Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବନ୍ୟା ପରିସ୍ଥିତି ଗମ୍ଭୀର :୨୦ଟି ଗାଁ ପାଣି ଘେରରେ, ହରଭଙ୍ଗା -ବୌଦ୍ଧ ଯୋଗାଯୋଗ ବିଚ୍ଛିନ୍ନ
ହରଭଙ୍ଗା : ସଂପ୍ରତି ୩ଦିନ ଧରୀ ଲଘୁଚାପ ଜନିତ ବର୍ଷା ଜାରିରହିଥିବା ବେଳେ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ ଖୋଲାଯାଇ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ କରାଯିବାରୁ ହରଭଙ୍ଗା ବ୍ଲକର ୨୦ରୁ ଉଦ୍ଧ୍ୱର୍ ଗ୍ରାମ ପାଣିଘେରରେ ରହିଛି । ଯଥା -ମାରଡ଼ା, ପାଣିଘରା,ଭେଜିଗୋଡା, ସୁରୁଣ୍ଡି, ହରଭଙ୍ଗା,!-->…
Read More...
Read More...
ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗ୍ରହ
ସୁବର୍ଣ୍ଣପୁର: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ରକ୍ତ ଭଣ୍ଡାର ଠାରେ ସକାଳ ଖବରକାଗଜ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ମହାନଦୀ ଧାରା ଅନୁଷ୍ଠାନର ସହାୟତାରେ ଅନୁଷ୍ଠିତ ଉକ୍ତ ରକ୍ତ ଦାନ ଶିବିରରେ!-->…
Read More...
Read More...
ତ୍ରିରଙ୍ଗା ଯାତ୍ରା ସମିତି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର : ଆଜି ସକାଳେ ତ୍ରିରଙ୍ଗା ଯାତ୍ରା ପାଳନ ସମିତି ସୋନପୁର ତରଫରୁ ଆଜାଦି କା ଅମୃତ ମହତ୍ସବ ପାଇଁ ଏକ ତ୍ରିରଙ୍ଗା ଯାତ୍ରା ସହିତ ଅଖଣ୍ଡ ଭାରତ ଦିବସ ରେ ବିଭିନ୍ନ ସାମାଜିକ ଓ ଆଧ୍ୟାତ୍ମିକ ସଂଗଠନର ମିଳିତ ସହଯୋଗରେ ଏକ ବିରାଟ ଶୋଭାଯାତ୍ରା ବାହାରି ସୋନପୁର ନଗର ପରିକ୍ରମା କରିଥିଲା!-->…
Read More...
Read More...
ଅଚିହ୍ନା ବ୍ୟକ୍ତିଙ୍କ ସନ୍ଦେହଜନକ ଝୁଲନ୍ତା ମୃତଦେହ ଠାବ, ହତ୍ୟା ସନ୍ଦେହ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଧିନସ୍ଥ ବନବିଭାଗର ନେଚର ପାର୍କ ପଛ ପାଖରେ ଥିବା ଜଙ୍ଗଲରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ ଶରୀର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗଛରେ ଏକ ଶବ ଝୁଲୁଥିବା!-->…
Read More...
Read More...
ଲଘୁଚାପ ବର୍ଷା ଓ ମହାନଦୀରେ ଜଳବୃଦ୍ଧି ଯୋଗୁଁ ବୌଦ୍ଧରେ ବନ୍ୟା ପରିସ୍ଥିତି
ବୌଦ୍ଧ:ଉପର ମୁଣ୍ଡରେ ବର୍ଷା ହେବାରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି । ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟକ୍ରମେ ୩୪ ଟି ଗେଟ୍ ଖୋଲାଯିବା ପରେ ବୌଦ୍ଧ ଜିଲ୍ଲାରେ ମହାନଦୀରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା!-->…
Read More...
Read More...
ଲିଭିଙ୍ଗ୍ ଷ୍ଟୋନ୍ ମିନିଷ୍ଟ୍ରି ଅନୁଷ୍ଠାନ ପକ୍ଷରୁ ବାରଖମାରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ
ବାଲିଗୁଡା : ବାଲିଗୁଡ଼ା କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମରେ ଲିଭିଙ୍ଗ୍ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ଦ୍ୱାରା ପରିଚାଳିତ "ହାଉସ ଅଫ ଲଭ' ଶିଶୁ ଯତ୍ନ ଅନୁଷ୍ଠାନର ଅନାଥ କୁନି କୁନି ପିଲାଙ୍କୁ ରଖି ସେମାନଙ୍କର ସମସ୍ତ ଦାୟିତ୍ୱ ନେବା ସହିତ ପାଠ ପଢ଼ିବା ରେ ଉତ୍ସାହିତ!-->…
Read More...
Read More...
୨୯ ଗୋଟି ପଞ୍ଚାୟତରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ
ଦଶପଲ୍ଲା : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ସ୍ମରଣୀୟ କରିବା ନିମନ୍ତେ ନୟାଗଡ଼ ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତଥା!-->…
Read More...
Read More...
ଆଜାଦି କା ଅମୃତ ମହୋତ୍ସବ ଅବସରରେ ବାଲୁକା କଳା
ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ଥିମକୁ ନେଇ ଡିଡିଏ ଦ୍ୱାରା ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବାଲୁକା କଳା ନିର୍ମାଣ କରିଥିଲେ । ପ୍ରତ୍ୟେକ ଭାରତୀୟ ଆଜି ଭିନ୍ନ ଭିନ୍ନ ଉପାୟରେ ଏହି ମହୋତ୍ସବକୁ ପାଳନ!-->…
Read More...
Read More...
ୟୁନିୟନ ଆରସେଟି ପକ୍ଷରୁ ଛତୁ ଚାଷ ତାଲିମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ବି. ଅନ୍ତରଡା ଗ୍ରାମ ପଞ୍ଚାୟତର ମାଣିକ ପୁର ଗ୍ରାମ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ୧୦ ଦିନିଆ ଛତୁ ଚାଷ ତାଲିମ ଦିଆଯାଉଛି । ୧୧.୮ ୨୦୨୨ ତାରିଖଠାରୁ ୨୦.୮. ୨୦୨୨ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଉଦଘାଟନୀ ଉତ୍ସବରେ!-->…
Read More...
Read More...
ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ଜାତୀୟ ସଂହତି ଓ ଏକତା ଆଜିର ଆହ୍ୱାନ ଉପରେ ଆଲୋଚନା ଚକ୍ର
ଫୁଲବାଣୀ:ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ଆଜାଦୀକା ଅମୃତ ମହୋତ୍ସବ ସାରା ଦେଶରେ ଧୁମ୍ ଧାମରେ ପାଳନ କରାଯାଉଛି । ଏହି ଅବସରରେ କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁନୀଲ କୁମାର ପଟ୍ଟନାୟକଙ୍କ!-->…
Read More...
Read More...