Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଳାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ!-->…
Read More...
Read More...
୫-ଟି ସ୍କୁଲ ପରିଦର୍ଶନ କଲେ ବିଧାୟକ, ବିଡ଼ିଓ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ୫-ଟି ଅଧୀନରେ ସାତୋଟି ସ୍କୁଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହୋଇଛି । ବର୍ତ୍ତମାନ ଲଗାଣ ବର୍ଷାଯୋଗୁଁ ବିଭିନ୍ନ ଅଞ୍ଚଳରେ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଥିବା ସୂଚନା ମିଳୁଛି । ଏହି ପରିପ୍ରେକ୍ଷୀରେ ୫-ଟି!-->…
Read More...
Read More...
କଂଗ୍ରେସର ମହଙ୍ଗାଇ ପର ଚର୍ଚ୍ଚାର ପଥପ୍ରାନ୍ତ ସଭା
ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁଠାରେ ସୋମବାର ଦିନ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ତଥା ଗଦାପୁର ପଞ୍ଚାୟତର ସମିତି ସଭ୍ୟା ରୁଦା ମଲ୍ଲିକଙ୍କ ନେତୃତ୍ୱରେ ମହଙ୍ଗାଇ ପର ଚର୍ଚ୍ଚା ,"ମହଙ୍ଗା ମାଡ଼ ଭାଙ୍ଗୁଛି ହାଡ଼' ପ୍ରସଙ୍ଗରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ!-->…
Read More...
Read More...
ବାଳ ମୁକୁନ୍ଦ କେନ୍ଦ୍ର ଦ୍ୱାରା ନୂତନ ଶିକ୍ଷା କୌଶଳ ପ୍ରୟୋଗ କରି ବରିଷ୍ଠ ନାଗରିକ ଦିବସ ପାଳିତ
ପାରଳାଖେମୁଣ୍ଡି : ଭକ୍ତିରସ ଅବତାର ଜଗଦଗୁରୁ ଶ୍ରୀ କୃପାଳୁ ମହାରାଜାଙ୍କ ଶହେତମ ଜନ୍ମବାର୍ଷିକୀ ଉତ୍ସବ ଅଭିଯାନ ମାନବ କଲ୍ୟାଣ ନିମନ୍ତେ ବାଳ ମୁକୁନ୍ଦ କେନ୍ଦ୍ର ଦ୍ୱାରା ଚାଲୁଥିବା ବେଳେ ବରିଷ୍ଠ ନାଗରିକ ଦିବସ ଅବସରରେ ଶିଶୁମାନେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହିତ ଘର ଘର ବୁଲି ବରିଷ୍ଠ!-->…
Read More...
Read More...
ପାଟଣାଗଡ଼ ବ୍ଳକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର
ପାଟଣାଗଡ଼ : ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ଠାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଅନୁଷ୍ଠିତ ଯୁଗ୍ମ ଜନ ଶିବିର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ଏସପି ନିତିନ କୁଶଳକର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ!-->…
Read More...
Read More...
କଲାଡି ଗ୍ରାମରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର
ଫୁଲବାଣୀ : ଫୁଲବାଣୀ ସହରଠୁ ପ୍ରାୟ ୫ କିଲୋମିଟର ଦୂର କଲାଡି ଗ୍ରାମ ଅମିତ କହଁରଙ୍କ ବଗିଚାରେ ଏକ ୧୨ଫୁଟର ଅଜଗର ସାପ ପଶି ଆସିଥିବା ନେଇ କଲାଡି ଗ୍ରାମର ସଂଜୀବ କହଁର ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ସମୟ ନଷ୍ଟ ନ କରି ତୁରନ୍ତ ଟିମର ଆବାହକ!-->…
Read More...
Read More...
ଆରମ୍ଭ ହେଲା ପୋଖରୀ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ
ଫୁଲବାଣୀ : ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୁରାତନ ପୋଖରୀ ଗୁଡିକର ଦୀର୍ଘ ଦିନ ହେଲା ଅଳିଆ ଆବର୍ଜନା ଓ ଦଳ ଆଦି ଭର୍ତ୍ତି ହୋଇ ପଡି!-->…
Read More...
Read More...
ଚାଷ ଜମି ପାଣିରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ
ବାଲିଗୁଡ଼ା: ଚାଷ ଜମି ପାଣିରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତର ଜାର୍ଗୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ପ୍ରକାରେ ଜାର୍ଗୀ ଗ୍ରାମର ଦୁଇ ପରିବାରର ଲୋକେ ଗତକାଲି ସନ୍ଧ୍ୟା ସମୟରେ ବିଲ ଦେଖିବାକୁ ଯାଇଥିବା!-->…
Read More...
Read More...
ପାରା ସଂପ୍ରସାରଣ କର୍ମଚାରୀ ମାନଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି କୃଷି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପାରା ସଂପ୍ରସାରଣ କର୍ମଚାରୀ ମାନଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୋହନା ବ୍ଳକ,ଆର ଉଦୟଗିରି ବ୍ଳକ, ନୂଆଗଡ଼ ବ୍ଳକର ସମସ୍ତ!-->…
Read More...
Read More...
ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଗଜପତି ପୋଲିସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଓ ପରିଚୟ ପତ୍ର ବଣ୍ଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଦର୍ଶ ଥାନା ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଓ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ବଣ୍ଟନ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଉପସ୍ଥିତ ରହି ବରିଷ୍ଠ!-->…
Read More...
Read More...