Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଏଚପି ପକ୍ଷରୁ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରଦ୍ଧାଞ୍ଜଳି ସଭା
ଫୁଲବାଣୀ : ମଙ୍ଗଳବାର ଫୁଲବାଣୀ ସଭାଗୃହଠାରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ତଥା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଚଉଦ ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସକାଳେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ବିଶ୍ୱହିନ୍ଦୁ!-->…
Read More...
Read More...
ଗନ୍ଧରାଢୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ରକ୍ଷକ କାର୍ଯ୍ୟକ୍ରମ:ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ବଞ୍ଚାଅ
ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଅନ୍ତର୍ଗତ ଗନ୍ଧରାଢୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୌଦ୍ଧ ଆରଟିଓ ପକ୍ଷରୁ ରକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏମ୍ଭିଆଇ ଶିଶିର କୁମାର ସାହୁ,!-->…
Read More...
Read More...
ଚୋରି ଅଟୋ ଜବତ, ୪ ନାବାଳକ ଅଟକ
ଘୁ.ଉଦୟଗିରି :- ସ୍ଥାନୀୟ ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ଜାଗା ଗାନ୍ଧୀ ଛକଠାରୁ ମାତ୍ର କିଛି ମିଟର ଦୂର ଅବସ୍ଥିତ ବଡ଼ସାହିରୁ ୨୨ ତାରିଖ ରାତି ୧୨.୫୦ ମିନିଟ ସମୟରେ ଏକ ଯାତ୍ରୀବାହୀ ଅଟୋ ନମ୍ବର ଓ ଡି ୧୨ସି ୪୫୯୭ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରାପ୍ତ ସୂଚନା ଅନୁସାରେ ଫୁଲବାଣୀରୁ!-->…
Read More...
Read More...
ଜିଲ୍ଲା କଂଗ୍ରେସ ପକ୍ଷରୁ ମହଙ୍ଗାଇ ପର୍ ଚର୍ଚ୍ଚା
ସୁବର୍ଣ୍ଣପୁର: ବର୍ତ୍ତମାନ ସମଗ୍ର ଦେଶରେ ମହଙ୍ଗାଇ ଦୁର୍ବିସହ ହୋଇଯାଇଛି । ଆଚ୍ଛା ଦିନର ସ୍ୱପ୍ନ ଦେଖାଇ କେନ୍ଦ୍ରର ମୋଦି ସରକାର ଭାରତବର୍ଷର କୋଟିକୋଟି ଗରୀବ ପରିବାରଙ୍କ ସ୍ୱପ୍ନ ସବୁକୁ ଚୁରମାର କରିଛି । ପ୍ରତିଶ୍ରୁତିକୁ ପାଶୋରି ପ୍ରତାରଣାକୁ ଆପଣେଇ ଥିବା ଏ ଅପରିଣାମଦର୍ଶୀ କେନ୍ଦ୍ର!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଛାତ୍ରନେତା ସୌମ୍ୟ ରଞ୍ଜନ ପ୍ରଧାନ
ଭୁବନେଶ୍ୱର : ବିଜୁ ଛାତ୍ର ଜନତା ଦଳ ରେ ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ସୌମ୍ୟ ରଞ୍ଜନ ପ୍ରଧାନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଭୁବନେଶ୍ୱର - ଉତ୍ତର ସୁଶାନ୍ତ କୁମାର ରାଉତ ଏବଂ ଛାତ୍ର ଜନତା ଦଳର!-->…
Read More...
Read More...
ଶିଶୁ ସୁରକ୍ଷା ସେବା ପ୍ରଦାନକାରୀମାନଙ୍କ ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରାନ୍ସ ହଲଠାରେ ଶିଶୁ ସୁରକ୍ଷା ସେବା ପ୍ରଦାନକାରୀମାନଙ୍କ ପାଇଁ ମନୋ ସାମାଜିକ ସହାୟତା ସମ୍ପର୍କିତ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା!-->…
Read More...
Read More...
ପ୍ରାଣୀ ଚିକିତ୍ସା ଶିବିର ଓ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଅଜୟଗଡ଼ ଗ୍ରାମ ପଞ୍ଚାୟତର ବାଟିଲଡାଠାରେ ପ୍ରାଣୀ ଚିକିତ୍ସା ଶିବିର ଓ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗର କର୍ମଚାରୀ ମାନେ ଗ୍ରାମବାସୀଙ୍କୁ ସଚେତନତା କରାଇବା ସହ ସେମାନଙ୍କ ପ୍ରାଣୀମାନଙ୍କର ଚିକିତ୍ସା କରିଥିଲେ ।!-->…
Read More...
Read More...
ଗ୍ରାମ୍ୟ ମୁଖୀ ପ୍ରଶାସନ ଓ ଜନ ଅଭିଯୋଗ ଶୁଣାଣି
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ଅଜୟଗଡ଼ ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ଓଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ,ଗୁମ୍ମା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଳକ ଅଧକ୍ଷଙ୍କ!-->…
Read More...
Read More...
ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ବେକରେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା
ପାଟଣାଗଡ଼:ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଥିବାବେଳେ ବେକରେ ରଶି ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଡେବ୍ରିପାଲି ଗାଁରେ । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ନିର୍ମମ ଭାବରେ ହାଣି ସ୍ତ୍ରୀକୁ!-->…
Read More...
Read More...
ରାମ ମନ୍ଦିର ପ୍ରାଗଣରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ପାଳିତ
କଣ୍ଟାବାଞ୍ଜି -କଣ୍ଟାବାଞ୍ଜି ରାମ ମନ୍ଦିର ପରିସରରେ ରବିବାର ସନ୍ଧ୍ୟା ୮ଟା ସମୟରେ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମ୍ପାଦକ କ୍ଷୀରସିନ୍ଧୁ ସାହୁ, ଓଡିଶା ପଶ୍ଚିମ ପ୍ରାନ୍ତ ସହ ସମ୍ପାଦକ ମୋହନ ଚରଣ ଦାସ, ଟିଟିଲାଗଡ଼ ଜିଲ୍ଲା ସଭାପତି ମୋହନ!-->…
Read More...
Read More...