Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ଘୁ ଉଦୟଗିରି :ଲଗାଣ ବର୍ଷା ଯୋଗୁଁ ଗତକାଲି ରାତିରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ମାଉସୀ ମଣ୍ଡପ ସାହି ଶ୍ରୀହରି ବିଷୋୟୀଙ୍କ ଘରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ନଷ୍ଟ ହୋଇ ଯାଇଛି । ଘରେ ଶୋଇଥିବା ଅବସ୍ଥାରେ ମଧ୍ୟରାତ୍ରରେ ଘରଟି ଭୁଶୁଡି ପଡିଲା । କିନ୍ତୁ ପରିବାରଟି ଏକ ଆସନ୍ନ ବିପଦରୁ!-->…
Read More...
Read More...
ଜରି ପାଲ ଖଣ୍ଡିଏ ପାଇଁ ତହସିଲଦାରଙ୍କ ପାଖରେ ପାଲ୍ ପଡିଲେ ଜିଲ୍ଲା ପରିଷଦ ସଦସ୍ୟ
ସୁବର୍ଣ୍ଣପୁର : ବର୍ତ୍ତମାନର ସମୟରେ ସରକାରୀ ବାବୁ ମାନେ ଯେ କେତେ ପାୱାରଫୁଲ୍ ଓ ଲୋକମାନଙ୍କୁ କେମିତି ତୁଚ୍ଛ ମଣନ୍ତି ତାହାର ଏକ ନିଚ୍ଛକ ଚିତ୍ର ଏବେ ପଦାକୁ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ । ସୂଚନା ଅନୁସାରେ ଚଳିତ!-->…
Read More...
Read More...
ପାରଳାର ପରସମଣୀ ଶତାବ୍ଦୀ ପୁରୁଷ ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ଅଧ୍ୟକ୍ଷତାରେ ପଦ୍ମଶ୍ରୀ ଡ.ସତ୍ୟନାରାୟଣ ରାଜଗୁରୁଙ୍କ ୧୨୦ତମ ଜୟନ୍ତୀତ୍ସୋବ ଆଡମ୍ୱର ସହକାରେ ପାଳିତ ହୋଇସାରିଛି । ମୁଖ୍ୟ ଅତିଥି ସଂଗ୍ରାମଶେଖର ପଣ୍ଡା ଅତିରିକ୍ତ!-->…
Read More...
Read More...
୨୭ରେ ଏଏସଓ ପରୀକ୍ଷା
ଭୁବନେଶ୍ବର: ଅଗଷ୍ଟ ୨୧ରେ ହେବାକୁ ଥିବା ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ ବୋଲି ଜଣାଯାଇଛି। ତେବେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା ପରେ ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବବତ ପରୀକ୍ଷା ୩ଟି ସିଟିଂରେ ହେବ। ସକାଳ ୯ରୁ ଅପରାହ୍ନ ୪.୩୦!-->…
Read More...
Read More...
ଲଗାଣ ବର୍ଷାରେ ବେହାଲ ହେଲା ଫୁଲବାଣୀ ସହର:୫୪ଜଣଙ୍କୁ ସ୍ଥାନାନ୍ତରିତ
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ହେବା ଫଳରେ ମାଦିକୁନ୍ଦା ଛକ ନିକଟସ୍ଥ କୃଷି ବିଭାଗ କଲୋନୀ ଦେଇ ଆସୁଥିବା ନାଳ ପାଣି କଲୋନୀ ପାଚେରୀ ଭାଙ୍ଗିଯିବା ଫଳରେ କଲୋନୀ ପାଚେରୀକୁ ଲାଗି ଥିବା ସମସ୍ତ ଘରେ ପାଣି ପଶିବା ସହ ଅଧିକାଂଶ ଘରର କାନ୍ଥ ଭୁଶୁଡି!-->…
Read More...
Read More...
ଗୋଶାଣି ବ୍ଳକର ପଞ୍ଚମ ସମିତି ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସମ୍ମିଳନୀ କକ୍ଷ ଠାରେ ପଞ୍ଚମ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷ ଏନ. ଭିର୍ ରାଜୁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର!-->…
Read More...
Read More...
କଲଭର୍ଟ ଧୋଇ ହୋଇଯିବା ଫଳରେ ଗମନାଗମନ ବିଚ୍ଛିନ୍ନ
ଫୁଲବାଣୀ : ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ କ୍ଷତି ଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ କଲଭର୍ଟ ଆଦି ସମ୍ପୂର୍ଣ୍ଣ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫିରିଙ୍ଗିଆ ବ୍ଲକ ପବିଙ୍ଗିଆର ପବିଙ୍ଗିଆ -ଲାମ ପଦର ରାସ୍ତାର!-->…
Read More...
Read More...
ବର୍ଷାରେ ବେହାଲ ଉତ୍ତରାଖଣ୍ଡ, ୫ ମୃତ
ଡେରାଡୁନ: ଅକାତ ଅକାତ ପାଣିରେ ପେଟ ଫୁଲାଇ କୂଳ ଲଂଘୁଛି ନଦୀ। ଭୀଷଣ ଜଳପ୍ରବାହରେ ଭାସିଯାଇଛି ପୋଲ। ଚାରଆଡ଼େ ଖାଲି ପାଣି ହିଁ ପାଣି। ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ବାଦଲଫଟା ବର୍ଷା ଯୋଗୁ ଡେରାଡୁନ ସ୍ଥତି ସଙ୍ଗୀନ ହୋଇଛି। ଭୀଷଣ ମାତ୍ରାରେ ଜଳପ୍ରବାହ ଯୋଗୁ ରାୟପୁର-କୁମଲଦା ଏରିଆ!-->…
Read More...
Read More...
ଜିଲ୍ଲାପାଳଙ୍କ କାର୍ଯ୍ୟକ୍ରମରେ ସଦଭାବନା ଦିବସ ପାଳିତ
ନବରଙ୍ଗପୁର: ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ ଅବସରରେ ଶପଥ ପାଠ ଉତ୍ସବ ପାଳନ ହୋଇଯାଇଛି । ଜିଲ୍ଲାପାଳ ଡଃ ମିଶ୍ର, ଜାତି ସମ୍ପ୍ରଦାୟ କ୍ଷେତ୍ର, ଧର୍ମ ଅଥବା ଭାଷା ଭିତ୍ତିକ ଭେଦଭାବ, ହିଂସାର ସାହଯ୍ୟ!-->…
Read More...
Read More...
ବର୍ଷାରେ ବେହାଲ୍ ବାଲିଗୁଡ଼ା ଅଞ୍ଚଳ; ଅନେକ ସ୍ଥାନରେ ଭାସିଗଲା ପୋଲ, ଏକାଧିକ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ
ବାଲିଗୁଡ଼ା: ସାରା ରାଜ୍ୟରେ ଲାଗିରହିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଲଗାଣ ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ଅଞ୍ଚଳର ଖଡ୍ଗ ନଦୀ,ରାଉଳ ନଦୀ,ଦମଦେଇନାଳ ଭଳି ବିଭିନ୍ନ ଛୋଟବଡ଼ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ!-->…
Read More...
Read More...