Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ; ମାଗଣାରେ ଜାତୀୟ ପତାକା ଯୋଗାଇଦେବେ ମିଶନ ଶକ୍ତି ଗୋଷ୍ଠୀ
ଭୁବନେଶ୍ୱର: ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି । ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି । ସରକାରୀ ଓ଼ ବେସରକାରୀ ସ୍ତରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶା!-->…
Read More...
Read More...
ପୂର୍ଣ୍ଣିମାରେ ମହୁରୁଣ୍ଡି ଶିବ ମନ୍ଦିରଠାରେ ବୋଲ୍ବମ୍ ଭକ୍ତଙ୍କ ଭିଡ଼
ଖପ୍ରାଖୋଲ : ଆଜି ଶ୍ରାବଣ ପୂର୍ଣ୍ଣିମା ଦିନ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠରେ ବୋଲ୍ବମ୍ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରାବଣରେ ବୋଲ୍ବମ୍ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁ ନଥିବା ବେଳେ ଚଳିତ ବର୍ଷ!-->…
Read More...
Read More...
ନେହରୁ ଯୁବ କେନ୍ଦ୍ର ପକ୍ଷରୁ “ହରଘର ତ୍ରିରଙ୍ଗା’
ପାରଳାଖେମୁଣ୍ଡି : ୭୫ ତମ " ଆଜାଦୀ କା ଅମୃତ ମହୋତ୍ସବ' ଉପଲକ୍ଷେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତକା ଉଡିବା ଉପଲକ୍ଷେ ବୁଧବାର ଦିନ ୟୁଥ୍ କ୍ଲବ୍ ଡେଭେଲପମେଣ୍ଟ କ୍ୟାମ୍ପେନିଙ୍ଗ୍ ସହ!-->…
Read More...
Read More...
ଯୁକ୍ତଦୁଇ କଳା ପରୀକ୍ଷାରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେକର୍ଡ ପାସହାର
ପାରଳାଖେମୁଣ୍ଡି : ଉଚ୍ଚ ମାଧ୍ୟମିକ ପରିଷଦ ଦ୍ୱାରା ପ୍ରକାଶ ପାଇଥିବା ଦ୍ୱାଦଶ କଳା ପରୀକ୍ଷାରେ ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ଭଲ ପରୀକ୍ଷା ଫଳ ପ୍ରଦର୍ଶନ କରିଛନ୍ତି । କଳା ବିଭାଗରେ ୨୩୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୨୦ ଜଣ ଉତ୍ତୀର୍ଣ୍ଣ!-->…
Read More...
Read More...
ପୁଣି ମହାପ୍ରଭୁଙ୍କୁ ଅସମ୍ମାନ, କେକ୍ରେ ଶ୍ରୀଜଗନ୍ନାଥଙ୍କ ଫଟୋ
ପୁରୀ : ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ । ପ୍ରଜାତନ୍ତ୍ରର ୭୫ତମ ପୂରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ସମ୍ମାନୀତ ହୋଇଥିବା ଖୁସିରେ ଏକ ଅନୁଷ୍ଠାନ ମହାପ୍ରଭୁଙ୍କୁ ଅସମ୍ମାନ କରିଥିବା ଦେଖିବାକୁ ମିଳିଛି । ଯାହା!-->…
Read More...
Read More...
ରାଷ୍ଟ୍ରୀୟ ସମାଜସେବୀ ପରିଷଦ ବୈଠକ
ନବରଙ୍ଗପୁର:ସମାଜରେ ଘଟୁଥିବା ନାରୀ ନିର୍ଯାତନା, ବାଲ୍ୟ ବିବାହ, ପାରିବାରିକ ବିଶୃଙ୍ଖଳା, ଜାତିଗତ କଟକଣା ଓ ପାରମ୍ପରିକ ଅନ୍ଧାନୁସରଣ ଆମକୁ ବହୁ ପଛକୁ ଠେଲି ଦେଇଛି । ଏକ ସୁସ୍ଥ ପରିବାର, ନୀତିନିଷ୍ଠ ବ୍ୟକ୍ତିତ୍ୱ, ଆଦର୍ଶ ଗ୍ରାମ ଓ ଭ୍ରାତୃଭାବ ଆଧାରର ଦେଶ ଗଠନ ଆମର ଲକ୍ଷ୍ୟ । ସମସ୍ତେ ସମାନ!-->…
Read More...
Read More...
ଜଙ୍ଗଲ ପାଡୁ ଗ୍ରାମରେ କୋଭିଡ-୧୯ ମୁକ୍ତ ଟିକାକରଣ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ ବଡ଼ ଗୋଶାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ପାଡୁ ଗ୍ରାମଠାରେ ହେଚ ଏଲଏଫପିପିଟିଏମ୍ ରାଇଟ ଗଜପତି ତରଫରୁ କୋଭିଡ-୧୯ ମୁକ୍ତ ଟିକାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନ୍ଦ୍ର!-->…
Read More...
Read More...
ଖପ୍ରାଖୋଲ ସିଆରପିଏଫ ଯବାନମାନଙ୍କୁ ରାକ୍ଷୀ ବାନ୍ଧିଲେ ବ୍ରହ୍ମକୁମାରୀ କର୍ମଚାରୀ
ଖପ୍ରାଖୋଲ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଓ ଭଉଣୀଙ୍କ ଅତୁଟ ବନ୍ଧନର ପର୍ବ ହେଉଛି ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ଭାବରେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରତ୍ୟେକ ଭଉଣୀ ନିଜ ଭାଇମାନଙ୍କ!-->…
Read More...
Read More...
ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଘୋଷଣା କଲେ ସରକାର
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବାରୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯଦି ଆପଣ ଏହି ନିୟମ ଉଲ୍ଲଂଘନ କରୁଛନ୍ତି ତେବେ ୫୦୦ ଟଙ୍କା ଜୋରିମାନା ଆଦାୟ କରାଯିବ । ତେବେ କାରରେ ଯାତ୍ରା ସମୟରେ ରିହାତି ମିଳିବ । ବ୍ୟକ୍ତିଗତ ଚାରି ଚକିଆ!-->…
Read More...
Read More...
ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଫଟାମୁଣ୍ଡା ଖେଳ ପଡିଆ ନିକଟରେ ଗତକାଲି ଅପରାହ୍ନ ସମୟରେ ଏକ ଅଜଣା ଅଟୋ ଗାଡି ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଦଶପୁର!-->…
Read More...
Read More...