Browsing Category

ରାଜ୍ୟ

ରାମ ମନ୍ଦିର ପ୍ରାଗଣରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ପାଳିତ

କଣ୍ଟାବାଞ୍ଜି -କଣ୍ଟାବାଞ୍ଜି ରାମ ମନ୍ଦିର ପରିସରରେ ରବିବାର ସନ୍ଧ୍ୟା ୮ଟା ସମୟରେ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମ୍ପାଦକ କ୍ଷୀରସିନ୍ଧୁ ସାହୁ, ଓଡିଶା ପଶ୍ଚିମ ପ୍ରାନ୍ତ ସହ ସମ୍ପାଦକ ମୋହନ ଚରଣ ଦାସ, ଟିଟିଲାଗଡ଼ ଜିଲ୍ଲା ସଭାପତି ମୋହନ
Read More...

ଏଥର ଟ୍ରଫ ପିଚ୍‌ରେ ହେବ ଲାଲମନି କ୍ରିକେଟ ଟୁର୍ଣାମେଣ୍ଟ

ସୁବର୍ଣ୍ଣପୁର : କରୋନା ପାଇଁ ଦୀର୍ଘ ୨ବର୍ଷ ଧରି ବନ୍ଦ ଥିବା ଆନ୍ତଃରାଜ୍ୟ ଲାଲମନି କ୍ରିକେଟ ଟୁର୍ଣାମେଣ୍ଟ ଆସନ୍ତା ୨୦୨୩ ରେ ଅନୁଷ୍ଠିତ ହେବାପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଗତକାଲି ଜିଲ୍ଲା କ୍ରିକେଟ ସଂଘ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି
Read More...

କେନ୍ଦୁମୁଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ୱୟ ଶିବିର ଅନୁଷ୍ଠିତ

ପାଟଣାଗଡ଼ : ଅପହଂଚ ଇଲାକାର ଲୋକମାନେ କିପରି ସହଜରେ ସରକାରୀ ସୁବିଧା ସୁଯୋଗ ପାଇପାରିବେ ସେନେଇ ପ୍ରଶାସନ ପକ୍ଷରୁ ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ଗାଁରେ ଏକ ସମନ୍ୱୟ ଶିବିର ଅନୁଷ୍ଠିତ ହୋଇଯାଇିଛି । ଏହି ଶିବିରରେ ସ୍ୱାସ୍ଥ୍ୟ, ମିଶନ ଶକ୍ତି,ସମନ୍ୱୟ ଶିଶୁ ବିକାଶ, ଶ୍ରମ, କୃଷି ବିଭାଗ ସହ
Read More...

ବରିଷ୍ଠ ନାଗରିକ ଦେଶର ସମ୍ପଦ ଶୀର୍ଷକ ଆଲୋଚନା ଚକ୍ର

ଫୁଲବାଣୀ:ବିଶ୍ୱ ବରିଷ୍ଠ ନାଗରିକ ଦିବସ ହାଟପଦା ସ୍ଥିତ ମାଆ ନାରାୟଣୀଙ୍କ ସମ୍ମିଳନୀ କକ୍ଷରେ ମିଳିତ ନାଗରିକ କମିଟି ଓ ସଚେତନ ବରିଷ୍ଠ ନାଗ ମଞ୍ଚ ପକ୍ଷରୁ ସଭାପତି ଡ ଅରୁପ ଜେନାଙ୍କ ପୌରୋହିତ୍ୟରେ ବରିଷ୍ଠ ନାଗରିକ ଦେଶର ସମ୍ପଦ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ସମଗ୍ର ବିଶ୍ୱରେ
Read More...

