Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କ ପରଲୋକ
ଜହ୍ନାପଙ୍କ: ବୌଦ୍ଧ ବ୍ଳକ ତେଲିବନ୍ଧ ପଂଚାୟତ ସ୍ଥାନୀୟ ଗ୍ରାମର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ମନରଞ୍ଜନ ସାହୁ(୬୩)ଙ୍କ ଆଜି ପୂର୍ବାହ୍ନ ୧୧ଟା ସମୟରେ ପରଲୋକ ହୋଇଛି । ସେ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ସେ ବ୍ରାହ୍ମଣୀପାଲି ପଂଚାୟତର ଜଡ଼ାପାଲ ପ୍ରାଥମିକ ବିଦ୍ୟାଳୟରେ ୧୯୮୭!-->…
Read More...
Read More...
ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ୨ ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ଶିଶୁଙ୍କୁ ପରିବାର ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜିଲ୍ଲାର ସମସ୍ତ ଶିଶୁ ଯେପରି!-->…
Read More...
Read More...
ମୁଖ୍ୟ ଡାକଘର ଠାରେ ତ୍ରିରଙ୍ଗା ଉଡାଇବା ଅଭିଯାନ ଶୁଭାରମ୍ଭ
ବୌଦ୍ଧ,୩/୮- ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକଘର ଠାରେ ତ୍ରିରଙ୍ଗା ପତାକା ଉଡ଼ାଇବା ଅଭିଯାନର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଜିଠାରୁ ବୌଦ୍ଧ ଜିଲ୍ଲାର ପୋଷ୍ଟ ଅଫିସ ମାନଙ୍କରେ ତ୍ରିରଙ୍ଗା ପତାକା ୨୫ ଟଙ୍କା ମୂଲ୍ୟରେ ମିଳୁଛି । ଗୋଟିଏ ପତାକା ପାଇଁ ୨୫ ଟଙ୍କା ପୈଠକରି ସମସ୍ତ!-->…
Read More...
Read More...
ଗର୍ଭଗୃହରୁ ପଥର ଖସିବା ଘଟଣା; ପଥର ନୁହେଁ ପ୍ଲାଷ୍ଟର ଚୂନ ଖଣ୍ଡ : ଜିଲ୍ଲାପାଳ
ପୁରୀ : ଶ୍ରୀମନ୍ଦିରରୁ କୌଣସି ପଥର ଖସିନାହିଁ । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ୱରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି । ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ ଆଧାରରେ ଗତକାଲି ସକାଳ ଧୂପ ପରେ ଏହି ଘଟଣା ଘଟିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ!-->…
Read More...
Read More...
ପୁରୀରେ ପ୍ରବଳ ବର୍ଷା, ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତ ହେଲେ କଲବଲ
ପୁରୀ : ଆଜି ସକାଳୁ ପୁରୀରେ ପ୍ରବଳ ବର୍ଷା ଯୋଗୁଁ ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ କଲବଲ ହେବାକୁ ପଡିଛି । ଭକ୍ତ ମାନେ ବର୍ଷାରେ ଭିଜି ଭିଜି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରୁଥିବା ବେଳେ ବାଇଶି ପାହାଚରେ ପ୍ରବଳ ବର୍ଷା ଜଳ ଆସୁଥିବାରୁ ମନ୍ଦିର!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : କୁଚିଣ୍ଡା ଓ ପାଟଣାଗଡରେ ପ୍ରତିଷ୍ଠା ହେବ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର
ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଓ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଠାରେ ନୂତନ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖୋଲାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଏହି ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବେ । କୁଚିଣ୍ଡାରେ ନୂଆ!-->…
Read More...
Read More...
ଅନ୍ତର୍ଜାତୀୟ ପେଂଚାକ ସିଲାଟ ଚମ୍ପିୟାନସିପ ନିମନ୍ତେ ରେଫେରି ଭାବେ ହରିଷଙ୍କ ସଫଳତା
ନବରଙ୍ଗପୁର : ଜୁଲାଇ ୨୦ ରୁ ୩୧ତାରିଖ ପର୍ଯ୍ୟନ୍ତ ମାଲେସିଆର ମେଲାକ ସହରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପେଂଚାକ ସିଲାଟ ରେଫେରି ଭାବେ ଓଡ଼ିଶାରୁ ଜଣେ ମାତ୍ର ନବରଙ୍ଗପୁର ଗାନ୍ଧିନଗରର ହରିଷ ଚନ୍ଦ୍ର ବେହେରା ରେଫେରି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଫେରିଛନ୍ତି ।ନବରଙ୍ଗପୁର ଭଳି ଆଦିବାସୀ!-->…
Read More...
Read More...
ଅପଗ୍ରେଡ୍ ହେବ ୧୦୦ ହାଇସ୍କୁଲ୍
ଭୁବନେଶ୍ଵର : ସ୍କୁଲ୍ ଗୁଡ଼ିକରୁ ଡ୍ରପ୍ ଆଉଟ୍ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଆସନ୍ତା ଶିକ୍ଷା ବର୍ଷରୁ ଅପଗ୍ରେଡ୍ ହେବ ୧୦୦ଟି ହାଇସ୍କୁଲ୍। ଯେଉଁ ସବୁ ବ୍ଲକରେ ପ୍ଲସ ଟୁ କଲେଜ୍ ନାହିଁ ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ।ମାଟ୍ରିକ ପାସ!-->…
Read More...
Read More...
“ହର ଘର ତ୍ରିରଙ୍ଗା’ ଅଭିଯାନକୁ ସାକାର କରିବ ଭାଜପା
ସମ୍ବଲପୁର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୨୧ ସ୍ୱାଧୀନତା ଦିବସରୁ ୨୦୨୨ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚଳିତ ବର୍ଷକୁ ଚିରସ୍ମରଣୀୟ ଓ ଐତିହାସିକ ଭାବରେ ପାଳନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆହ୍ୱାନ ଦେଇଥିଲେ । ଏଥିପାଇଁ ବର୍ଷ ତମାମ ଆଜାଦି କା!-->…
Read More...
Read More...
ରାଷ୍ଟ୍ରପତିଙ୍କୁ ଭେଟିଲେ ଓଡ଼ିଶା ବିଧାୟକ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ବିଧାୟକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶା ବିଧାୟକ । ରାଷ୍ଟ୍ରପତିଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଓଡ଼ିଶା ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡ଼ିଛନ୍ତି!-->…
Read More...
Read More...