Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀ ଜିଲ୍ଲା ପରିକ୍ରମା କରୁଛି ଅହିଂସା ରଥ
ପୁରୀ : ଚଳିତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଅହିଂସା ରଥ ପୁରୀ ଜିଲ୍ଲାକୁ ଆଗମନ କରିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡିକୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱାଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା!-->…
Read More...
Read More...
ବୀମା କ୍ଷତିପୂରଣ ଦାବିରେ ବିକ୍ଷୋଭ, ଗର୍ଜିଲେ ବିଧାୟକ ସାଲୁଜା
ବଲାଙ୍ଗୀର: କୃଷିବୀମା ଦାବିରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଣ୍ଟାବାଞ୍ଜି ବିଧାନସଭା ଅନ୍ତର୍ଗତ ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଳକର ଚାଷୀମାନଙ୍କୁ ଗତ ଖରିଫ ଋତୁର ବୀମାରାଶି!-->…
Read More...
Read More...
ମାଳତୀ ଝୁଲଣ ଯାତ୍ରା ଉଦଯାପିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ଚାଲିଥିବା ମାଳତୀ ଝୁଲଣ ଯାତ୍ରା ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି ।ଏହି ଯାତ୍ରା ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀଠାରୁ ଆରମ୍ଭ!-->…
Read More...
Read More...
ପଛୁଆ ପାଣିର ବନ୍ୟା: ମହାନଦୀ ଉଭୟ ତଟର ଗାଁ ଲୋକେ ପ୍ରଭାବିତ
ସମ୍ବଲପୁର:ମହାନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ନିର୍ମିତ, କିନ୍ତୁ ଏବେ ଏହାର ପରିଚାଳନା ଗତ ତ୍ରୁଟି ଓ ଭୁଲ ନିଷ୍ପତ୍ତି ଯୋଗୁଁ ସମ୍ବଲପୁରବାସୀ ଓ ଏହି ନଦୀର ଉଭୟ ତଟବର୍ତ୍ତୀ ଗାଁ ଲୋକେ ବନ୍ୟା କଷ୍ଟ ଭୋଗିବାକୁ ବାଧ୍ୟ ହୋଇଛନ୍ତି । ଗତ କିଛି ଦିନ ହେଲା ଓଡ଼ିଶା ଓ ପଡୋଶୀ ଛତିଶଗଡ଼ରେ!-->…
Read More...
Read More...
ଯୁକ୍ତ ୨ ନାମଲେଖା ପାଇଁ କଟ୍ଅଫ୍ ମାର୍କ ତାଲିକା ପ୍ରକାଶ
ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ୨ ନାମଲେଖା ପାଇଁ କଟ୍ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଓ କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ଶୀର୍ଷରେ ରହିଛି। ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା!-->…
Read More...
Read More...
ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ: ଏସ୍ଆର୍ସି
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି!-->…
Read More...
Read More...
ପାଣି ଘେରରେ ସାରସ୍ୱତ ସାଧକ ସୁଦାମ ନାଏକଙ୍କ ଘର, କଲ୍ୟାଣ ମଣ୍ଡପରେ ଆଶ୍ରା ନେଇଛନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ
ସୁବର୍ଣ୍ଣପୁର : ବିଶିଷ୍ଟ ଐତିହାସିକ, ସାହିତ୍ୟିକ ତଥା ସଂସ୍କୃତି ଗବେଷକ ସୁଦାମ ନାଏକଙ୍କ ଘରେ ଏବେ ବି ବନ୍ୟା ପାଣି ଢେଉ ଖେଳୁଛି । ଖଟ, ଖଟିଆ, ଆସବାବ ପତ୍ର ଆଦି ପାଣିରେ ଭାସୁଛି । ଏପଟେ ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ଆଶ୍ରା ଯୋଗାଉଛି ନିକଟସ୍ଥ କଲ୍ୟାଣ ମଣ୍ଡପ । ୮୫ ବର୍ଷୀୟ ବୁଢା ବାପା,!-->…
Read More...
Read More...
ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ତିନୋଟି ବ୍ଲକ ବାଲିଗୁଡା,ଦାରିଙ୍ଗବାଡି ଓ କ. ନୂଆଗାଁର ବିଭିନ୍ନ ଗ୍ରାମପଞ୍ଚାୟତରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଅତିମାନସ ରଥ ପରିକ୍ରମା!-->…
Read More...
Read More...
ଶ୍ରୀରାମପୁର ଟୋଲ ପ୍ଲାଜାରେ ସ୍ୱାଧୀନତା ଦିବସ ପାଳିତ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଡୁବୁରି-ପାରାଦୀପ ରାଷ୍ଟ୍ରୀୟ ରାଜପଥ ଚଣ୍ଡିଖୋଲ ନିକଟସ୍ଥ ଶ୍ରୀରାମପୁର ଟୋଲ ପ୍ଲାଜା ପରିସରରେ ୭୬ତମ ସ୍ୱାଧୀନତାର ଅମୃତ ମହୋସ୍ରବ ପାଳିତ ହୋଇଯାଇଛି । ଟୋଲ ପ୍ଲାଜା କମ୍ପାନୀର ପରିଚାଳକ ସଭ୍ୟ ତଥା ସ୍ଥାନୀୟ ଯୁବ ସମାଜସେବୀ ଅଫରୋଜ୍ ହୁସେନ (ଟୁକୁ) ଟୋଲ ପ୍ଲାଜା!-->…
Read More...
Read More...
ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ
ନବରଙ୍ଗପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୧୫ ଅଗଷ୍ଟ ସୋମବାର ଅପରାହ୍ନ ତିନିଟା ବେଳେ ଓଡ଼ିଶାର ପଚିଶିଟି ଜିଲ୍ଲାର ୧୫୦ଟି ସ୍ଥାନରେ ପ୍ରାୟ ୩ ହଜାର କବି ଓ କବୟିତ୍ରୀଙ୍କୁ ନେଇ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ!-->…
Read More...
Read More...