Browsing Category

ରାଜ୍ୟ

ଶିଶୁ କନ୍ୟାଙ୍କୁ ମାଡ ମାରିଲେ ଅଙ୍ଗନବାଡି ସହାୟିକା, ଅଭିଯୋଗ ଆଣିଲେ ଅଭିଭାବକ

ପୁରୀ : କାକଟପୁର କୁଞ୍ଜ ଅଙ୍ଗନବାଡି କେନ୍ଦ୍ରରେ କୋମଳମତି ଶିଶୁ କନ୍ୟାକୁ ମାଡ଼ ଅଭିଯୋଗ । ବେତ ବାଡ଼ିରେ ଶିଶୁ କନ୍ୟାକୁ ମାଡ ମରାଯାଇ ଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଙ୍ଗନବାଡି ସହାୟିକା ମାଡ଼ ମାରିଥିବା ଅଭିଯୋଗ । ଆଜି ସହାୟିକା ଜନୈକ ଚାରି ବର୍ଷର ଶିଶୁ କନ୍ୟାକୁ ବାଡ଼ିରେ ମାଡ଼
Read More...

ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଯହଲାଲ ପ୍ରଧାନ, ସହାୟତା ଦାବି

ଘୁ ଉଦୟଗିରି:କନ୍ଧମାଳ ଜିଲ୍ଲା ଅଧିନରେ ଥିବା ଘୁ ଉଦୟଗିରି ବ୍ଲକର ଗ୍ରେଶୀଙ୍ଗିଆ ଗ୍ରାମପଞ୍ଚାୟତର ୧ ନମ୍ୱର୍‌ ୱାର୍ଡ ସୁଗାମାହା ଗ୍ରାମର ଜହଲାଲ ପ୍ରଧାନ ଶଯ୍ୟାଶାୟୀ ଅବସ୍ଥାରେ ରହିଛନ୍ତି । ଏହି ଗ୍ରାମରେ ଆଶା ଦିଦି ନାହାନ୍ତି । ଯଦି ଆଶା ଦିଦିଙ୍କ ଦରକାର ପଡେ ତେବେ ପାହାଡ ଆରପାରି ଚାଲି
Read More...

୫୨ ଲିଟର ଦେଶୀରନ୍ଧା ମଦ ଜବତ, ଦୁଇ ଗିରଫ

ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ଘସିଆନ ଗାଁରେ ପାଟଣାଗଡ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୫୨ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହ ଜଣେ ମହିଳା ଓ ପୁରୁଷକୁ ଗିରଫ କରିଛି । ପାଟଣାଗଡ଼ ଅବକାରୀ କେସ୍‌ ନଂ ୭୫/୭୬ ଦୁଇଟି ପୃଥକ ପୃଥକ ମାମଲା ରୁଜୁ
Read More...

୨୧ କେଜି ଗଞ୍ଜେଇ ଓ ଦେଶୀ ପିସ୍ତଲ ସହ ଜଣେ ମହିଳା ସମେତ ୩ ଗିରଫ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା କୁଞ୍ଜ ଛକ ନିକଟରେ ଗତକାଲି ସୋନପୁର ପୋଲିସ ଛତିଶଗଡ଼କୁ ଗଂଜେଇ ଚୋରା ଚାଲାଣ କରୁଥିବା ଏକ ରାକେଟରେ ଜଣେ ମହିଳାଙ୍କ ସମେତ ତିନି ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏମାନଙ୍କ ପାଖରୁ ବାଇକ ସିଜି୧୩ୟୁ
Read More...

ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦରଦାମ ବୃଦ୍ଧି, ବିଭିନ୍ନ ସାମଗ୍ରୀରେ ଜିଏସଟି ବୃଦ୍ଧି କରାଯାଇଥିବାରୁ ଏହାର ପ୍ରତିବାଦରେ ଜୋରଦାର ବିକ୍ଷୋଭ କରାଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ଯୁବ କଂଗ୍ରେସ
Read More...

