Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ
ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ନଟରାଜ କଳା ମନ୍ଦିର ଫୁଲବାଣୀର ମିଳିତ ଆନୁକୂଲ୍ୟରେ ଜାତୀୟ ହସ୍ତତନ୍ତ ଦିବସ କାର୍ଯ୍ୟକ୍ରମ ଅନୁଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି!-->…
Read More...
Read More...
ଧର୍ମ ସଶକ୍ତିକରଣ ବଳରେ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ
ସମ୍ବଲପୁର:ରାଧା ଶ୍ରୀନିବାସ ଟ୍ରଷ୍ଟ ଆନୁକୂଲ୍ୟରେ "ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ" ବିଷୟରେ ଶ୍ରୀନିବାସ ସ୍ମୃତି ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର ଅଭିଭାଷଣରେ ସ୍ୱର୍ଗତ ଶ୍ରୀନିବାସ ଅଗ୍ରୱାଲଙ୍କ ପ୍ରତି ସ୍ମୃତି!-->…
Read More...
Read More...
ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପବିତ୍ର ଝୁଲଣ ଯାତ୍ରା
ପୁରୀ : ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର ଝୁଲଣ ଯାତ୍ରା । ୭ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଶ୍ରୀମନ୍ଦିର ସହ ପୁରୀର ମଠବାଡି ଗୁଡିକ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ବିଶେଷ କରି ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକରେ ଶହ ଶହ ବର୍ଷ ଧରି ଏହି ଝୁଲଣ ଉତ୍ସବ ବେଶ୍!-->…
Read More...
Read More...
ନିତି ଅୟୋଗ ବୈଠକ :
ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା
ଦେବାକୁ ଦାବି କଲେ ନବୀନ
ନୂଆଦିଲ୍ଲୀ: ଆଜି ଏଠାରେ ଅନୁଷ୍ଠିତ ହୋିଯାଇଛି ନିତି ଆୟୋଗ ବୈଠକ । ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏଥିରେ ଯୋଗଦେଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ, ଜଣେ ଗୁରୁତର
ଘୁ. ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ତଲାରୀମାହା ପଞ୍ଚାୟତର ଭଞ୍ଜପଦର ଠାରେ ଜାତୀୟ ରାଜପଥରେ ଆଜି ଏକ ଧଳା ରଙ୍ଗର ମାରୁତି ଅଲଟୋ ୮୦୦ କାର (ଙଊ ୧୨ ଈ ୨୯୦୩) ବିଶିଷ୍ଟ ଫୁଲବାଣୀରୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିବା ବେଳେ ଏକ ଆମ୍ବ ଗଛରେ ପିଟି ହୋଇଯିବା ଫଳରେ କାରରେ ବସିଥିବା ଜଣେ ଶିକ୍ଷକ!-->…
Read More...
Read More...
ରାଜ୍ୟ ଏକ୍ସକ୍ୟାଡ଼ର ମହାସଂଘର ଜରୁରୀ ବୈଠକ
ଭୁବନେଶ୍ୱର:-ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର )ମହାସଂଘର ଏକ ଜରୁରୀ ବୈଠକ ଭୁବନେଶ୍ୱର ସ୍ଥିତ ଏକାମ୍ବ୍ର ହୋଟେଲରେ ରାଜ୍ୟ ସଭାପତି ଶରତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲାର ସଭାପତି, ସଂପାଦକ ଯୋଗଦେଇଥିଲେ । ରାଜ୍ୟ ମହାସଂଘର ମହାସଚିବ!-->…
Read More...
Read More...
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ୧୦ମ ଜିଲ୍ଲା ସମ୍ମିଳନୀ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ୧୦ମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ସିପିଆଇର ସମ୍ପାଦକ ଜେନା ସୁବାଷ ଚନ୍ଦ୍ର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ!-->…
Read More...
Read More...
ସ୍ୱର୍ଗଦ୍ୱାର ସେବା ସମିତି-ଓରମାସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ, ଶ୍ରାଦ୍ଧ ଓ ପୂଜା ସାମଗ୍ରୀ ବିକ୍ରୟ କେନ୍ଦ୍ରର…
ପୁରୀ: ସ୍ୱର୍ଗଦ୍ୱାର ପରିସର ମଧ୍ୟରେ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ର ପରିଚାଳନା ଦାୟିତ୍ୱ ନେବାକୁ ଯାଉଛି ଓରମାସ । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ସଂକ୍ରାନ୍ତରେ ଏକ ବୁଝାମଣାପତ୍ର ଶନିବାର ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପୁରୀ ଠାରେ ସ୍ୱର୍ଗଦ୍ୱାର ସେବା!-->…
Read More...
Read More...
ଓଡ଼ିଶା ଆଶାକର୍ମୀ ଆସୋସିଏସନ୍ର ଦଶପଲ୍ଲା ବ୍ଲକ ସ୍ତରୀୟ ସମ୍ମିଳନୀ
ଦଶପଲ୍ଲା: ଆଜି ଦଶପଲ୍ଲା ଇଲେଭେନ ଷ୍ଟାର କ୍ଲବ୍ଠାରେ ଦଶପଲ୍ଲା ଆଶାକର୍ମୀ ସଂଘର ବ୍ଲକ୍ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ଅବ୍ୟବହିତ ପୂର୍ବରୁ ସଂଗଠନର ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ପଣ୍ଡା ପତାକା ଉତ୍ତୋଳନ କରିଥିଲେ । ଏହାପରେ ସମସ୍ତେ ସହିଦ୍ ବେଦିରେ ମାଲ୍ୟାର୍ପଣ!-->…
Read More...
Read More...
ମା’ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଆଜୀବନ ସଦସ୍ୟଙ୍କ ସମ୍ମିଳନୀ
ବୌଦ୍ଧ: ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ । ପୁରୁଣା କଟକ ସ୍ଥିତ ମାଁ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଆଜୀବନ ସଦସ୍ୟମାନଙ୍କ ଏକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି ।ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ୍ଦିର!-->…
Read More...
Read More...