Browsing Category

ରାଜ୍ୟ

କନ୍ଧମାଳ ଜିଲ୍ଲାରେ ବଦଳିଲା ସକାଳୁଆ ସ୍କୁଲ ସମୟ

ଘୁ ଉଦୟଗିରି:ସାରା ରାଜ୍ୟରେ ଶନିବାର ଦିନ ସକାଳୁଆ ସ୍କୁଲ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଦେଇଥିଲା । ସକାଳୁଆ ସ୍କୁଲ ବଦଳରେ ଦିନସାରା ବିଦ୍ୟାଳୟ ଚାଲିଥିବା ବେଳେ ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରମୋଦ କୁମାର
Read More...

କେନାଲରେ ଆସୁନି ପାଣି, ଚାଷୀ ଅସନ୍ତୋଷ

ଭବାନୀପାଟଣା:ବହୁମୁଖୀ ଇନ୍ଦ୍ରାବତୀ ଚିରସ୍ରୋତା ନାମରେ ନାମିତ । ଇନ୍ଦ୍ରାବତୀ ଜଳଭଣ୍ଡାର ୧୧୦ବର୍ଗ କିମି ଅନିକଟ ଜଳଧାରଣ କ୍ଷମତା ଥିବା ବେଳେ କଳାହାଣ୍ଡି ଚାଷୀଙ୍କ ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ଘଟାଇଛି ମଙ୍ଗଳପୁର ବ୍ୟାରେଜରୁ ବାମ, ଦକ୍ଷିଣ ଓ ଉଠା ଜଳସେଚନ ମାଧ୍ୟମରେ ଜିଲ୍ଲାର ଏକ
Read More...

ମୁରବି ବିହିନ ପାଟଣାଗଡ ଡାକ୍ତରଖାନା,ରୋଗୀକୁ ମିଳୁନି ଉପଯୁକ୍ତ ଚିକିତ୍ସା

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏବେ ମୁରବିହିନ ହୋଇପଡିଛି । ଜିଲ୍ଲା ତଥା ଜିଲ୍ଲା ବାହାରେ ନାଁ କରିଥିବା ଏହି ଡାକ୍ତରଖାନାରେ ଦୀର୍ଘଦିନ ହେବ ଉପଖଣ୍ଡ ଚିକିତ୍ସା ଅଧିକାରୀ ପଦ ଖାଲିପଡିଥିବାରୁ ପୁରା ଭୁଷୁଡି ପଡିଛି ଚିକିତ୍ସା ସେବା । ଲୋକ ମାନଙ୍କୁ ଠିକ
Read More...

ସୋନପୁର ପୋଲିସକୁ ସଫଳତା, ୫ ଡ଼କାୟତ ଗିରଫ

ସୁବର୍ଣ୍ଣପୁର : ଜିଲ୍ଲାରେ ହେଉଥିବା ବିଭିନ୍ନ ଚୋରୀ ଘଟଣାର ପର୍ଦ୍ଦାଫାସ କରିବା ସହିତ ଏକ ପାଂଚଜଣିଆଁ ଡକାୟତ ଦଳକୁ ଗିରଫ କରିବାରେ ସଫଳ ହୋଇଛି ସୋନପୁର ପୋଲିସ । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ଆଖ ପାଖ ଅଂଚଳରେ କ୍ରମାଗତ ଭାବରେ ଚୋରି,ରାହାଜାନୀ ଓ ଡକାୟତି
Read More...

୧୨ ଘଣ୍ଟିଆ ରେଢାଖୋଲ ବନ୍ଦ

ରେଢାଖୋଲ:ସମ୍ବଲପୁର- ଅନୁଗୋଳ ୫୫ଜାତୀୟ ରାଜପଥର ମରାମତି ଓ ସଂପୂର୍ଣ୍ଣ ନିର୍ମାଣ ଦାବିରେ ଆଜି ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି । ରେଢାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁ
Read More...

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ

କଟକ: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍‌ରେ ଆଜି ସକାଳୁ ପଶିଛି ସିବିଆଇ ଟିମ୍‌ । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନ ଥିବା
Read More...

ଆଦିବାସୀ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସମ୍ବଲପୁର : ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଆଗାମୀ ଅଗଷ୍ଟ ନ'ତାରିଖ ସ୍ଥାନୀୟ କୁଚିଣ୍ଡାଠାରେ ଏକ ଉପଖଣ୍ଡସ୍ତରୀୟ ବିରାଟ ଆଦିବାସୀ ସମାବେଶ ଅନୁଷ୍ଠିତ କରାଯିବା ପାଇଁ ସ୍ଥିର କରାଯାଇଛି । ଆଜି କୁଚିଣ୍ଡା ଆଦିବାସୀ ଭବନରେ ସ୍ୱତନ୍ତ୍ର ଭାବେ କୁଚିଣ୍ଡା ଉପଖଣ୍ଡରେ ବିଶ୍ୱ ଆଦିବାସୀ ଦିବସ
Read More...

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୁବର୍ଣ୍ଣପୁର : ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମରକେଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଭଜବଳପୁର ଗ୍ରାମର ଏକ ନବବିବାହିତ ଅନୁରୀ ମହାନନ୍ଦ ତିନିବର୍ଷ ତଳେ କୁମରକେଳୀ ଗ୍ରାମରେ ବିବାହ କରିଥିଲେ । ଶ୍ୱଶୁର ଘର କହିବା ମୁତାବକ ଆଜି ସିଏ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି କିନ୍ତୁ
Read More...

ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ

ରାୟଗଡା : ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସରେ ବଳି ପଡିଲା ଆଉ ଏକ ଜୀବନ । ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ପ୍ରାଣ ହାରିଛି ବାପା ଓ ବର୍ତ୍ତି ଯାଇଛନ୍ତି ୨ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡୁଦୁକାବାହାଲ ପଂଚାୟତର ଟିଟିଗୁଡା
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ
Read More...