Browsing Category

ରାଜ୍ୟ

ବୌଦ୍ଧରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ମଞ୍ଚାସିନ ଅନ୍ୟତମ ଅତିଥି
Read More...

ବୌଦ୍ଧରେ ପିଟିଇ ମଡ୍ୟୁଲ ମୋବାଇଲ ଆପ ଟ୍ରେନିଂ ଅନୁଷ୍ଠିତ

ବୌଦ୍ଧ : ବୌଦ୍ଧ ସହର ସ୍ଥିତ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ଜ଼ିଲ୍ଲାର ନମୁନା ପଞ୍ଜିକରଣ ବ୍ୟବସ୍ଥା ପି.ଟି.ଇ. ମଡ୍ୟୁଲ ମୋବାଇଲ ଆପ ଟ୍ରେନିଂ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଲଗାଣ ବର୍ଷାରେ ଧୋଇ ହୋଇଗଲା ଅସ୍ଥାୟୀ ପୋଲ

ରାୟଗଡା : ଝଂଜାବତୀ ନଦୀର ପ୍ରଖର ସ୍ରୋତରେ ଭୁଷୁଡି ଯାଇ ଧୋଇ ହୋଇଗଲା ଅସ୍ଥାୟୀ ପୋଲ । ଫଳରେ ପୋଡାମାରା- କୁମ୍ଭିକୋଟା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଚ୍ଛିନ୍ନାଚଳ ଭାବେ ରହିଛନ୍ତି ପୋଡାମାରୀ ଗ୍ରାମବାସିନ୍ଦା । ଉପର ମୁଣ୍ଡରେ ଗତକାଲି ରାତ୍ର ଠାରୁ ବର୍ଷା ଲାଗି ରହିଥିବାରୁ ଝଂଜାବତୀ ନଦୀର
Read More...

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ଉପକାରାଗାରରେ କଏଦୀ ଓ କର୍ମଚାରୀମାନଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ତଥା କଏଦୀମାନଙ୍କ ସମ୍ବେଦନଶୀଳ ଶିଶୁ ଚି଼ହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୋନପୁର ସବଜେଲ ସୁପରିଣ୍ଟେଡେଣ୍ଟ ଡିଲେଶ୍ୱର ଜେନାଙ୍କ
Read More...

ରନ୍ଧମଦ ଜବତ, ଗିରଫ ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ପାଟଣାଗଡ : ପାଟଣାଗଡ ଅବକାରୀ ବିଭାଗ ଦ୍ୱାରା ବାଗଝରଣ ଗାଁକୁ ଚଢ଼ାଉ କରି ୬ ହଜାର ୨ଶହ କେଜି ମହୁଲ ପୋଚ ନଷ୍ଟ କରିବା ସହ ୨୨୦ଲିଟର ରନ୍ଧା ମଦ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଯୁଗେଶ୍ୱର ବରିହା ଏବଂ ଗଙ୍ଗାଧର ବରିହା ।
Read More...

ବିଦ୍ୟୁତ୍‌ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଦଶପଲ୍ଲା : ଘଣ୍ଟା ଘଣ୍ଟା ଧରି ମନଇଚ୍ଛା ଅଘୋଷିତ ବିଦ୍ୟୁତ କାଟ କରି ନିଘୋଡ ନିଦରେ ଶୋଇଯାଉଛନ୍ତି ବିଦ୍ୟୁତ୍‌ ଅଧିକାରୀ । ଫୋନ୍‌ ଧରୁନାହାନ୍ତି କି ଅଭିଯୋଗ କଲେ କିଛି ବି ଶୁଣୁନାହାନ୍ତି । ଏଭଳି କିଛି ଅଭିଯୋଗ ଆଣିବା ସହ ରାଜପଥ ଉପରେ ବିଦ୍ୟୁତ୍‌ ବିତରଣ ସଂସ୍ଥାର କର୍ମଚାରୀଙ୍କୁ ଅଟକ
Read More...

ବର୍ଷା ଜନିତ ପାଣି ଘେରକୁ ନ ଯିବା ପାଇଁ ଜିଲ୍ଲାପାଳଙ୍କ ସତର୍କ ସୂଚନା

ନବରଙ୍ଗପୁର: ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଲଘୁଚାପ ଜନିତ ବର୍ଷା ପ୍ରଭାବରେ କ୍ଷୟକ୍ଷତିରୁ ରକ୍ଷା ପାଇବା ପାଇଁ ସତର୍କ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଡ଼ଃ. ମିଶ୍ର କହିଛନ୍ତି, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘଚାପଜନିତ ବର୍ଷା ଯୋଗୁଁ ଆସନ୍ତା ଅଗଷ୍ଟ ୧୦ ତାରିଖ
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ : ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୁଳ ନେଇ ଏମ୍‌ଓୟୁ ଓ ସୋସାଇଟି ଗଠନକୁ ଅନୁମତି ମିଳିଛି । ସେବାୟତ ଆବାସ ଯୋଜନା ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ । ପୂର୍ବ ଲ୍ୟାଣ୍ଡ ସବ କମିଟି ବୈଠକର ନିଷ୍ପତିକୁ ମୋହର ମରାଯାଇଛି । ଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୁବଶୀଘ୍ର ଖୋଲା ହେବ । ଆଜି
Read More...

ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢାଇଲା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ

ଚଣ୍ଡିଖୋଲ:ଦୃଷ୍ଟିହୀନ, ଟିଭି ଓ କ୍ୟାନ୍ସର ଭଳି ଦୁରାତ୍ମ ରୋଗରେ ପଡ଼ିଥିବା ରୋଗୀଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଛି ଅଂଶୁମାନ ମେମୋରିଆଲ ଟ୍ରଷ୍ଟ । ବଡ଼ଚଣା ବ୍ଳକର ଶାନ୍ତିପୁର ପଞ୍ଚାୟତ ବେଣାପୁର ଗ୍ରାମର ଭରତ ଚନ୍ଦ୍ର ସ୍ୱାଇଁ କ୍ୟାନ୍ସର ରୋଗରେ ପଡ଼ି ନିଜର ଆର୍ଥିକ ଓ ମାନସିକ ସ୍ଥିତି ହରାଇ
Read More...

ଗୃହରକ୍ଷୀମାନଙ୍କ ଭତ୍ତା ବଢ଼ିଲା

ଭୁବନେଶ୍ବର: ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ
Read More...