Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେଆଇନ ଭାବେ ଗାଁ ସାଥୀ ଛଟେଇକୁ ବିରୋଧ, ବିଡ଼ିଓଙ୍କୁ ଦାବିପତ୍ର
ଖପ୍ରାଖୋଲ: ସ୍ଥାନୀୟ ବ୍ଲକ ସଭା ଗୃହଠାରେ ବ୍ଲକସ୍ତରୀୟ ଗାଁ ସାଥି ସଂଘର ବୈଠକ ସଂଘ ସଭାପତି ତପିନ୍ଦ୍ର ସୁନାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗାଁ ସାଥିଙ୍କ ବିଭିନ୍ନ ସମସ୍ୟା ଆଲୋଚନା ହୋଇଥିଲା । ଏହି ଅବସରରେ ପଡ଼ିଆବହାଲ ପଞ୍ଚାୟତ କନଗାଁର ଗାଁ ସାଥି କରମ ସିଂ ଛତର!-->…
Read More...
Read More...
ଖପ୍ରାଖୋଲରୁ ବାହାରିଲା କୃଷକ ସଚେତନତା ରଥ
ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ କୃଷକ ସଚେତନତା ରଥର ଶୁଭାରମ୍ଭ ବୁଧବାର ହୋଇଯାଇଛି । ଏହିକର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ ଗୁରେନ୍ଦ୍ର ନାଥ ସିଂ ଯୋଗଦେଇ ପୂଜା ପରେ ନଡ଼ିଆ ଭାଙ୍ଗି , ସବୁଜ ପତାକା ଦେଖେଇ!-->…
Read More...
Read More...
ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ
ନବରଙ୍ଗପୁର: ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା, ବାଲ୍ୟ ବିବାହ ନିରାକରଣ, ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନାରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ୱ ଉପରେ ରୟାଘର ବ୍ଲକ ସଭା ଗୃହରେ ଏକ ପ୍ରଶିକ୍ଷଣ ଅନୁଷ୍ଠିତ!-->…
Read More...
Read More...
ପଲିଥିନର ଛାତ ତଳେ ଚାଲିଛି ଶିକ୍ଷାଦାନ; ବିଡିଓଙ୍କୁ ଜଣାଇଲେ ସ୍କୁଲ ପରିଚାଳନା କମିଟି ସଦସ୍ୟ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୧୮ମସିହା ଜାନୁଆରୀ ୧ ତାରିଖରୁ ସ୍ଥାପିତ ହୋଇଅଛି । ଏହି ଅଞ୍ଚଳରେ ଶିକ୍ଷାର ଆଲୋକ ପ୍ରଦାନ କରିବାରେ ତଥା ଅନେକେ ଯୋଗ୍ୟ ବିଦ୍ୟାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ!-->…
Read More...
Read More...
ନୃସିଂହନାଥ ମଠରେ ଭାଗବତ ପାରାୟଣ ଉଦଯାପିତ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ)ରେ ସପ୍ତାହ ବ୍ୟାପି ଚାଲିଥିବା ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ଉଦଯାପିତ ହୋଇଯାଇଛି ।ଏହି ଶ୍ରୀମଦ୍ ଭାଗବତ ପାରାୟଣ ଦୀର୍ଘ ୧୧ ମାସ ଧରି ଶ୍ରୀ ମହନ୍ତ ମୋଦନ ଗୋପାଳ ମହାରାଜାଙ୍କର!-->…
Read More...
Read More...
ବନ୍ୟା ଜଳରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ
ପୁରୀ : ଗୋପ ବ୍ଳକରେ ବନ୍ୟା ପାଣିରେ ବୁଡି ମହିଳା ମୃତ୍ୟୁ ହୋଇଥିବା ଜଣାପଡିଛି । ବନ୍ୟା ଜଳରେ ଶୌଚ ହେବାକୁ ଯାଇଥିବା ବେଳେ ବନ୍ୟା ଜଳରେ ବୁଡ଼ି ବବିନା ମହାରଥୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ୩୯ ବର୍ଷ ହେବ । ମହିଳାଙ୍କୁ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ!-->…
Read More...
Read More...
ଡାକପାଲା ବ୍ରିଜ ଉପରୁ ବାଇକ ଆରୋହୀ ଭାସିଗଲେ
ଫୁଲବାଣୀ :ନଦୀ ଖଣ୍ଡି ସାହି ଡାକପାଲାକୁ ସଂଯୋଗ କରୁଥିବା ବ୍ରିଜରେ ତିନି ଫୁଟ ପାଣି ଯାଉଥିବା ବେଳେ ଜଣେ ଅଚିହ୍ନା ବ୍ୟକ୍ତି ବାଇକରେ ଯାଉଥିବା ବେଳେ ଭାସି ଯାଇଥିବା ଜଣାପଡିଛି । ଏହି ଖବର ପାଇଁ ଅଗ୍ନିଶମ ବାହିନୀ ଓ ଟିମ୍ ହ୍ୟୁମାନିଟି କନ୍ଧମାଳ ସଦସ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର!-->…
Read More...
Read More...
ଏଡ୍ସ ନିୟନ୍ତ୍ରଣ କର୍ମଚାରୀଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ
ବାଲିଗୁଡ଼ା : ସମଗ୍ର ଦେଶରେ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବୃଦ୍ଧି କରାନଯିବା ଏବଂ ସେମାନଙ୍କୁ ଉପେକ୍ଷା କରାଯାଉଥିବାରୁ ସଙ୍ଘ ଏହାକୁ ତୀବ୍ର ବିରୋଧ କରିଛି । ଏଡ୍ସ ରୋଗରେ ପୀଡିତ ରୋଗୀ ମାନଙ୍କୁ ଉତ୍କୃଷ୍ଟ ସେବା!-->…
Read More...
Read More...
ଉଲୁଣ୍ଡା ଥାନାରେ ମେଗା ରକ୍ତଦାନ ଶିବିର, ରେକର୍ଡ ସଂଖ୍ୟକ ୫୦୯ ୟୁନିଟ ରକ୍ତ ସଂଗ୍ରହ
ସୁବର୍ଣ୍ଣପୁର:ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚାୟତ କଲେଜ ଠାରେ ରାଜ୍ୟ ପୋଲିସ ବିଭାଗ ର ନିର୍ଦ୍ଦେଶ ରେ ମୋ ସରକାର ତରଫରୁ ଏକ ବିଶାଳ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର କୁ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉଦଘାଟନ!-->…
Read More...
Read More...
କାର-ବାଇକ୍ ମୁହାମୁହିଁ ଧକ୍କା, ୨ ଆହତ
ଦଶପଲ୍ଲା : ଆଜି ସଂଧ୍ୟା ୮ ଘଟିକା ସମୟରେ ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ବୁଗୁଡା କନ୍ୟାଶ୍ରମ ସମ୍ମୁଖରେ ଏକ କାର୍ ନଂ OD 02 BD 5437 ସହିତ ଏକ ହିରୋ ବାଇକ୍ ନଂOR 02 BS 2933 ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଚାଳକ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକମାନେ!-->…
Read More...
Read More...