Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାଟଣାଗଡ ଭୂଲିଆ ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ
ପାଟଣାଗଡ : ପାଟଣାଗଡ ଭୂଲିଆ ସମାଜ ପକ୍ଷରୁ ୧୬୧ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସ୍ଥାନୀୟ ଭୂଲିଆ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ସମ୍ମୁଖରେ ଥିବା ସ୍ୱଭାବ କବି ଶ୍ରୀ ମେହେରଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଭୂଲିଆ ସମାଜର ପାଟଣାଗଡ ସଭାପତି!-->…
Read More...
Read More...
ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ରମେଶ ଚନ୍ଦ୍ର ମିଶ୍ରଙ୍କ ପରଲୋକ
ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ଗ୍ରାମର ବାସିନ୍ଦା ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ରମେଶ ଚନ୍ଦ୍ର ମିଶ୍ରଙ୍କ ୯୨ ବର୍ଷ ବୟସରେ ଗୁରୁବାର ନିଜ ବାସଭବନରେ ପରଲୋକ ଘଟିଛି । ତାଙ୍କର ମୃତ୍ୟୁ ଖବର ଶୁଣି ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ କରିଥିଲେ । ୧୯୮୮ ମସିହାରେ ସରସରା ରାଜସ୍ୱ କାର୍ଯ୍ୟାଳୟ!-->…
Read More...
Read More...
ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ,ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା
ଭୁବନେଶ୍ୱର:ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦୁଝର ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି ।ପୂର୍ବାହ୍ନରେ ସେ ଜିଲ୍ଲା କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକ୍ରେ ଏବଂ ବିଭାଗୀୟ ଅଧିକାରୀ!-->…
Read More...
Read More...
ବୁଦ୍ଧିଜୀବୀ ସମ୍ମିଳନୀ ଓ ରକ୍ଷା ବନ୍ଧନ ଉତ୍ସବ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ସ୍ୱାଧୀନତାର ଅମୃତ ମହୋତ୍ସବର ଶୁଭ ଉଦଘାଟନ ହୋଇଯାଇଛି । ସକାଳେ ଶିଶୁମାନଙ୍କ ଦ୍ୱାରା ଗୋପୁଜନ, ରକ୍ଷାବନ୍ଧନ, ପଞ୍ଚସ୍ତରୀଟି ଦୀପଯଜ୍ଞ, ବିଭିନ୍ନ ବସ୍ତି ଓ ସାହିରେ ବୁଲି!-->…
Read More...
Read More...
ନିଆରା ପରଂପରା, ବୃକ୍ଷରେ ରାକ୍ଷୀ ବାନ୍ଧିଲେ ଗ୍ରାମବାସୀ
ଦଶପଲ୍ଲା : ଆଜି ସର୍ବତ୍ର ରକ୍ଷାବନ୍ଧନ ଉତ୍ସବ ଆନନ୍ଦଉତ୍ସାହର ସହ ପାଳିତ ହୋଇଛି । ଉତ୍ସବରେ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧୁଥିବା ବେଳେ ଏକ ନିଆରା ପରମ୍ପରା ଦଶପଲ୍ଲାରେ ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବୁଗୁଡା ଓ ବୁଗୁଡା କଲୋନୀ ଗ୍ରାମବାସୀ ଏହି!-->…
Read More...
Read More...
ଜହ୍ନାପଙ୍କ ଶିଶୁ ମନ୍ଦିରରେ ରକ୍ଷା ବନ୍ଧନ
ଜହ୍ନାପଙ୍କ,୧୧/୮:ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ସରସ୍ୱତୀ ଶିଶୁ ମନ୍ଦିରରେ ଆଜି ରକ୍ଷା ବନ୍ଧନ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଶମ୍ଭୁ ଗିରି ଉପସ୍ଥିତ ଶିଶୁମାନଙ୍କୁ ରକ୍ଷା ବନ୍ଧନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ!-->…
Read More...
Read More...
ଜିଲ୍ଲା କୋର୍ଟରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ରକ୍ଷା ବନ୍ଧନ ଉତ୍ସବ
ନବରଙ୍ଗପୁର: ଜିଲ୍ଲା ଅଦାଲତ ପରିସରରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନବରଙ୍ଗପୁର ସେବା କେନ୍ଦ୍ର ତରଫରୁ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେବା କେନ୍ଦ୍ର ନବରଙ୍ଗପୁର ସବ୍ ଜୋନ୍ ମୁଖ୍ୟ ବ୍ରହ୍ମା କୁମାରୀ ନୀଲମ ଦିଦି ଓ ଅନ୍ୟ ଭାଇ ଭଉଣୀ ମାନେ ଏହି!-->…
Read More...
Read More...
ଘୁ. ଉଦୟଗିରି ନଗର ବିଜେପି ପକ୍ଷରୁ ଅନ୍ତେବାସୀମାନଙ୍କ ସହ ରକ୍ଷା ବନ୍ଧନ ପାଳିତ
ଘୁ.ଉଦୟଗିରି : ଭାରତୀୟ ଜନତା ପାର୍ଟିର ନଗର ଶାଖା ପକ୍ଷରୁ ଆଜିର ପବିତ୍ର ରକ୍ଷାବନ୍ଧନ ଦିବସ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଉପକାରାଗାରରେ ଥିବା ସମସ୍ତ ଅନ୍ତେବାସୀମାନଙ୍କୁ ବିଜେପି ଦଳର ଯୁବତୀ ଓ ମହିଳା କର୍ମୀ ରାକ୍ଷୀ ବାନ୍ଧି ଉତ୍ସବ ପାଳନ କରିଛନ୍ତି । ଆଜିର ଦିନଟି!-->…
Read More...
Read More...
ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ଫେସନ ସୋରେ “ସୁବର୍ଣ୍ଣାଶ୍ରୀ’ର ଅଂଶ…
ସୁବର୍ଣ୍ଣପୁର: ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଏକାମ୍ର ହାଟ ରେ ଅଷ୍ଟମ ରାଜ୍ୟ ରାଷ୍ଟ୍ରୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ବୟନିକା ଦ୍ୱାରା ତା ୧୦/୦୮/୨୨ ରେ ଆୟୋଜିତ ଫେସନ ସୋ ରେ "ସୁବର୍ଣ୍ଣା ଶ୍ରୀ'ର ପ୍ରଡ୍ୟୁସର କମ୍ପାନୀ ଅଂଶ ଗ୍ରହଣ କରିଥିଲେ ।!-->…
Read More...
Read More...
ଜମି ବିବାଦକୁ କେନ୍ଦ୍ର କରି ଭାଇକୁ ମାରିଲା ଭାଇ
ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ଲୁଣିବାହାଲ ଛକ ଠାରେ ଜମିବାଡ଼ି କୁ କେନ୍ଦ୍ର କରି ଭାଇକୁ ଜଣେ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ଗୁରୁବାର ଦିନ ସାଢେ ୧୧ ଟା ସମୟରେ ଯୁବରାଜପୁର ଗ୍ରାମର ଝରିଆ ବାରିକ ଲୁଣିବାହଲକୁ!-->…
Read More...
Read More...