ଭାରତୀୟ ବାୟୁସେନାର ପରାମର୍ଶ ଶିବିର

ନବରଙ୍ଗପୁର : ଆଜି ନବରଂଗପୁର ଜିଲ୍ଲାର ଟିର୍ଲି ଆମ୍ବାଗୁଡ଼ାଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଭାରତୀୟ ବାୟୁସେନା ତରଫରୁ ଏକ ପରାମର୍ଶ ଶିବିର ଅନଷ୍ଠିତ ହୋଇଯାଇଛି । ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟ ଓ ଜାତୀୟ ସେବା ଯୋଜନା ର ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମର
Read More...

ତ୍ରୁଟି ସଂଶୋଧନ

ପାଟଣାଗଡ : ପାଟଣାଗଡ ଉପଖଣ୍ଡ ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ପ୍ରସ୍ତୁତି ବୈଠକ ଶୀର୍ଷକ ଦୈନିକ ହୀରାଞ୍ଚଳରେ ଗତ ୪ ତାରିଖ ଦିନ ପ୍ରକାଶିତ ହୋଇଥିଲା । ଏଥିରେ ଭୁଲ ବଶତଃ ପାଟଣାଗଡ଼ ତହସିଲଦାର ନିଲମ୍ବିତ ଡ. ପୁଷ୍ପାଞ୍ଜଳି ପଣ୍ଡା ଖବର ପ୍ରକାଶିତ ହୋଇଥିଲା । ଏହି
Read More...

ଭତ୍ତା ଓ ହ୍ୱିଲଚେୟାର ପାଇବାରୁ ବଞ୍ଚିତ ବିକଳାଙ୍ଗ ଶିଶୁ

ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କୁର୍ଲୁମାଲ ଗାଁର ବିକଳାଙ୍ଗ ଶିଶୁ ସରସ୍ୱତୀ ବରିହା(୪ବର୍ଷ ) । ୧୦ ଥରରୁ ଉର୍ଦ୍ଧ୍ୱ ହେବ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ
Read More...

ଲଘୁଚାପ ପ୍ରଭାବରେ ପୁରୀରେ ଲଗାଣ ବର୍ଷା

ପୁରୀ : ଲଘୁଚାପ ପ୍ରଭାବରେ ପୁରୀରେ ଆରମ୍ଭ ହୋଇଛି ଲଗାଣ ବର୍ଷା । ସକାଳୁ ବର୍ଷା ଆରମ୍ଭ ହେଇଥିବା ବେଳେ ମୁଷଳ ଧାରାରେ ବର୍ଷା ଲାଗି ରହିଛି । ଫଳରେ ଯାତାୟତ ଅସୁବିଧା ଭୋଗିଛନ୍ତି ପୁରୀ ସହରବାସୀ ଓ ପୁରୀକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକ । ପ୍ରବଳ ବର୍ଷା ଲାଗି ରହିଥିବା ହେତୁ ଅନେକ
Read More...

୧୦୦ ବୋତଲ କପ ସିରଫ ଜବତ , ଦୁଇ ଗିରଫ

ଖପ୍ରାଖୋଲ : ଖପ୍ରାଖୋଲ ପୋଲିସ ଚଢ଼ାଉ କରି ବୁଧବାର ସନ୍ଧ୍ୟାରେ ଦୁଇ କଫ ସିରଫ ବେପାରିକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇଜଣ ହେଲେ ଧଣ୍ଡାମୁଣ୍ଡା ଗାଁର ସତ୍ୟପ୍ରିୟ ପଟେଲ(୪୨) ଓ ବେଲପଡା ଥାନା ବେଲପଡାର ମଧୁସୂଦନ ବାଗ ଓରଫ ରଇବାରୁ(୩୫) ବୋଲି ଜଣାଯାଇଛି । ସୂଚନା
Read More...