Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ
ରାୟଗଡା : ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସରେ ବଳି ପଡିଲା ଆଉ ଏକ ଜୀବନ । ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ପ୍ରାଣ ହାରିଛି ବାପା ଓ ବର୍ତ୍ତି ଯାଇଛନ୍ତି ୨ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡୁଦୁକାବାହାଲ ପଂଚାୟତର ଟିଟିଗୁଡା!-->…
Read More...
Read More...
ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ସୋନପୁର : ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ!-->…
Read More...
Read More...
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ
ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ କୃଷକ ପଞ୍ଜିକରଣ,!-->…
Read More...
Read More...
ସାଲୁଙ୍କି ନଦୀକୁ ପ୍ରଦୂଷଣ ମୁକ୍ତ ପାଇଁ ପୌର ପ୍ରଶାସନକୁ ନିର୍ଦ୍ଦେଶ
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରକୁ ସତୁରୀ ଭାଗ ଘେରି ରହିଛି ସାଲୁଙ୍କି ନଦୀ । ଏହା ଫୁଲବାଣୀର ଜୀବନରେଖା । ନଦୀର ତଳଭାଗରେ ଅନେକ ଗ୍ରାମବାସୀ ଏହି ନଦୀଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି । କିନ୍ତୁ ଫୁଲବାଣୀ ସହରର ସମସ୍ତ ଅଳିଆ ଆବର୍ଜନା ଏବଂ ଅପରିଷ୍କାର ଜଳ ନଦୀରେ!-->…
Read More...
Read More...
ବାଘଛାଲ ଜବତ;୪ ଗିରଫ, ଅସ୍ତ୍ରଶସ୍ତ୍ର ଜବତ
ବାଲିଗୁଡ଼ା: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍.ଟି.ଏଫ୍ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ । ଆଜି କୌଣସି ସୂତ୍ରରୁ ଖବର ପାଇ ଏସ୍.ଟି.ଏଫ୍ ଓ ବନ ବିଭାଗର ଟିମ୍ କନ୍ଧମାଳ ଜିଲ୍ଲା ଟିକାବାଲି ବନାଞ୍ଚଳ ଅନ୍ତର୍ଗତ ଚକାପାଦ ଅଂଚଳରେ ଚଢ଼ାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି ।!-->…
Read More...
Read More...
ସୁବର୍ଣ୍ଣପୁରରେ ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ ନିର୍ବାଚନୀ ବୈଠକ
ସୁବର୍ଣ୍ଣପୁର: ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ସମ୍ପର୍କରେ ଏକ ନିର୍ବାଚନୀ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି!-->…
Read More...
Read More...
ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ : ବିଗତ ଦୁଇ ବର୍ଷ ଭଳି କୋଭିଡ ନିୟମାବଳୀ ଆଧାରରେ ପାଳିତ ହେବ ଚଳିତ ବର୍ଷର ସ୍ୱାଧୀନତା ଦିବସ । କେବଳ ପୋଲିସ ବାହିନୀ ପ୍ୟାରେଡ ପଡିଆରେ ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନପ୍ରଦୀପ କୁମାର!-->…
Read More...
Read More...
ଆଇଏଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢ଼ୀ ଓ ଅଶ୍ବଥୀ ଏସ୍ଙ୍କୁ ରାଜ୍ୟ ସରକାର ବଡ଼ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପାଢ଼ୀଙ୍କୁ କୃଷି ଓ କୃଷକ!-->…
Read More...
Read More...
ଆଦର୍ଶ ବିଦ୍ୟାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଘୁ ଉଦୟଗିରି: ଗଛ ହିଁ ଜୀବନ,ଗଛ ଆମକୁ ଅମ୍ଳଜାନ ଯୋଗାଇଥାଏ ଓ ବର୍ଷା ହେବାରେ ସାହାର୍ଯ୍ୟ କରିବା ସହିତ ପରିବେଶ ସବୁଜ ସୁନ୍ଦର୍ ହେବା ପାଇଁ ସାହାର୍ଯ୍ୟ କରିଥାଏ । ଗଛ ଦ୍ୱାରା ହିଁ ସୁଲୁସୁଲିଆ ଯେଉଁ ପବନ ବହେ ତାହାର ଶବ୍ଦରେ ବିଭିନ୍ନ ଧ୍ୱନୀ ତରଙ୍ଗ ସୃଷ୍ଟି ହୋଇଥାଏ ।ଅନେକ ଯାତ୍ରୀ,ପଥିକ!-->…
Read More...
Read More...
ଘୁ.ଉଦୟଗିରି ଏନ୍ଏସି କାଉନସିଲର ବୈଠକ,ସ୍ୱାଧୀନତା ଓ ସ୍ୱାୟତ୍ତ ଶାସନ ଦିବସ ପାଳନ ନିମିତ୍ତ ଆଲୋଚନା
ଘୁ.ଉଦୟଗିରି : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ପ୍ରତିନିଧି ଅନିଲ କୁମାର ଦଳବେହେରା, ସମସ୍ତ ୱାର୍ଡ଼ କାଉନସିଲର, ଏବଂ ନିର୍ବାହୀ!-->…
Read More...
Read More...