Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରି ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିବାକୁ ଆମିଅସକ୍ୟୁରୀଙ୍କୁ ହାଇକୋର୍ଟଙ୍କ…
ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ । ସ୍ଥିତି ଅନୁଧ୍ୟାନ କରି ସତ୍ୟପାଠ ଜରିଆରେ ରିପୋର୍ଟ ଦାଖଲ କରିବାକୁ ଆମିଅସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ । ଏହାର ପରବର୍ତ୍ତୀ ଶୁଣାଣି ରଖାଯାଇଛି ଆସନ୍ତା ଅକ୍ଟୋବର ୧୦ ତାରିଖକୁ ।!-->…
Read More...
Read More...
ବୌଦ୍ଧଜିଲ୍ଲାରେ ବନ୍ୟା କ୍ଷୟକ୍ଷତି ନେଇ କନ୍ଧମାଳ ସାଂସଦଙ୍କ ସମୀକ୍ଷା
ବୌଦ୍ଧ,୨୪ା୮ : ବୌଦ୍ଧ ଜିଲ୍ଲାରେ ବନ୍ୟାଜନିତ କ୍ଷୟକ୍ଷତି ନେଇ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ସମୀକ୍ଷା କରିଛନ୍ତି । ବୌଦ୍ଧ ସର୍କିଟ ହାଉସଠାରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଡଃ. ସାମନ୍ତ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରିଥିବାରୁ ଜିଲ୍ଲାର ଅଧିକାରୀମାନଙ୍କୁ ପ୍ରଶଂସା!-->…
Read More...
Read More...
ପୁରୀରେ ହେବନି ଦ୍ୱିତୀୟ ବ୍ଲୁ ଫ୍ଲାଗ ବିଚ୍
ପୁରୀ : ପୁରୀରେ ହେବନି ଦ୍ୱିତୀୟ ବ୍ଲୁ ଫ୍ଲାଗ ବିଚ୍ । ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟ କରଣ ସହ କରାଯିବ ବିକାଶମୂଳକ କାର୍ଯ୍ୟ । ବେଳାଭୂମି ସଂଘର ସଦସ୍ୟଙ୍କ ସହ ପ୍ରଶାସନର ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । କ୍ଷୁଦ୍ର ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚକ୍ରତୀର୍ଥ!-->…
Read More...
Read More...
କନ୍ଧମାଳ ସାଂସଦଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା ଓ ଜିଲ୍ଲାର ବିକାଶ ନେଇ ଆଲୋଚନା
ଫୁଲବାଣୀ:-କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ଫୁଲବାଣୀଠାରେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲାରେ ସାମ୍ପ୍ରତିକ ବର୍ଷା ଓ ବନ୍ୟା ପରିସ୍ଥିତି ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ଜିଲ୍ଲା ପ୍ରସାସନ ସହ!-->…
Read More...
Read More...
ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣରେ ବିଳମ୍ବ ନେଇ ଅସନ୍ତୋଷ:ଆନ୍ଦୋଳନ ପାଇଁ ସଜବାଜ
ସୁବର୍ଣ୍ଣପୁର: ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ ଅଞ୍ଚଳବାସୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରେଳ ଲାଇନ୍ ନିର୍ମାଣ କାମକୁ ତ୍ୱରାନ୍ୱିତ କରି ରେଳ ଲାଇନ୍ ସଂପୂର୍ଣ୍ଣ ନିର୍ମାଣ ପାଇଁ ଏକ ସମୟ ସୀମା ଧାର୍ଯ୍ୟ କରିବାକୁ ଖୋର୍ଦ୍ଧା-ବଲାଙ୍ଗିର ରେଳ!-->…
Read More...
Read More...
ରାସ୍ତା ପାଇଁ ହିନସ୍ତା, ଆଣ୍ଠୁଏ କାଦୁଅରେ ଯାତାୟାତ କରୁଛନ୍ତି ଚଣ୍ଡିବସ୍ତ ଜନସାଧାରଣ
ଦଶପଲ୍ଲା,୨୪/୮: - ରାସ୍ତା ପାଇଁ ହିନସ୍ତା, ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନିର୍ମାଣ ପାଇଁ ବାରମ୍ବାର ଗୁହାରି କରିବା ସତ୍ତେ୍ୱ ନିର୍ମାଣ ହୋଇପାରୁନି ସବୁଦିନିଆ ରାସ୍ତା ଖଣ୍ଡିଏ । ଏଯାଏଁ ସରକାରୀ ଅନୁଦାନରେ ଦାଣ୍ଡରେ ମାଟି ମୁଠାଏ ପଡ଼ିନଥିବାରୁ ବର୍ଷା ହେଲେ ପଚପଚ କାଦୁଅ ମଧ୍ୟରେ!-->…
Read More...
Read More...
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସହାୟତା ପାଇଁ ଦାବି
ଦଶପଲ୍ଲା,୨୪/୮: - ଲଗାଣ ବର୍ଷା ଫଳରେ ଦଶପଲ୍ଲାର କେତେକ ସ୍ଥାନରେ କଚ୍ଚା ଘର ଗୁଡ଼ିକ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା, ତୁମାଣ୍ଡି, କୁଲୁରୁକୁମ୍ପା, ବାଣୀଗୋଛା , ଗ୍ରାମପଞ୍ଚାୟତର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଲଗାଣ!-->…
Read More...
Read More...
ଅବକାରୀ ବିଭାଗ ପକ୍ଷରୁ ୩୦କେଜି ଗଞ୍ଜେଇ ସହ ସ୍କର୍ପିଓ ଗାଡ଼ି ଜବତ, ଜଣେ ଚାଲାଣକାରୀ ଗିରଫ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ଜିଲ୍ଲା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି । ରାଇକିଆ ଅବକାରୀ ସବ୍ ଇନ୍ସପେକ୍ଟର ଥିଳ ଓରାମ୍ ଓ ଏ.ଏସ୍.ଆଇ ଶାନ୍ତନୁ!-->…
Read More...
Read More...
ବୃନ୍ଦାବତୀ ଭତ୍ତା ପାଇବାରୁ ବଞ୍ଚିତ ଓ ସ୍ୱାମୀ ହଳଧର ଅଧାର କାର୍ଡରୁ ବଞ୍ଚିତ : ବାରମ୍ବାର ଖବର ପ୍ରକାଶ ପରେବି…
ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ବୃଦ୍ଧା ବୃନ୍ଦାବତୀ ବେହେରା(୬୨) । ୨ରୁ ଉର୍ଦ୍ଧ୍ୱ ହେବ ଭତ୍ତା ଅନଲାଇନ କରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ!-->…
Read More...
Read More...
କୋଦଳାରେ କଲେଜର ଉନ୍ନତିକରଣ ପାଇଁ ଭିତ୍ତିିପ୍ରସ୍ତର ସ୍ଥାପନ କଲେ ବିଧାୟିକା
ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ସହିତ ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତିକରଣ ପାଇଁ ଅଣ୍ଟାଭିଡ଼ିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ମହାବିଦ୍ୟାଳୟରେ ଲାଗିରହିଥିବା ଶ୍ରେଣୀ ଗୃହ ଓ!-->…
Read More...
Read More...