Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ
ପାଟଣାଗଡ଼ : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗୀର ପାଟଣାଗଡ଼ ଶାଖା ପକ୍ଷରୁ ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ବିଶ୍ୱ ଆଦିବାସୀ ଦିବସ ତଥା କ୍ରାନ୍ତି ଦିବସ ପାଳନ ହୋଇଯାଇଛି । ପ୍ରଥମେ ସମ୍ବିଧାନ ପ୍ରଣେତା ଡ଼ ବାବା ସାହେବ ଆମ୍ବେଦକର, ଅନ୍ୟତମ ସମ୍ବିଧାନ ପ୍ରଣେତା ଜୟପାଳ ସିଂ ମୁଣ୍ଡା,!-->…
Read More...
Read More...
ଜହ୍ନାପଙ୍କରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଶ୍ରଦ୍ଧୟାକୋଚିଂ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଜହ୍ନାପଙ୍କରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାରୁତି ଯୁବକ ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ର, ରିସୋର୍ସ!-->…
Read More...
Read More...
ପ୍ରଜାପିତା ବ୍ରହ୍ମକୁମାରୀଙ୍କ ପକ୍ଷରୁ ସାମ୍ବାଦିକଙ୍କ ପାଇଁ ରକ୍ଷା ବନ୍ଧନ ପାଳିତ
ସମ୍ବଲପୁର:ବିଶ୍ୱ ପ୍ରସିଦ୍ଧ ସାମାଜିକ ସଂଗଠନ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ସାମ୍ବାଦିକଙ୍କ ପାଇଁ ରକ୍ଷା ବନ୍ଧନ ପାଳନ କରାଯାଇଥିଲା । ଆଜି ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଦାନୀବନ୍ଧ ସ୍ଥିତ ସେମାନଙ୍କ କେନ୍ଦ୍ରଠାରେ ସ୍ଥାନୀୟ ସାମ୍ବାଦିକଙ୍କୁ ଆମନ୍ତ୍ରିତ କରାଯାଇ ରକ୍ଷା!-->…
Read More...
Read More...
୫-ଟିରେ ସାମିଲ ହେଲା ଟାକରା ଉଚ୍ଚ ବିଦ୍ୟାଳୟ
ଦଶପଲ୍ଲା : ବିଳମ୍ବରେ ହେଲେ ମଧ୍ୟ ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମପଂଚାୟତର ଆଦିବାସୀ ମଂଗଳ ବିଭାଗ ଦ୍ୱାରା ପରିଚାଳିତ ବହୁ ପୁରାତନ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଛି । ୫-ଟି ଅନ୍ତର୍ଭୁକ୍ତ ହେବା ଖବରପାଇ ପୁରାତନ ଛାତ୍ରଛାତ୍ରୀ ଓ!-->…
Read More...
Read More...
ଠିପି ବନ୍ଦ ମଦ ଦୋକାନ ଚୋରି ଘଟଣାରେ ଜଣେ ଗିରଫ
ନବରଙ୍ଗପୁର: ନବରଙ୍ଗପୁର ସହର ଗବରିଏଲଗୁଡ଼ା ନିକଟରେ ଥିବା ସରକାରି ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରେ ଗତ ଜୁଲାଇ ୩୦ ତାରିଖ ରାତିରେ ଚୋରି ଘଟଣାରେ ଆଜି ନବରଙ୍ଗପୁର ପୋଲିସ ଜଣକୁ କୋର୍ଟ ଚାଲାଣ କରିଛି । ନବରଙ୍ଗପୁର ପୋଲିସ ସୂଚନା ମୁତାବକ ଗତ ଜୁଲାଇ ମାସ ୩୧ ତାରିଖରେ ଉକ୍ତ ମଦ!-->…
Read More...
Read More...
ଲକ୍ଷ୍ମୀ ଡୁଙ୍ଗୁରୀରୁ ପଥର ଅତଡା ଖସିଲା, ଯାତାୟତ ପ୍ରଭାବିତ
ସମ୍ବଲପୁର: ଗତକାଲି ଠାରୁ ଲଗାଣ ବର୍ଷା ଫଳରେ ଏଠାକାର ଜନଜୀବନ ସହ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି । ନଗର ଉପକଣ୍ଠ ସ୍ଥିତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ଼ ଉପରୁ ପଥର ଅତଡା ଖସି ସଂଲଗ୍ନ ଜାତୀୟ ରାଜପଥ ୫୫ ଉପରେ ପଡ଼ିଥିବାରୁ ସେହି ବାଟରେ ଯାତାୟତ ପ୍ରଭାବିତ ହୋଇଛି । ପଥର ଖସିବା ଘଟଣା ପରଠାରୁ!-->…
Read More...
Read More...
ଆଲୋକୀକରଣ ହେଲା ଅଠରନଳା, ସ୍ଥାନ ପାଇଛି ତ୍ରିରଙ୍ଗା ପତାକା
ପୁରୀ : ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପୁରୀର ଐତିହ୍ୟ ସମ୍ପନ୍ନ ଅଠରନଳାକୁ ଆଲୋକୀକରଣ କରାଯାଇଛି । ଏହି ଆଲୋକୀକରଣରେ ତ୍ରିରଙ୍ଗା ପତାକା ସ୍ଥାନିତ ହୋଇଛି । ଅତ୍ୟାଧୁନିକ ଲାଇଟିଙ୍ଗ ମାଧ୍ୟମରେ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଛି । ଏହାସହ!-->…
Read More...
Read More...
କାରକୁ ପୋଡିଦେଲେ ଦୁର୍ବୃତ୍ତ
ପୁରୀ : ସଦରଥାନା ଅନ୍ତର୍ଗତ ମୁକୁନ୍ଦମିଶ୍ର ନଗରରେ ଏକ କାରକୁ ଦୁର୍ବୃତ୍ତ ମାନେ ପୋଡିଦେଇଛନ୍ତି । ସୂଚନା ମୁତାବକ ରାତି ୨ଟା ୩୦ ସମୟରେ ଖଣ୍ଡିଆବନ୍ଦର ୨ ଜଣ ଦୁର୍ବୃତ୍ତ ଆସି ସୁଶୀଲ ଖୁଣ୍ଟିଆଙ୍କ ଘର ଆଗରେ ଥିବା କାରଟିକୁ ନିଆଁ ଲଗାଇ ଫେରାର ହୋଇଯାଇଥିଲେ । ଯାହା କି ଘଟଣା ସମ୍ପୂର୍ଣ୍ଣ!-->…
Read More...
Read More...
ଆନ୍ତଃ ଜିଲ୍ଲା କିନ୍ନର ସମାଜ ସମ୍ମିଳନୀ ଅନୁଷ୍ଠିତ
ନବରଙ୍ଗପୁର : ଜିଲ୍ଲା ସଦର ମହକୁମାର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆନ୍ତଃ ଜିଲ୍ଲା କିନ୍ନର ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଶତାଧିକ କିନ୍ନର ଯୋଗ ଦେଇଥିଲେ । ନବରଙ୍ଗପୁର ଜିଲ୍ଲା କିନ୍ନର ସଙ୍ଘର ସଭାପତି କାଜଲ କିନ୍ନର!-->…
Read More...
Read More...
କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ପ୍ରଦର୍ଶନୀ ର ଆୟୋଜନ ହୋଇଥିଲା ଏହି ପ୍ରଦର୍ଶନୀରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ପ୍ରଧାନ ଅଧ୍ୟାପକ ଯୁବରାଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।!-->…
Read More...
Read More...