Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦାବିରେ ବୌଦ୍ଧ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର
ବୌଦ୍ଧ : ଶିକ୍ଷା ପାଇଁ ନାମଲେଖାରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ଦେବାରେ ବୌଦ୍ଧ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆଙ୍କ ନେତୃତ୍ୱରେ ଏକ!-->…
Read More...
Read More...
ସାଇବର ଠକେଇର ଶିକାର ହେଲା ପୋଲିସ ବାବୁଙ୍କ ପତ୍ନୀ
ପୁରୀ : ସାଇବର ଠକେଇର ଶିକାର ହେଇଛନ୍ତି ଜଣେ ମହିଳା । ବ୍ୟାଙ୍କ ଆକାଉଣ୍ଟରେ ପ୍ୟାନ ଲିଙ୍କ୍ ହୋଇ ନଥିବା କହି ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ୍ । ଏଭଳି ଏକ ଘଟଣା ଘଟିଛି ପୁରୀ ପେଣ୍ଠକଟା ଅଧୀନ ସଦର ବ୍ଲକ ଅଞ୍ଚଳ ଜଣେ ପୋଲିସ ବାବୁଙ୍କ ପତ୍ନୀଙ୍କ ସହ । ପ୍ରିୟଙ୍କା କାନୁନଗୋ ନାମକ!-->…
Read More...
Read More...
ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ
ଭୁବନେଶ୍ବର: ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ ରହିଛି । ଏହା ପ୍ରଭାବରେ ଦିନରେ ତାପମାତ୍ରା ବଢୁଛି । ଏହାସହ କେତେକ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସେପଟେ ଆସନ୍ତା ୩ ଦିନ!-->!-->!-->…
Read More...
Read More...
ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡା ନିକଟରେ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରିବନ କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କେନ୍ଦ୍ରଟି ଓଡ଼ିଶା ଦକ୍ଷତା ବିକାଶ କେନ୍ଦ୍ର ଓ ବିଜ୍ଞାନ ଭାରତୀ!-->…
Read More...
Read More...
ଜିଲ୍ଳାସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ
ସୁବର୍ଣ୍ଣପୁର: ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ଜ୍ୱଳ ଭାରତ-ଉଜ୍ଜ୍ୱଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଦ୍ୟୁତ ଉତ୍ସବ ନୂତନ ଟାଉନ ହଲ ସୋନପୁର ଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କେନ୍ଦ୍ର!-->…
Read More...
Read More...
ବିଧାୟକଙ୍କ ପ୍ରତିଶୃତି ପାଣିର ଗାର ; ଖଟିଆ ଆଉ ଭାରରେ ବୁହା ହେଉଛନ୍ତି ରୋଗୀ ଓ ପ୍ରସୂତି, ସରକାରଙ୍କ ଯୋଜନା ବାଟବଣା
ବାଲିଗୁଡ଼ା : ନିର୍ବାଚନ ପୂର୍ବରୁ ପୁଳାପୁଳା ପ୍ରତିଶ୍ରୁତି, ହେଲେ ହେଲେ ଭୋଟ ପାଇବା ପରେ ଯଥା ପୂର୍ବଂ ତଥା ପରଂ । ବିଧାୟକ ଭୋଟ ପାଇବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳକୁ ଯାଇ କହିଥିଲେ ମୁଁ ଏବେ ଚାଲି ଚାଲି ଆସିଛି ମୋତେ ଭୋଟ ଦିଅ ମୁଁ ତୁମ ଗାଁ କୁ ପକ୍କା ରାସ୍ତା କରି କାରରେ ଆସିବି । କିନ୍ତୁ!-->…
Read More...
Read More...
+୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍ର ଶତ ପ୍ରତିଶତ ସଫଳତା, କନ୍ଧମାଳ ଝିଅ ମୀନାକ୍ଷୀ ସ୍କୁଲ୍ ଟପ୍ପର
ଭୁବନେଶ୍ୱର, ୨୭ ।୭: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍ ହାର ବିଜ୍ଞାନରେ ୯୪ ପ୍ରତିଶତ ରହିଥିବା ବେଳେ!-->…
Read More...
Read More...
ଆଇଆଇଏମ ସମ୍ବଲପୁରକୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରୂପେ ଗଢିବାର ଲକ୍ଷ୍ୟ
ସମ୍ବଲପୁର:ସମ୍ବଲପୁରରେ ସ୍ଥାପିତ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ)ର ଅଷ୍ଟମ ବ୍ଯାଚ ପ୍ରବେଶାର୍ଥୀଙ୍କୁ ସମ୍ବୋଧିତ କରି ନିର୍ଦ୍ଦେଶକ ପ୍ରୋ ମହାଦେବ ଜାଏସଓ୍ବାଲ କହିଛନ୍ତି ଯେ ଏହି ଶିକ୍ଷାନୁଷ୍ଠାନକୁ ଦେଶର ଏକ ଅଗ୍ରଣୀ ସଂସ୍ଥାନ ରୂପେ ଗଢି ତୋଳିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଦେଶର!-->…
Read More...
Read More...
ସୋନପୁର ଥାନାରେ ମେଗା ରକ୍ତଦାନ ଶିବିର,୩୬୦ ୟୁନିଟ ରକ୍ତ ସଂଗ୍ରହ
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରର ଟାଉନ୍ ଥାନାଠାରେ ମୋ ସରକାର ତରଫରୁ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶୁଭ ଉଦଘାଟନ କରି ରକ୍ତଦାତା ତଥା ସହରର ବିଭିନ୍ନ ଅଗ୍ରଣୀ ସ୍ୱେଚ୍ଛାସେବୀ!-->…
Read More...
Read More...
ଗିରଫ ଭୟ! ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବୁସାନ
କଟକ : ବଢୁଛି ଅଭିନେତା ବାବୁସାନଙ୍କ ଚିନ୍ତା । ତାଙ୍କୁ ଏବେ ଗିରଫ ଭୟ ଘାରିଲାଣି । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାବୁଶାନ । ହାଇକୋର୍ଟରେ ବାବୁସାନ ଆଜି ଆଗୁଆ ଜାମିନ ଆବେଦନ କରିଛନ୍ତି । ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଦାୟର ମାମଲାରେ ଅଭିଯୁକ୍ତ ଅଛନ୍ତି ବାବୁସାନ । ତାଙ୍କ!-->…
Read More...
Read More...