Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଝିଙ୍କେରପାଲି ଐତିହ୍ୟ ପୀଠରେ ପାଳିତ ହେଲା ସ୍ୱାଧୀନତାର ଅମୃତ ମହୋତ୍ସବ
କଣ୍ଟାମାଳ,୧୭/୮- ସ୍ୱାଧୀନତାର ୭୫ ବର୍ଷ ଅବସରରେ ପାଳିତ ହେଉଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ କାମାଳବ୍ଳକ ଝିଙ୍କେରପାଲିସ୍ଥିତ ଐତିହ୍ୟ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ!-->…
Read More...
Read More...
ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ
ନନ୍ଦାହାଣ୍ଡି,୧୬/୮: ନନ୍ଦାହାଣ୍ଡି ବ୍ଲକ ଠାରେ ନବରଙ୍ଗପୁର ଜିଲ୍ଳାପାଳଙ୍କ ଦ୍ୱାରା ବ୍ଳକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିି ଜନଶୁଣାଣିରେ ମୋଟ ୪୦ ଗୋଟି ଅଭିଯୋଗର ଶୁଣାଣି ହୋଇଥିବାବେଳେ ୩୫ ଗୋଟି ବ୍ୟକ୍ତିଗତ ଓ ୫ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରିଥିଲେ!-->…
Read More...
Read More...
କେନ୍ଦୁପତ୍ର ତୋଳାଳୀ ଶ୍ରମିକଙ୍କୁ ପ୍ରତାରଣା ବିରୋଧରେ ଓଡିଶା ସରକାର ବିରୋଧରେ ଆନ୍ଦୋଳନ ଚେତାବନୀ
ବଲାଙ୍ଗୀର,୧୬ / ୮- ଓଡିଶା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୩ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ବାରମ୍ବାର ପ୍ରତାରିତ କରୁଥିବା ପ୍ରତିବାଦରେ ଏକ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବଲାଙ୍ଗୀର!-->…
Read More...
Read More...
ଅମୃତ କଳସ ସୁନା ଦୋକାନ ଡକାୟତି ଘଟଣାରେ ୪ ଜଣଙ୍କୁ ଗିରଫକଲା ପାଟଣାଗଡ ପୋଲିସ
ପାଟଣାଗଡ,୧୬ /୮- ଗତ ଅଗଷ୍ଟ ୫ ତାରିଖ ପାଟଣାଗଡ଼ ସହର ମଧ୍ୟସ୍ଥଳୀରେ ଥିବା ଅମୃତ କଳସ ସୁନା ଦୋକାନରୁ ୬ ଜଣ ବନ୍ଧୁକଧାରୀ ଡକାୟତ ସ୍ପଷ୍ଟ ଦିବାଲୋକରେ ଦୋକାନ ମାଲିକ ମୁକେଶ ଜୈନକୁ ଗନ ପଏଣ୍ଟ ରେ ରଖି ପାଖାପାଖି ୨ କେଜି ସୁନା ଓ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଦିନ ଦ୍ୱିପହରରେ ସ୍ପଷ୍ଟ!-->…
Read More...
Read More...
ବାଲିଗୁଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ
ବାଲିଗୁଡା,୧୬/୮: ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୧ ଟି ବ୍ୟକ୍ତିଗତ ଓ ଦୁଇଟି ଗୋଷ୍ଠୀ ଅଭିଯୋଗର ଶୁଣାଣୀ କରିଛନ୍ତି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ । ଚାରିଦିନର ଲଗାଣ!-->…
Read More...
Read More...
ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡ଼ା ଅଞ୍ଚଳ, ଜାତୀୟ ରାଜପଥ ଉପରେ ୨ଫୁଟ ପାଣି
ବାଲିଗୁଡ଼ା: ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏଥିରୁ ବାଦ୍ ପଡ଼ିନି କନ୍ଧମାଳ ଜିଲ୍ଲା । ଲଗାଣ ବର୍ଷାରେ ଜିଲ୍ଲା ସଦର ମହକୁମା ସମେତ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ପୋଖରୀରେ ବର୍ଷା ଜଳ!-->…
Read More...
Read More...
ଆଜାଦୀ କା ଅମୃତ ମହୋତ୍ସବରେ ବିରଳ ଦସ୍ତାବିଜ ପ୍ରଦର୍ଶନୀ
ବୌଦ୍ଧ,୧୪/୮- ଆଜାଦୀ କି ଅମୃତ ମହୋତ୍ସବ ଏବଂ ଦେଶ ସ୍ୱାଧୀନତାରେ ୭୫ ବର୍ଷ ପାଳନ ଅବସରରେ ଏକ ବିରଳ ଦସ୍ତାବିଜ ପ୍ରଦର୍ଶନୀର ଆୟୋଜନ ହୋଇଛି । ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଗବେଷକ ସତ୍ୟନାରାୟଣ ପାଣିଙ୍କ ଦ୍ୱାରା ସ୍ମୃତିରେ ବୌଦ୍ଧ ଗଡଜାତ ଶୀର୍ଷକ ଏକ ଡକ୍ୟୁମେଣ୍ଟ ପ୍ରଦର୍ଶନୀର ଆୟୋଜନ!-->…
Read More...
Read More...
ଦୁର୍ଘଟଣାରେ ଆହତ ଯୁବକ ଏବେ ଶଯ୍ୟାଶାୟୀ, ସରକାରୀ ସହାୟତା ଯୋଗାଇବାକୁ ଦାବି
ପାଟଣାଗଡ଼ : ପାଟଣାଗଡ ବ୍ଳକ ପଣ୍ଡା ମୁଣ୍ଡା ଗାଁର କରୁଣାକର ବରିହା କିଛିଦିନ ତଳେ ଦୁର୍ଘଟଣଗ୍ରସ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପରେ ମଧ୍ୟ ସ୍ୱାସ୍ୟବସ୍ଥାରେ ସୁଧାର ଆସୁନାହିଁ । ସେ ତିନି ମାସରୁ ଉର୍ଦ୍ଧ୍ୱ ହେବ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତାଙ୍କର ଚିକିତ୍ସା ପାଇଁ ଅର୍ଥର ଅଭାବ!-->…
Read More...
Read More...
ବୌଦ୍ଧରେ ନୂତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ କାର୍ଯ୍ୟରେ ଯୋଗଦାନ
ବୌଦ୍ଧ,୧୪/୮- ବରିଷ୍ଠ ଓଏଏସ (ଏସ.ଏ.ଜି) ସତ୍ୟରଞ୍ଜନ ସାହୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତ ହେବାପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ସକାଳୁ ଭୁବନେଶ୍ୱରରୁ ବାହାରି ଅପରାହ୍ନ ୫ଟାରେ ବୌଦ୍ଧରେ ପହଞ୍ଚିବା ପରେ ବୌଦ୍ଧର ବିଭିନ୍ନ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲା!-->…
Read More...
Read More...
ସମ୍ବାଦ ସାହିତ୍ୟ ଘର ଆଜାଦି କା ଅମୃତ ମହୋତ୍ସବ ପାଳନ
ନବରଙ୍ଗପୁର : ସମ୍ବାଦ ସାହିତ୍ୟ ଘର ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଲୋଚନାଚକ୍ର ଓ ଦେଶାତ୍ମବୋଧକ କବିତା ଆସର ଜଗଦୀଶ ତ୍ରିପାଠୀ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମାଜସେବୀ ଜଗନ୍ନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଖିଳ ଭଟ୍ଟ ମଞ୍ଚ!-->…
Read More...
Read More...