ନୟାଗଡ଼ରେ ୭ ଦିନିଆ ରିଲିଫ ; ଆରମ୍ଭରୁ ଲଘୁକ୍ରିୟା, ଚୁଡ଼ା ଓ ଗୁଡ଼ ବଣ୍ଟନକୁ ନେଇ ଅସନ୍ତୋଷ

ଦଶପଲ୍ଲା : ବନ୍ୟା ବିପନ୍ନ ନୟାଗଡ଼ ଜିଲ୍ଲାର ଗଣିଆଁ, ଭାପୁର ଏବଂ ଖଣ୍ଡପଡ଼ା ବ୍ଲକ ଅଂଚଳର ଶତାଧିକ ଗାଁର ଲୋକେ ବନ୍ୟା ପ୍ରଭାବରେ ଆକ୍ତାମାକ୍ତ ହେଉଥିବାବେଳେ ବନ୍ୟା ପ୍ରଭାବିତଙ୍କୁ ୭ଦିନ ପରେ ସରକାରୀ ରିଲିଫ ପ୍ରଦାନ କରାଯାଇଛି । ଗଣିଆଁ ବ୍ଲକର ୧୫ରୁ ଅଧିକ ଗାଁ ଲୋକଙ୍କ ପାଖରେ କିଛି ରିଲିଫ
Read More...

ପୋଲିସକୁ ଚ୍ୟାଲେଞ୍ଜ, ସହରର ବଡ଼ ସାହିରୁ ଅଟୋ ଚୋରି

ଘୁ.ଉଦୟଗିରି : ସ୍ଥାନୀୟ ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ସ୍ଥାନ ଗାନ୍ଧୀ ଛକଠାରୁ ମାତ୍ର କିଛି ମିଟର ଦୂର ଓ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ ବଡ଼ସାହିରୁ ଗତ ରାତିରେ ଏକ ଯାତ୍ରୀବାହୀ ଅଟୋ ନମ୍ବର ଓଡି ୧୨ସି ୪୫୯୭ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ
Read More...

ବଳଦ କିଣାକୁ ନେଇ ଗୁଳି ମାଡ,୨ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଦୁଇଜଣ ହେଲେ ପ୍ରଭାସିନୀ ସାହାଣୀ ଓ ଶୋଭାଜନ ସାହାଣୀ । ଫିରିଙ୍ଗିଆ ଥାନା ନୂଆପଦର ପଞ୍ଚାୟତ ବିଲୁ ପଦର ଗ୍ରାମରେ ଘଟିଛି
Read More...

୧୧୫ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ କାକଟପୁର ଥାନା ଅଧୀନ ବାଉରିପୋଖରୀଠାରେ ଚଢ଼ାଉକରି ୪୩ ବର୍ଷୀୟ ଉପେନ୍ଦ୍ର ଦାସଙ୍କୁ ଗିରଫ କରି ତାଙ୍କ ଠାରୁ ୧୧୫ ଗ୍ରାମ
Read More...

ଚୋରି ମୂର୍ତ୍ତି ଉଦ୍ଧାର,ଅଭିଯୁକ୍ତ ଗିରଫ

ପୁରୀ : ନୀଳଚକ୍ର ନଗର୍‌ରୁ ଚୋରି ହୋଇଥିବା ମୂର୍ତ୍ତି ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ନୀଳଚକ୍ର ନଗର୍‌ର ସୁଭାସିସ ପଣ୍ଡା । ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୩ଟି ପିତ୍ତଳ ମୂର୍ତ୍ତି ସମେତ ଗୋଟିଏ କାଠର ଦୁର୍ଗା ମୂର୍ତ୍ତି ଉଦ୍ଧାର କରାଯାଇଛି । ଗତ ୧୬ତାରିଖ
Read More...

ଚାରି ଗୋଟି ଗୁଡ଼ ସାମରିଟନ ପଲିସିରେ ୫ ଜଣଙ୍କୁ ପୁରସ୍କୃତ

ସୁବର୍ଣ୍ଣପୁର: ଆଜି ଅପରାହ୍ନରେ ଜିଲ୍ଲାପାଳ ତଥା ଆଞ୍ଚଳିକ ପରିବହନ ପ୍ରାଧିକରଣ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଗୁଡ଼ ସାମରିଟନ ପଲିସି ଅଧୀନରେ ଜିଲ୍ଲାର ୫ ଜଣ ସାବନ କୁମାର ନାୟକ, ବୁଢାରଜା ଛକ ସୋନପୁର, ରାଜକୁମାର ମେହେର ଓ ଜୟ ଶଙ୍କର ମେହେର,ନୂଆପଡା ଭଗବତି ପ୍ଲଟ,ସୋମେଶ୍ୱର
Read More...