Browsing Category

ରାଜ୍ୟ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୯ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ଜିତେନ୍ଦ୍ର
Read More...

“ହୀରାଞ୍ଚଳ’ର ପ୍ରଭାବ : ରାସ୍ତାକଡରୁ ଶୁଖିଲା ଗଛକାଟି ସଫାକଲେ ବିଭାଗୀୟ କର୍ତ୍ତୃପକ୍ଷ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକର ମୁଖ୍ୟ ସଡ଼କ ନିକଟରେ ରହିଥିବା ଶୁଖିଲା ଗଛ ଗୁଡ଼ିକ ଚିହ୍ନଟ କରି କାଟିବା ଆରମ୍ଭ ହୋଇଛି । ଗତ ୨୪ ତାରିଖରେ ରାସ୍ତା କଡ଼ ଶୁଖିଲା ଗଛ ଦ୍ୱାରା ହେଉଥିବା ସମସ୍ୟା ବିଷୟରେ ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭରେ ଖବର ପ୍ରସାରିତ ହୋଇଥିଲା ।
Read More...

ଅଗ୍ନିପଥ ଯୋଜନା ସେନାବାହିନୀରେ ନିଯୁକ୍ତି ପାଇଁ କଳାହାଣ୍ଡି ଯୁବକଙ୍କ ନିମନ୍ତେ ଏକ ସୁବର୍ଣ୍ଣ ସୁଯୋଗ

ଭବାନୀପାଟଣା: ସେନା ନିଯୁକ୍ତି କାର୍ଯ୍ୟାଳୟ,ଗୋପାଳପୁରଙ୍କ ପତ୍ର ପ୍ରାପ୍ତି ସୂଚନା ମତେ ଦକ୍ଷିଣ ଓଡିଶାର ୧୦ ଟି ଜିଲ୍ଲାର ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଅଗ୍ନିପଥ ଯୋଜନା ଅନ୍ତର୍ଗତ ସେନାରେ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି । କଳାହାଣ୍ଡି ଜିଲ୍ଲାର ଆଶାୟୀ ଉପଯୁକ୍ତ ଯୁବକମାନେ
Read More...

ଛାତ୍ର ଆନ୍ଦୋଳନ ପରେ ଘୁଞ୍ଚିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା

ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ନେଇ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ବିଦ୍ୟାର୍ଥୀ ମାନଙ୍କ କହିବା ଅନୁଯାୟୀ ତୃତୀୟ ସେମିଷ୍ଟର ପରୀକ୍ଷା ଗତ ମେ ମାସରେ ହୋଇଥିଲା ଏବଂ ପୂର୍ବ ସୂଚନା ଅନୁଯାୟୀ ଚତୁର୍ଥ ସେମିଷ୍ଟର ପରୀକ୍ଷା
Read More...

ଛାତ୍ରବତ୍ସଳ ପୂର୍ବତନ ଶିକ୍ଷକ ନଟବର ସାହୁଙ୍କ ପରଲୋକ

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଏଜେଓ ହାଇସ୍କୁଲର ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ନଟବର ସାହୁଙ୍କ ନିଜ ବାସଭବନରେ ପରଲୋକ ହେଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୮୫ ବର୍ଷ ହୋଇଥିଲା । ଶିକ୍ଷକ ନଟବର ସାହୁଙ୍କ ମୃତ୍ୟୁରେ ଜିଲ୍ଲା ପ୍ରେସ କ୍ଳବ ସଭାପତି ତଥା
Read More...

ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପିଅନ ଭରସା, ବିଭାଗୀୟ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଦଶପଲ୍ଲା : ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଦଶବର୍ଷ ହେଲା ନାହାନ୍ତି ପ୍ରାଣୀ ଚିକିତ୍ସିକ । ଫଳରେ ପ୍ରାଣୀ ଚିକିତ୍ସା କେନ୍ଦ୍ରଟି ଜଣେ ପିଅନଙ୍କ ଭରସାରେ ଚାଲିଛି । ବାରମ୍ବାର ଅଭଯୋଗ କରି ବିଫଳ ହେବା ପରେ ଉତ୍ତ୍ୟକ୍ତ ଲୋକମାନେ ବିଭାଗୀୟ ଅଧିକାରୀଙ୍କୁ ଘେରାଉ କରିଛନ୍ତି । ନୟାଗଡ଼ ଜିଲ୍ଲା
Read More...

ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି, ଶ୍ରୀଲୋକନାଥଙ୍କ ପୀଠରେ ବୋଲବମ ଭକ୍ତଙ୍କ ଭିଡ

ପୁରୀ : ଶେଷ ହେଲା କାଉଡିଆଙ୍କ ଶ୍ରାବଣ ମାସର ଜଳାଲାଗି । ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଅବସରରେ ଓଡିଶାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ବୋଲବମ ଭକ୍ତ ଜଳଲାଗି କରିଛନ୍ତି । ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ
Read More...

ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ସକାଳ ୯ଟା ୪୫ ମିନିଟ୍ ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ଭିତରେ ସେ ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିଥିଲେ।
Read More...

ଖପ୍ରାଖୋଲ ପୋଲିସକୁ ବଡ଼ ସଫଳତା, ଲୁଟ୍‌ ଘଟଣାରେ ନାବାଳକ ସମେତ ୫ ଗିରଫ

ଖପ୍ରାଖୋଲ : ବଲାଙ୍ଗିର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଏଭି ସ୍କୁଲ ନିକଟ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ଖପ୍ରାଖୋଲ ପୋଲିସ । ଏନେଇ ଥାନା ପରିସରରେ ପାଟଣାଗଡ଼ ଏସ.ଡ଼ି.ପି.ଓ ଜ୍ୟୋତିର୍ମୟ ଭୁକ୍ତା ଓ ଖପ୍ରାଖୋଲ ଥାନା ଅଧିକାରୀ ରାମାକାନ୍ତ ସାହୁ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି ।
Read More...

ବରିଷ୍ଠ ନାଗରିକଙ୍କ ତୀର୍ଥ ସ୍ଥାନ ଭ୍ରମଣ

ଗଞ୍ଜାମ/ବ୍ରହ୍ନପୁର: ବ୍ରହ୍ମପୁରସ୍ଥ ଲାଂଜିପଲ୍ଲୀ ବରିଷ୍ଠ ନାଗରିକ ମଂଚ ତରଫରୁ ମଂଚର ପ୍ରତିଷ୍ଠାତା ସଭ୍ୟ ଶ୍ରୀ କେ କ୍ରିଷ୍ଣା ରାଓଙ୍କ ତତ୍ତ୍ୱାବଧାନରେ ସର୍ବଶ୍ରୀ ସୂର୍ଯ୍ୟ ନାରାୟଣ ମହାନ୍ତି, ବିଭୂତି ଭୂଷଣ ବେହେରା, ସୁଜନ ଶୁକ୍ଳ, ଶାନ୍ତନୁ କୁମାର ମିଶ୍ର, ପ୍ରଫୁଲ କୁମାର ପାତ୍ର,
Read More...