Browsing Category

ରାଜ୍ୟ

ପାଟଣାଗଡ଼ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ସ୍ଥାନୀୟ ସୁଭଦ୍ରା ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଡ.଼ ବିଜୟ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନଏସି ଅଧ୍ୟକ୍ଷା
Read More...

ଭୟାବହ ଅଗ୍ନିକାଣ୍ଡ,୧୩ ଜୀବନ୍ତ ଦଗ୍ଧ

ବ୍ୟାଙ୍କକ୍: ଥାଇଲ୍ୟାଣ୍ଡର ଚୋନବୁରୀ ପ୍ରାନ୍ତର ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ଦୟନୀୟ ମୃତ୍ୟୁ ହୋଇଛି । ଏଥିରେ ପୋଡିଯିବାରୁ ୩୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ପୋଲିସ ପକ୍ଷରୁ ଏହି ସୂଚନା ମିଳିିଛି । ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ୍ ଦକ୍ଷିଣ
Read More...

ଭେଟଖୋଲ ଘାଟିରେ ଦୁର୍ଘଟଣା, ହାଇଟେକ ବସ ଓ ହାଇୱା ମୁହାଁମୁହିଁ ଧକ୍କା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଆସ୍କାରୁ ବନ୍ଧବାହାଲ ଯାଉଥିବା ଓଏସଆରଟିସି ଯାତ୍ରୀବାହୀ ବସ ଫୁଲବାଣୀର ଭେଟଖୋଲ ଘାଟି ବୁଲାଣି ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ଟ୍ରକ୍‌ ଦ୍ରୁତଗତିରେ ଆସି ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ଓଏସଆରଟିସି ବସରେ ଥିବା ଯାତ୍ରୀମାନଙ୍କ
Read More...

ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡ଼ି ଜଣେ ମୃତ

ବାଲିଗୁଡ଼ା: ଗାଧୁଆ ତୁଠରେ ଜଗି ବସିଥିଲା ଜମ । ପୋଖରୀକୁ ଗୋଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହି ଅଞ୍ଚଳର ରାଜୁ ପାତ୍ର ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳ ପ୍ରାୟ ୧୦
Read More...

ପାରଳାରେ ରକ୍ଷା ବନ୍ଧନ ସକାଶେ ରାକ୍ଷୀ ଦୋକାନରେ ଜମୁଛି ଭିଡ଼

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ରକ୍ଷା ବନ୍ଧନ ସକାଶେ ରାକ୍ଷୀ ଦୋକାନରେ ଭିଡ଼ ଜମୁ ଥିବାର ଦେଖିବାକୁ ମିଳିଛି । ହିନ୍ଦୁ ଧର୍ମରେ ରାଖୀ ପୂର୍ଣ୍ଣିମା ହେଉଛି ଏକ ମୁଖ୍ୟ ପର୍ବ । ଭାଇ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ରପ୍ରେମ, ସ୍ନେହ ଶ୍ରଦ୍ଧା ଏବଂ ବିଶ୍ୱାସର
Read More...

୧୫୬ତମ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଫୁଲବାଣୀ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନିଲ ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପିଏ ଆଇଟିଡିଏ ତଥା
Read More...

ମୋଟର ସାଇକେଲ ଆରୋହୀଙ୍କଠାରୁ ଲୁଟି ନେଲେ ମୋବାଇଲ ଓ ଟାବଳେଟ ଫୋନ

ଖପ୍ରାଖୋଲ : ଖପ୍ରାଖୋଲ ପାଟଣାଗଡ ରାସ୍ତା ଓଏଭି ନିକଟରେ ଦିନ ଦ୍ୱିପ୍ରହରରେ ଜଣେ ମୋଟର ସାଇକେଲ ଆରୋହୀ ଠାରୁ ମୋବାଇଲ, ଟାବଳେଟ୍‌ ଫୋନ ସହ କାଗଜପତ୍ର ଲୁଟେରାମାନେ ଲୁଟି ନେଇଥିବା ଅଭିଯୋଗ ଖପ୍ରାଖୋଲ ପୋଲିସ ପାଖରେ ହୋଇଛି । ସୂଚନା ଅନୁସାରେ ବେଲପଡ଼ା ବ୍ଲକ କପାଣୀ ଗାଁର ଖିତିସ ବେହେରା
Read More...

ବିଜୁ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ପୁରୀ : ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତିକୁ ଅବିସ୍ମରଣୀୟ କରିବା ପାଇଁ ଆଜି ବିଜୁ ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରରେ ପୂର୍ବତନ
Read More...

ଗନ୍ଧରାଢୀ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ

ଜହ୍ନାପଙ୍କ,୪/୮: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଗନ୍ଧରାଢୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଧ୍ରୁବଚରଣ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଚାରାରୋପଣ କରିଥିଲେ ।
Read More...

ଚନ୍ଦନ କାଠ ଜବତ ସହିତ ଜଣେ ଗିରଫ,କୋର୍ଟ ଚାଲାଣ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଚନ୍ଦନ କାଠ ଲୋପ ପାଇଥିବା ବେଳେ ମାଫିଆ ମାନେ ଚନ୍ଦନ କାଠ ଉପରେ ଲଲୁପ ଦୃଷ୍ଟି ପକେଇ ବିଭିନ୍ନ ଜଙ୍ଗଲ ଉପରେ ଥିବା ମୂଲ୍ୟବାନ କାଠ ଉପରେ ନଜର ପକେଇ ଥିବା ଦେଖିବାକୁ ମିଳିଛି । ଏହିପରି ଭାବରେ ମୂଲ୍ୟବାନ କାଠ ନଷ୍ଟ କରି ରାତାରାତି ମାଲାମାଲ ହେବା ପାଇ
Read More...