ମଣିଷ କଙ୍କାଳ । ନୂଆନଈ ମୁହାଣ ଠାରୁ ରାମଚଣ୍ଡୀ ନଇ ମୁହାଣ ମଧ୍ୟରେ ପଡି ରହିଛି ଏହି କଙ୍କାଳ । ଖବର ପାଇ ଘଟଣାସ୍ଥଳରେ ମେରାଇନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି କଙ୍କାଳ କାହାର ସେନେଇ ସ୍ପଷ୍ଟ ହୋଇନାହିଁ ।
Read More...

ଡିଭାଇଡରକୁ ଧକ୍କା ଦେଲା ବାଇକ୍‌,୨ ମୃତ

ରହ୍ମପୁର :ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଏନଏଚ୍‌-୧୬ ବାୟା ରେଷ୍ଟୁରାଣ୍ଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ ହୋଇଥିବା ସୂଚନା ମିଳିଛି । ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ, ଆଜି ସକାଳ ୮ଟା ସମୟରେ ହିଞ୍ଜିଳିକାଟୁ ଥାନା
Read More...

ସ୍ୱୟତ୍ତ ଶାସନ ଦିବସ ପାଇଁ ପ୍ରସ୍ତୁତି ବୈଠକ

ଦଶପଲ୍ଲା : ସ୍ୱାୟତ୍ତ ଶାସନ ଦିବସ ପାଳନ ପାଇଁ ନୟାଗଡ଼ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ସ୍ତରୀୟ ସଙ୍ଗୀତ, ବକୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ
Read More...

ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ଭୁବନେଶ୍ବର: ପୁଣି ରାଜଧାନୀରେ ପୁଣି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ଦ ଘରୁ ମିଳିଛି ମହିଳାଙ୍କ ସନ୍ଦେହଜନକ ମୃତଦେହ। ମହିଳାଜଣକ ବେକରେ ଦଉଡ଼ି ଲଗାଇ ଝୁଲି ଯାଇଥିବାର ସୂଚନା ରହିଛି।ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ତାଙ୍କର ବୟସ ୩୩ ବର୍ଷ। ରାତିରେ ସାମ୍ନା ଘରେ ଭୋଜି
Read More...

ଜଳିଗଲା ୧୦ ଚକିଆ ଟ୍ରକ

କରଞ୍ଜିଆ : ହୁତୁହୁତୁ ହୋଇ ଜଳିଗଲା ୧୦ ଚକିଆ ଟ୍ରକ । ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । କିନ୍ତୁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଏବଂ ହେଲପର । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବର ଅନୁଯାୟୀ, ବୁଧବାର
Read More...

ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ସହକାରୀ ଜିଲ୍ଲାପାଳଙ୍କ ଶିକ୍ଷାଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଠାରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଗଜପତି ଜିଲ୍ଲାର ସହକାରୀ ଜିଲ୍ଲାପାଳ କିରଣ କୁମାର ମହାନ୍ତି ଓଡ଼ିଆ ବ୍ୟାକରଣ ସମ୍ବନ୍ଧରେ ଶିକ୍ଷାଦାନ
Read More...