Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଝିଙ୍କେରପାଲି ଐତିହ୍ୟ ପୀଠରେ ପାଳିତ ହେବ ସ୍ୱାଧୀନତାର ଅମୃତ ମହୋତ୍ସବ, ୧୨ରୁ ଉଡିବ ତ୍ରିରଙ୍ଗା
କଣ୍ଟାମାଳ: ସ୍ୱାଧୀନତାର ୭୫ ବର୍ଷ ଅବସରରେ ପାଳିତ ହେଉଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ଆସନ୍ତା ୧୨ ତାରିଖରୁ ହର ଘର ତ୍ରିରଙ୍ଗାକୁ ନେଇ ଏକ ପ୍ରସ୍ତୁତି ବୈଠକ କଣ୍ଟାମାଳବ୍ଳକ ଝିଙ୍କେରପାଲିସ୍ଥିତ ଐତିହ୍ୟ ପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ସଦାଶିବ ପାଢୀଙ୍କ ସଭାପତିତ୍ୱରେ!-->…
Read More...
Read More...
ବିଜୁ ଜନତା ଦଳ ପକ୍ଷରୁ ବୃକ୍ଷରୋପଣ
କଣ୍ଟାବାଞ୍ଜି : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁରିବାହାଲ ବ୍ଲକ ମାଲିସିରା ପଂଚାୟତ ରଙ୍ଗଚୁଆ ଖରାଳି ଗ୍ରାମଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛଇଛି । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀ ପାହାଡ଼ ବାବା ସ୍ୱାମୀ ମୁରଲୀଧରାନନ୍ଦ ଯୋଗ ଦେଇଥିଲେ । ବାବାଙ୍କ!-->…
Read More...
Read More...
ଯୁବ ବିଜେଡି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରାଦୀପ : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପି ପ୍ରତି ମୁନିସିପାଲିଟି ଓ ପ୍ରତି ପଂଚାୟତ ସ୍ତରରେ ବୃକ୍ଷରୋପଣ କାଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ପାରାଦ୍ୱୀପ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଜି ବିଧାୟକ ସମ୍ବିତ!-->…
Read More...
Read More...
ସାପ କାମୁଡାରେ ଜଣେ ୧୩ ବର୍ଷର ବାଳକ ମୃତ୍ୟୁ
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧିନରେ ଥିବା କରଡ଼ା ପଞ୍ଚାୟତର ବରପାଲି(କାନାଡି)ଗ୍ରାମର ଦିବାକର ନାୟକଙ୍କ ପୁଅ କାହ୍ନା ନାୟକ( ୧୩)ଙ୍କର ଚିତି ସାପ କାମୁଡାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ୭ ତାରିଖରେ ରାତି ପ୍ରାୟ ୨ଘଣ୍ଟିକା ସମୟରେ ଘରେ ଶୋଇଥିବା!-->…
Read More...
Read More...
ଦଶପଲ୍ଲା ପଶ୍ଚିମାଞ୍ଚଳରେ ନେତା ମାଳ ମାଳ, ବିକାଶ ଦୁର୍ବଳ
ଦଶପଲ୍ଲା : ଦଶପଲ୍ଲା ରାଜନୀତିର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡି ହାଟରେ ଗିଡିଗିଡାଉଥିଲାବେଳେ ଗୋଷ୍ଠୀ କନ୍ଦଳରେ ଲିପ୍ତରହି ବିକାଶ କଥାକୁ ପାଶୋରି ଦେଇଛନ୍ତି କଥା କଥିତ ନେତାମାନେ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ କୁଜାମେଣ୍ଢି, ବାଣୀଗୋଛା, କୁଲୁରୁକୁମ୍ପା,!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ବୈଠକ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ସଭାଗୃହ ଠାରେ ସଭାପତି ଡ. ଜ୍ୟୋତିରଞ୍ଜନ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ସଂଘ ର ବରିଷ୍ଠ ସଭ୍ୟ ବିପିନ!-->…
Read More...
Read More...
ଚନ୍ଦ୍ରଭାଗା ବେଳାଭୂମିରୁ ସନ୍ଦେହଜନକ ଭାବେ ଯୁବକଙ୍କ ମୃତଦେହ ଉଦ୍ଧାର
ପୁରୀ : କୋଣାର୍କ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଠାରୁ ମାତ୍ର ୧୦୦ ମିଟର ଦୂର ବେଳାଭୂମିରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଭାଗା ସାମୁଦ୍ରିକ ଥାନା କର୍ମଚାରୀ ସମୁଦ୍ର କୂଳରେ ତଦାରଖ ସମୟରେ ସମୁଦ୍ରରେ ଜଣେ ଯୁବକ ଭାସୁଥିବା ଦେଖିବାକୁ ପାଇଥିଲେ ।!-->…
Read More...
Read More...
ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ, ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ
ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ଗଭୀର ସମୁଦ୍ରରେ ଭାସି ମୃତ୍ୟୁ ବରଣ କଲେ ପର୍ଯ୍ୟଟକ । ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ସମୁଦ୍ର କୂଳ ସେକ୍ଟର ୧ନଂ ରେ ମିନାକ୍ଷୀ ତାଙ୍କର ସାଙ୍ଗଙ୍କ ସହ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ର!-->…
Read More...
Read More...
ଭାରସାମ୍ୟ ହରେଇ କାର ଦୁର୍ଘଟଣାଗ୍ରସ୍ତ, ୩ ଆହତ
ଘୁ ଉଦୟଗିରି: କଳିଙ୍ଗା ଡିଏଭି ନିକଟରେ ଭାରସାମ୍ୟ ହରେଇ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ବାଲିଗୁଡାଠାରୁ ବ୍ରହ୍ମପୁର ଏକ କାର ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । କାର ମଧ୍ୟରେ ଜଣେ ନାବାଳକ ସମେତ ଦୁଇ ମହିଳା ଯାତ୍ରା କରୁଥିବା ସୂଚନା ମିଳିଛି ।!-->…
Read More...
Read More...
ବିଷାକ୍ତ ସାପ କାମୁଡାରେ ନାବାଳିକାର ମୃତ୍ୟୁ
ଦଶପଲ୍ଲା : ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଲଗାଣ ବର୍ଷାରେ ଉବୁଟୁବୁ ସାରା ଦଶପଲ୍ଲା । ଏହି ଲଗାଣ ବର୍ଷା ଯୋଗୁଁ ସରୀସୃପ ଏବଂ ଜୀବଜନ୍ତୁ ମାନେ ଜନବସତି ମୁହାଁ ହେଉଥିବାବେଳେ ଦଶପଲ୍ଲା ଅଂଚଳରେ ଦିନକୁଦିନ ବଢିଚାଲିଛି ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା । ଗତକାଲି ରାତ୍ରରେ ଦଶପଲ୍ଲା!-->…
Read More...
Read More...