Browsing Category

ରାଜ୍ୟ

ତାରା ତାରିଣୀ ମହାବିଦ୍ୟାଳୟରେ ଯୁବ ଭୋଟର ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ :ପୁରୁଷୋତ୍ତମପୁର ସହର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟରେ 'ଯୁବ ଭୋଟର ସଚେତନତା କାର୍ଯ୍ୟକ୍ରମ' ଛତ୍ରପୁରର ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୀମାଞ୍ଚଳ ପଟ୍ଟନାୟକଙ୍କ ପରିଚାଳନାରେ ଅନୁଷ୍ଠିତ
Read More...

ଅବ୍ୟବସ୍ଥାରେ ଘେରରେ ଜହ୍ନାପଙ୍କ ଏସବିଆଇ ଏଟିଏମ

ଜନହାପଙ୍କ: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣ ନଗରରେ ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଏଟିଏମ କାଉଣ୍ଟର ୨୦୧୧ ମସିହାରେ ସ୍ଥାପନ କରାଯାଇଥିଲା । ପ୍ରକୃତରେ ଏହି ଏଟିଏମଟି ଜହ୍ନାପଙ୍କ ଛକଠାରେ ସ୍ଥାପନ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ନାରାୟଣନଗରର ଜୈନିକ
Read More...

ମାନବିକତା ଦେଖାଇଲେ ଜିଲ୍ଲା ଗୃହରକ୍ଷୀ ସଂଘ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ କାର୍ଯ୍ୟରତ ଜଣେ ଗୃହରକ୍ଷୀ ଲଳିତ କୁମାର ବଗର୍ତି ବୟସ ୪୮ ବର୍ଷ କିଛିଦିନ ହେବ ସେ ଅସୁସ୍ଥ ହୋଇ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ।
Read More...

ବିଶ୍ୱ ଫଟୋଗ୍ରାଫି ଦିବସ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଫଟୋଗ୍ରାଫି ଅନୁଷ୍ଠାନ ଏକ୍‌ଜୋଟିକ୍‌ ସୁବର୍ଣ୍ଣପୁର ତରଫରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଆମ ରାଜ୍ୟର ବିଶିଷ୍ଟ ପକ୍ଷୀପ୍ରେମୀ ତଥା ଫଟୋଗ୍ରାଫର ଦିନେଶ ରଂଜନ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମକାଳିନ ଫଟୋଗ୍ରାଫି ଏବଂ
Read More...

ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି ଶୁଖିଲା ଗଛ

ଦଶପଲ୍ଲା : ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲାଠାରୁ ବୌଦ୍ଧ ଜିଲ୍ଲାର ବାରିଂଗ, ବଦଲା ମଧ୍ୟରେ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଅନେକ ଶୁଖିଲା ଗଛ ପଥଚାରୀଙ୍କ ଯାତାୟତରେ ବିପଦ ସୃଷ୍ଟି କରୁଛି । ରାସ୍ତା ପାର୍ଶ୍ୱରେ ରହିଥିବା ଶୁଖିଲା ଗଛ ଗୁଡ଼ିକରୁ ବଡ଼ ବଡ଼ ଡାଳ ଭାଂଗି
Read More...

ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ପୁରୀ : ଆଜି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀ ଜିଲ୍ଲାର ବନ୍ୟା ଅଞ୍ଚଳ ପରିସ୍ଥିତି ସମିକ୍ଷା କରିଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାପରେ ସର୍କିଟ ହାଉସରେ ସମୀକ୍ଷା ଓ ଆଲୋଚନା କରିଥିଲେ । ପୁରୀ ଜିଲ୍ଲାରେ ଦୟା, ଭାର୍ଗବୀ, କୁଶଭଦ୍ରା, ରତ୍ନଚିରା, ଲୁଣା ଓ
Read More...

ସୋନପୁର ଗଡଜାତ ପାଇଁ ନବାନ୍ନ ଲଗ୍ନ ଧାର୍ଯ୍ୟ

ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସନ୍ତା ତା୧.୯.୨୦୨୨ ଗୁରୁବାରଦିନ ପାଳନ ହେବ । ଏଥିପାଇଁ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳପାଇଁ ଆଜି ସୋନପୁରର ବଡ଼ ଜଗନ୍ନାଥ ମନ୍ଦିର ପରିସରସ୍ଥ ମୁକ୍ତି ମଣ୍ଡପ ଠାରେ ଜିଲ୍ଲାର ତଥା ଗଡଜାତର ସମସ୍ତ ଜ୍ୟୋତିର୍ବିଦ ପଣ୍ଡିତ ସମାଜ ପକ୍ଷରୁ
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ଛକ ନିକଟସ୍ଥ ଫୁଲବାଣୀ ଫୁଟବଲ୍‌ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କେକ କାଟିବା ସହ ଜିଲ୍ଲା ସଭାପତି ରାଜେଶ ପାଣିଗ୍ରାହୀଆସନ୍ତା ନଭେମ୍ବର ମାସରେ ଭୁବେନଶ୍ୱର ଠାରେ ଫଟୋ
Read More...

ହିନ୍ଦୁ ସମାଜ ସସ୍କୃତି ପରମ୍ପରାର ଅପମାନକୁ ଆଉ ବରଦାସ୍ତ କରାଯିବନି, ଦୃଢ ପ୍ରତିବାଦ କରିବ ହିନ୍ଦୁ ସୁରକ୍ଷା ମଞ୍ଚ

ଜି. ଉଦୟଗିରି : ଯିଏ ଯେଉଁଠି ଯେମିତି ପାରିଲେ ହିନ୍ଦୁ ସମାଜ ସସ୍କୃତି ପରମ୍ପରାକୁ ବ୍ୟାଙ୍ଗ, ବିଦ୍ରୁପ ଅପମାନିତ କରି ଚାଲିଛନ୍ତି । ଦିନକୁ ଦିନ ଏହା ଦେଶ ରାଜ୍ୟ ସହିତ ଜିଲ୍ଲାରେ ମଧ୍ୟ ବଢିବାରେ ଲାଗିଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ । ଏଣିକି ଆଉ ବରଦାସ୍ତ
Read More...

ଲଗାଣ ବର୍ଷାରେ ଭୁଶୁଡ଼ିଲା ପୋଲ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲାଠାରୁ ବାଣୀଗୋଛା ମଧ୍ୟସ୍ଥ ,ଶାଳଭଂଗା ନିକଟରେ ଲଗାଣ ବର୍ଷାଯୋଗୁ ଏକ ପୋଲର ପ୍ରୟ ୪୦ ଭାଗ ଭାଂଗି ଯାଇଛି । ଯଦି ଏଭଳି ବର୍ଷା ଲାଗି ରହେ ତେବେ ଆଜି ରାତି ସୁଦ୍ଧା ରାସ୍ତା ର ୯୦% ଭୁଶୁଡ଼ିବା ର ସମ୍ଭାବନା ରହିଛି । ଯଦି ଏହାର
Read More...