Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶାଳଗଛ ପଡ଼ି ଦଶପଲ୍ଲା-ଭଞ୍ଜନଗର ରାଜପଥ ଅବରୋଧ
ଦଶପଲ୍ଲା : ୪ ଦିନଧରି ଅଚାନକ ବର୍ଷାଯୋଗୁଁ ଦଶପଲ୍ଲା ଅଂଚଳର ଅନେକ ସ୍ଥାନରେ ବହୁ କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି । କେଉଁଠି ମୁଖ୍ୟ ରାସ୍ତାରେ ଘାଇ ସୃଷ୍ଟି ହେଲାଣି ତ ପୁଣି କେଉଁଠି ଫସଲ କ୍ଷତି ଘଟିଲାଣି । ଏଭଳି ସ୍ଥିତିରେ ଗତକାଲି ଅପରାହ୍ନରେ ଦଶପଲ୍ଲା -ଭଞ୍ଜନଗର ରାସ୍ତାର!-->…
Read More...
Read More...
ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକଙ୍କ ଶ୍ରଦ୍ଧାଞ୍ଜଳି ସଭା
ଚଣ୍ଡିଖୋଲ : ବଡ଼ଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡ଼ା ପଞ୍ଚାୟତ ସୁଙ୍ଗୁଡ଼ା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ପଦ୍ମଚରଣ ନାୟକ ନିକ ସାରଙ୍କ ଜନ୍ମସ୍ଥାନ ସୁଙ୍ଗୁଡ଼ା ଠାରେ ଏକଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅଭିମନ୍ୟୁ ଧଳ ସମରେନ୍ଦ୍ର!-->…
Read More...
Read More...
ଏକକ ବିଦ୍ୟାଳୟ ଶୌର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ
ନବରଙ୍ଗପୁର:- ସ୍ଥାନୀୟ ଆଁଉଳୀସ୍ଥିତ ଗୋଶାଳା ପରିସର ମଧ୍ୟରେ ଏକକ ଅଭିଯାନର ଉଦଯାପନ ଉତ୍ସବ ସମାପ୍ତ ହୋଇଛି । ଅନ୍ତିମ ସତ୍ରରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଶାସନିକ ପ୍ରମୁଖ ସର୍ବେଶ୍ୱର ତ୍ରିପାଠୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶେଷ ଅଭିଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା!-->…
Read More...
Read More...
ସର୍ବସାଧାରଣ ରାସ୍ତା ଅବରୋଧ ନେଇ ଦାବିପତ୍ର ପ୍ରଦାନ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକର ଚକାପାଦ ତହିସଲ ଅନ୍ତର୍ଗତ କୁସୁମେଣ୍ଡି ଗ୍ରାମର ପର କୁସୁମେଶି ମୌଯାସ୍ଥିତ କୁସୁମେଢି ଛକ ଠାରୁ କାମନା ଘର ଦେଇ ଯାଇଥିବା ସର୍ବସାଧାରଣ ରାସ୍ତା ଅବରୋଧ ହୋଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଗ୍ରାମବାସୀ!-->…
Read More...
Read More...
ଫୁଲବାଣୀ ଆଇଟିଡିଏ ପକ୍ଷରୁ କଡକ ନାଥ କୁକୁଡ଼ା ବଣ୍ଟନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା ଫୁଲବାଣୀ ପକ୍ଷରୁ ମିଶନ ଜୀବିକା ମାଧ୍ୟମରେ ଫିରିଙ୍ଗିଆ ବ୍ଲକ ବେଡାକେତା ଗ୍ରାମରେ ବିଶ୍ୱ ଆଦିବାସୀ ଦିବସରେ ପଇଁଚାଳିଶ ଜଣ ଆଦିବାସୀଙ୍କୁ କଡକ ନାଥ କୁକୁଡ଼ା ପ୍ରଦାନ କରାଯାଇଥିଲା । ମିଶନ ଜୀବିକା ପକ୍ଷରୁ ଏହି ସ୍ୱତନ୍ତ୍ର!-->…
Read More...
Read More...
ଖପ୍ରାଖୋଲରେ ବ୍ଲକ୍ ସ୍ତରୀୟ କୃଷି ଓ ଜଳସେଚନ ସମ୍ପର୍କିତ ସମନ୍ୱୟ ବୈଠକ
ଖପ୍ରାଖୋଲ : ସ୍ଥାନୀୟ ତହସିଲ କାର୍ଯ୍ୟଳୟଠାରେ କୃଷି ଓ ଜଳସେଚନ ସମ୍ପର୍କିତ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର, ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, କ୍ଷୁଦ୍ର!-->…
Read More...
Read More...
ତେଲେନପାଲିରେ ବିଶ୍ୱ ଆଦିବାସୀ ଦିବସ ପାଳିତ
ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ତେଲେନପାଲି ଠାରେ ବିଶ୍ୱ ଆଦିବାସୀ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଆଦିବାସୀ କର୍ମଚାରୀ ସଂଘ ସଭାପତି ନିହାର ରଞ୍ଜନ ଭୋଇଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ବନବିଭାଗ ରେଞ୍ଜ ଅଧିକାରୀ ଗିରିଧାରୀ ନାଗ, ମୁଖ୍ୟ ବକ୍ତା!-->…
Read More...
Read More...
ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ବୈଠକ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆଠାରେ ବେସରକାରୀ ଅଣ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ୧-୬-୨୦୦୮ରୁ ୩୦-୧୧-୨୦୧୩ ର ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ୧-୬-୨୦୦୮ ମସିହା ଠାରୁ ଅଦ୍ୟାବଧି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ପରିଚାଳନା!-->…
Read More...
Read More...
ଭିନ୍ନ ଭିନ୍ନ ଆନ୍ତଃରାଜ୍ୟ ସଶସ୍ତ୍ର ଡକାୟତି ଘଟଣାରେ ୨୮ ଗିରଫ
ସମ୍ବଲପୁର: ଓଡ଼ିଶାରୁ ବଙ୍ଗାଳ ପର୍ଯ୍ୟନ୍ତ ପ୍ରସାରିତ ଅନେକ ଡକାୟତି ଓ ସାର୍ବଜନିକ ସମ୍ପତ୍ତି ଲୁଟ ଘଟଣା ସହିତ ଜଡ଼ିତ ୨୮ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଏକ ଦେଶୀ ପିସ୍ତଲ, ୩ଟି ଟ୍ରକ ଓ ଗୋଟିଏ ବୋଲେରୋ ଗାଡ଼ି ଜବତ କରାଯାଇଛି । ଏବିଷୟରେ ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା!-->…
Read More...
Read More...
ବର୍ଷାରେ ବେହାଲ୍ ବାଲିଗୁଡ଼ା ଅଞ୍ଚଳ, ସିନ୍ଧିଗୁଡ଼ା ଛକରୁ ସୁବର୍ଣ୍ଣଗିରିକୁ ଯୋଗାଯୋଗ ବିଚ୍ଛିନ୍ନ
ବାଲିଗୁଡ଼ା: ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ଲଗାଣ ବର୍ଷାରେ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ସିନ୍ଧିଗୁଡ଼ା ଛକରୁ ସୁବର୍ଣ୍ଣଗିରିକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ବିପଦ ସଂକୁଳ ଅବସ୍ଥାରେ ଲୋକେ କରୁଛନ୍ତି ଯାତାୟତ । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାଇ!-->…
Read More...
Read More...