Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରବଳ ବର୍ଷା ଯୋଗୁଁ ସମ୍ବଲପୁର ତଳି ଅଞ୍ଚଳରେ ବନ୍ୟା ବିତ୍ପାତ, ପ୍ରଭାବିତ ୧୧୩୮ ଜଣଙ୍କୁ ୭ ଆଶ୍ରୟସ୍ଥଳକୁ…
ସମ୍ବଲପୁର : ଗତ ତିନିଦିନ ଧରି ଲଗାଣ ବର୍ଷା ଫଳରେ ସମ୍ବଲପୁରର ତଳି ଅଞ୍ଚଳରେ ପଛୁଆ ପାଣି ପଶି ବନ୍ୟା ପରିସ୍ଥିତି ଦେଖାଦେଇଛି, କାରଣ ସଂଲଗ୍ନ ମହାନଦୀ ପୂର୍ଣ୍ଣିମା ହୋଇ ବୋହୁଛି ଓ ନଗର ମଧ୍ୟରୁ ବର୍ଷାଜଳ ନିଷ୍କାସିତ ହୋଇ ପାରୁନାହିଁ । ଗତରାତି ପର୍ଯ୍ୟନ୍ତ ପ୍ରଭାବିତ ତଳି ଅଞ୍ଚଳରୁ ୧୧୩୮!-->…
Read More...
Read More...
ପୁରୀ ଜିଲାରେ ତିଆରି ହେବ ୪୨ କିଲୋମିଟର ଲୁଣାବନ୍ଧ
ପୁରୀ : ପୁରୀ ଜିଲାରେ ତିଆରି ହେବ ୪୨ କିଲୋମିଟର ଲୁଣାବନ୍ଧ । କାକଟପୁର ଓ ବ୍ରହ୍ମଗିରିରେ ତିଆରି ହେବ ଏହି ଲୁଣାବନ୍ଧ । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି ପୂର୍ବତନ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଏଥିପାଇଁ ୧୩୧ କୋଟି ୪୧ ଲକ୍ଷ ଟଙ୍କା ମଂଜୁର କରାଯାଇଛି ।!-->…
Read More...
Read More...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ବାଣ୍ଟିଲେ ତ୍ରିରଙ୍ଗା ପତାକା
ସମ୍ବଲପୁର: ରାଉରକେଲା ଓ ସୁନ୍ଦରଗଡ଼ରେ ଆଜାଦି କା ଅମୃତ ମହୋତ୍ସବର ବିବିଧ କାର୍ଯ୍ୟକ୍ରମରେ ଯୋଗ ଦେଇ ଗତସନ୍ଧ୍ୟାରେ ସମ୍ବଲପୁରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସର୍ବପ୍ରଥମେ ଈଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ ଲାଭ କରିଥିଲା । ପରେ ସମଲେଶ୍ୱରୀ ମନ୍ଦିର ନିକଟରେ!-->…
Read More...
Read More...
ନାନ୍ଦୁପଲାରୁ ବିରଳ ବହୁରୂପୀ ଏଣ୍ଡୁଅ ଉଦ୍ଧାର
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ନାନ୍ଦୁପଲା ଗାଁର ଜଣକ ବାଡ଼ିରୁ ଏକ ବିରଳ ବହୁରୂପୀ ଏଣ୍ଡୁଅ ବନବିଭାଗ ଉଦ୍ଧାର କରିଛି । ସୂଚନା ଅନୁସାରେ ଏହି ବିରଳ ବହୁରୂପୀ ଏଣ୍ଡୁଅଟି ସଢାନନ୍ ଖମାରୀଙ୍କ ବାଡ଼ିରେ ଏକ ଗଛରେ ଥିବା ଦେଖି ସଢାନନ୍ ବନ ବିଭାଗକୁ ଖବର ଦେଇଥିଲେ ।!-->…
Read More...
Read More...
ଏମ୍ଟିଜି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ
ପୁରୀ : ଏମ୍ଟିଜି ଗ୍ରୁପ୍ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ ଅବସରରେ ପାଳିତ ହୋଇଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ । ପୁରୀ କଚେରୀ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରୁପ୍ର ସଦସ୍ୟମାନେ ହାତରେ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ସ୍ଲୋଗାନ ଦେଇଥିଲେ । ଗ୍ରୁପର ସଦସ୍ୟ କୃଷ୍ଣ!-->…
Read More...
Read More...
ହୀରାକୁଦରୁ ବ୍ୟାପକ ଜଳ ନିଷ୍କାସନ ଯୋଗୁଁ ମହାନଦୀରେ ବନ୍ୟା
ସମ୍ବଲପୁର: ହୀରାକୁଦ ଉପରମୁଣ୍ଡରେ ବ୍ୟାପକ ବର୍ଷା ଯୋଗୁଁ ଜଳଭଣ୍ଡାରକୁ ବିପୁଳ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଛି ଓ ସେଥିପାଇଁ ସେହି ଅନୁସାରେ ୨୮ ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଏହାଫଳରେ ମହାନଦୀରେ ବନ୍ୟା ଯୋଗୁଁ ଏଠାକାର ତଳିଆ ଓ ଉପକଣ୍ଠ ଅଞ୍ଚଳରେ ସ୍ଥିତି ବିପନ୍ନ ହୋଇପଡିଛି!-->…
Read More...
Read More...
ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀପଦାନ ସହ ଜାତୀୟ ସଙ୍ଗୀତ ଗାନ
ବାଲିଗୁଡ଼ା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ୭୫ଟି ଦୀପଦାନ ସହ ଜାତୀୟ!-->…
Read More...
Read More...
ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧ ତରଫରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ
ବୌଦ୍ଧ,୧୩/୮- ସେଣ୍ଟ୍ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧ ପକ୍ଷରୁ ଆଜି ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର!-->…
Read More...
Read More...
କଳିଙ୍ଗା ଘାଟିରେ କାର ଓ ବୋଲେରୋ ମୁହାମୁହିଁ ଧକ୍କା, କାର ଚୁର୍ମାର୍
ଘୁ ଉଦୟଗିରି : କଳିଙ୍ଗା ଘାଟିରେ ଆଜି ସକାଳେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ସକାଳେ ବୁଗୁଡ଼ାରୁ ଫୁଲବାଣୀ ଓଡି ୦୨ଏକ୍ସ ୫୩୮୩ ନମ୍ୱର୍ ବିଶିଷ୍ଟ ଇଣ୍ଡିଗୋ କାର ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବୋଲେରୋ ଡାଲା ଗାଡି ଓଡି ୦୫ବିଏ ୨୪୦୧ ନମ୍ୱର୍ ବିଶିଷ୍ଟ ଗାଡି କଟକ!-->…
Read More...
Read More...
ଓଡ଼ିଶା ହାଇକୋର୍ଟରେ ଆଉ ୨ ନୂଆ ବିଚାରପତି ନିଯୁକ୍ତ
କଟକ,୧୨/୦୮: ଓଡ଼ିଶା ହାଇକୋର୍ଟରେ ଆଉ ଦୁଇ ନୂଆ ବିଚରପତିଙ୍କୁ ଆଜି ନିଯୁକ୍ତ କରାଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ୍ ଗୌରୀ ଶଙ୍କର ଶତପଥୀ ଏବଂ ଜଷ୍ଟିସ୍ ଚିତ୍ତ ରଞ୍ଜନ ଦାସଙ୍କୁ ନିଯୁକ୍ତ କରାଯାଇଥିବା ଆଇନ୍ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାଯାଇଛି ।!-->…
Read More...
Read More...