Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନବରଙ୍ଗପୁରରେ କ୍ରାନ୍ତି ଦିବସ ପାଳନ
ନବରଙ୍ଗପୁର: ନବରଙ୍ଗପୁର ଆରସିଡି ଉଚ୍ଚ ବିଦ୍ୟାଳୟ ପରିସରରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ବିକାଶ ପରିଷଦ, ନେହେରୁ ଯୁବ କେନ୍ଦ୍ର, ପ୍ରୋଜେକ୍ଟ ପଏଣ୍ଟ ଆନୁକୂଲ୍ୟରେ ଏହି ଦିବସ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରିୟା ନାୟକ,!-->…
Read More...
Read More...
ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକର ଗରଡମା ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ୨୧୩ ଗୋଟି ଅଭିଯୋଗ ଆସିଥିଲା ବେଳେ ୨୧ ଗୋଟି ଅଭିଯୋଗର ତୁରନ୍ତ ପଦକ୍ଷେପ ନିଆଯାଇ ସମାଧାନ କରାଯାଇଥିଲା ।!-->…
Read More...
Read More...
ନବରଙ୍ଗପୁର “ଓଡିଶା ଏ ୧ ନିୟୁଜ’ ଅଫିସରୁ ଚୋରି
ନବରଙ୍ଗପୁର : ନବରଙ୍ଗପୁର ମାଝୀଗୁଡା ସ୍ଥିତ ଏସପି ଅଫିସ ପଛପଟେ "ଓଡିଶା ଏ ୧ ନିୟୁଜ' ଚ୍ୟାନେଲ କାର୍ଯ୍ୟାଳୟରେ ଗତ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି । ରାତିରେ ଚୋର ମାନେ"ଓଡିଶା ଏ ୧ ନିୟୁଜ' ଚ୍ୟାନେଲ ଅଫିସର ଝରକା ଭାଙ୍ଗି ଅଫିସ ଭିତରେ ପଶି କ୍ୟାମେରା, ମୋବାଇଲ, ମାଇକ, ଟଙ୍କା ଏବଂ!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଆଜି ସକାଳେ ‘ଡେଜି’ ନାମକ ଏହି ଯାତ୍ରୀବାହୀ ବସ୍ଟି ଅନୁଗୋଳ ଜିଲ୍ଲାର କିଶୋରନଗରରୁ ସୁନ୍ଦରଗଡ଼ ଯାଉଥିଲା। ବସ୍ରେ ୩୫ ଜଣ ଯାତ୍ରୀ!-->!-->!-->…
Read More...
Read More...
ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସରେ ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ସମ୍ବଲପୁର: ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ପରି ଆଜିର ଏହି ଐତିହାସିକ ଦିନରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ଏହି ମାଟିର ବଳିଦାନୀ ପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଅଶ୍ୱାରୋହୀ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ସହିତ ମାଲ୍ୟାର୍ପଣ କରାଯାଇଛି । ସେହିପରି ସ୍ଥାନୀୟ କଚେରୀ ଛକ ଠାରେ!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ୭୭୨ଟି ଅଭିଯୋଗର ଶୁଣାଣି
ସମ୍ବଲପୁର:ସମଗ୍ର ସମ୍ବଲପୁର ଜିଲ୍ଳାରେ ମୋଟ ୭୭୨ଟି ଅଭିଯୋଗର ଶୁଣାଣି ହୋଇଛି ।ଏଥିମଧ୍ୟରୁ ବ୍ୟକ୍ତିଗତ ଶୁଣାଣି ୬୮୭ଟି ଓ ୯୪ଟି ସାମୂହିକ ଶୁଣାଣି ରହିଛି । ଗତକାଲି ବ୍ୟକ୍ତିଗତ ଶୁଣାଣି ମଧ୍ୟରୁ ୧୦୧ଟି ଅଭିଯୋଗର ତୁରନ୍ତ ଫଇସଲା ହେଇଥିଲା । ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ପୁଲିସ ଅଧିକ୍ଷକ ବି.!-->…
Read More...
Read More...
ଛୁରାମାଡ଼ରେ ଯୁବକ ଗୁରୁତର
ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧ ସାହିରେ ଯୁବକକୁ ଛୁରା ମାଡ଼ । ଛୁରା ମାଡ଼ରେ ଅନିରୁଦ୍ଧ ନାୟକ ନାମକ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ!-->…
Read More...
Read More...
ଗଜପତି ଜିଲ୍ଲାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ
ପାରଳାଖେମୁଣ୍ଡି : ଜିଲ୍ଲା ମିଶନ ଶକ୍ତି ଆନୁକୂଲ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଜୀବିକା ବିକାଶ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ମିଶନ ଶକ୍ତି ମହିଳା!-->…
Read More...
Read More...
୯୫୦ ଲିଟର ମଦ ଜବତ, ୪ ଗିରଫ
ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଦମେଇପାଲି ଗାଁରେ ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚାଲିଥିବା ଜାଣି ସୋମବାର ଅବକାରୀ ବିଭାଗ ଥାନା ଅଧିକାରୀ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ବ୍ୟାପକ ଦେଶୀ ମଦ ସହିତ ବିଦେଶୀ ମଦ ଓ!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି!-->…
Read More...
Read More...