Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୂତ ଖାଇଗଲା ଭତ୍ତା ଟଙ୍କା, ସରକାରୀ କର୍ମଚାରୀଙ୍କ ଗୁମର ଖୋଲିଲେ ଆଉ ଜଣେ ସରକାରୀ କର୍ମଚାରୀ
ବାଲିଗୁଡ଼ା: ଭୂତ ଖାଇଗଲା ଭତ୍ତା ଟଙ୍କା । ଶେଷରେ ଅର୍ଥଲୋଭୀ ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିବା ଲୋକଙ୍କୁ ମଧ୍ୟ ଛାଡ଼ିଲେନି । ମୃତ ଲୋକଙ୍କୁ ଜୀବିତ ଦର୍ଶାଇ ବର୍ଷବର୍ଷ ଧରି ଭତ୍ତା ଟଙ୍କା ଖାଇଗଲେ । ହେଲେ ଏହି ସରକାରୀ ବାବୁଙ୍କ ଗୁମର ଖୋଲିଛନ୍ତି ଆଉ ଜଣେ ସରକାରୀ ବାବୁ । ଆଜ୍ଞା ହଁ!-->…
Read More...
Read More...
କଂଗ୍ରେସ ଦଳ ପକ୍ଷରୁ ସ୍ୱାଧୀନତାର ଗୌରବ ପଦଯାତ୍ରା
ପାଟଣାଗଡ଼ : ଆଜି ବର୍ଥଲା ପଞ୍ଚାୟତ ଅନ୍ତଗତ ବଞ୍ଜାରି ମହିମା ଆଶ୍ରମଠାରୁ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧିକୁ ନେଇ ବେକାରୀ ସମସ୍ୟା,ଚୁକ୍ତିଭିତ୍ତିକ ଚାକିରି, ଡିଜେଲ ପେଟ୍ରୋଲ, ଅତ୍ୟାବଶକ ସାମଗ୍ରୀ, ଚୁଡା ମୁଢିରେ ଜିଏସଟି ଲାଗୁ ହେତୁ ଜନସାଧାରଣ ଅତିଷ୍ଠ!-->…
Read More...
Read More...
ଯୁବ ଇଞ୍ଜିନିୟରଙ୍କ ଅକାଳ ବିୟୋଗ
ଘୁ ଉଦୟଗିରି:ଘୁ ଉଦୟଗିରି ଥାନା ଅନ୍ତର୍ଗତ ପେନାଲା ଗ୍ରାମର ଜଣେ ଯୁବ ଇଞ୍ଜିନିୟରଙ୍କ ମାତ୍ର ୩୦ବର୍ଷ ବୟସରେ ଅକାଳ ବିୟୋଗ ଫଳରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଏଲଆଇସି ଜାମସେଦପୁର ଜୋନାଲ ଟ୍ରେନିଂ ସେଣ୍ଟରର ଉପ ନିର୍ଦ୍ଦେଶକ ବିବେକାନନ୍ଦ ପ୍ରଧାନଙ୍କ ବଡ଼ ପୁଅ ପ୍ରବୀଣ କୁମାର!-->…
Read More...
Read More...
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ
ପାଟଣାଗଡ଼ : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗୀର ପାଟଣାଗଡ଼ ଶାଖା ପକ୍ଷରୁ ଆଦିବାସୀ ଭବନ ବ୍ରହ୍ମପୁରା ଠାରେ ବିଶ୍ୱ ଆଦିବାସୀ ଦିବସ ତଥା କ୍ରାନ୍ତି ଦିବସ ପାଳନ ହୋଇଯାଇଛି । ପ୍ରଥମେ ସମ୍ବିଧାନ ପ୍ରଣେତା ଡ଼ ବାବା ସାହେବ ଆମ୍ବେଦକର, ଅନ୍ୟତମ ସମ୍ବିଧାନ ପ୍ରଣେତା ଜୟପାଳ ସିଂ ମୁଣ୍ଡା,!-->…
Read More...
Read More...
ଜହ୍ନାପଙ୍କରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଶ୍ରଦ୍ଧୟାକୋଚିଂ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଜହ୍ନାପଙ୍କରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାରୁତି ଯୁବକ ସଂଘର ସଭାପତି ସୁଧାଂଶୁ ଶେଖର ମିଶ୍ର, ରିସୋର୍ସ!-->…
Read More...
Read More...
ପ୍ରଜାପିତା ବ୍ରହ୍ମକୁମାରୀଙ୍କ ପକ୍ଷରୁ ସାମ୍ବାଦିକଙ୍କ ପାଇଁ ରକ୍ଷା ବନ୍ଧନ ପାଳିତ
ସମ୍ବଲପୁର:ବିଶ୍ୱ ପ୍ରସିଦ୍ଧ ସାମାଜିକ ସଂଗଠନ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଜି ସାମ୍ବାଦିକଙ୍କ ପାଇଁ ରକ୍ଷା ବନ୍ଧନ ପାଳନ କରାଯାଇଥିଲା । ଆଜି ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଦାନୀବନ୍ଧ ସ୍ଥିତ ସେମାନଙ୍କ କେନ୍ଦ୍ରଠାରେ ସ୍ଥାନୀୟ ସାମ୍ବାଦିକଙ୍କୁ ଆମନ୍ତ୍ରିତ କରାଯାଇ ରକ୍ଷା!-->…
Read More...
Read More...
୫-ଟିରେ ସାମିଲ ହେଲା ଟାକରା ଉଚ୍ଚ ବିଦ୍ୟାଳୟ
ଦଶପଲ୍ଲା : ବିଳମ୍ବରେ ହେଲେ ମଧ୍ୟ ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମପଂଚାୟତର ଆଦିବାସୀ ମଂଗଳ ବିଭାଗ ଦ୍ୱାରା ପରିଚାଳିତ ବହୁ ପୁରାତନ ଟାକରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ଅନ୍ତର୍ଭୁକ୍ତ କରାଯାଇଛି । ୫-ଟି ଅନ୍ତର୍ଭୁକ୍ତ ହେବା ଖବରପାଇ ପୁରାତନ ଛାତ୍ରଛାତ୍ରୀ ଓ!-->…
Read More...
Read More...
ଠିପି ବନ୍ଦ ମଦ ଦୋକାନ ଚୋରି ଘଟଣାରେ ଜଣେ ଗିରଫ
ନବରଙ୍ଗପୁର: ନବରଙ୍ଗପୁର ସହର ଗବରିଏଲଗୁଡ଼ା ନିକଟରେ ଥିବା ସରକାରି ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରେ ଗତ ଜୁଲାଇ ୩୦ ତାରିଖ ରାତିରେ ଚୋରି ଘଟଣାରେ ଆଜି ନବରଙ୍ଗପୁର ପୋଲିସ ଜଣକୁ କୋର୍ଟ ଚାଲାଣ କରିଛି । ନବରଙ୍ଗପୁର ପୋଲିସ ସୂଚନା ମୁତାବକ ଗତ ଜୁଲାଇ ମାସ ୩୧ ତାରିଖରେ ଉକ୍ତ ମଦ!-->…
Read More...
Read More...
ଲକ୍ଷ୍ମୀ ଡୁଙ୍ଗୁରୀରୁ ପଥର ଅତଡା ଖସିଲା, ଯାତାୟତ ପ୍ରଭାବିତ
ସମ୍ବଲପୁର: ଗତକାଲି ଠାରୁ ଲଗାଣ ବର୍ଷା ଫଳରେ ଏଠାକାର ଜନଜୀବନ ସହ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି । ନଗର ଉପକଣ୍ଠ ସ୍ଥିତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ଼ ଉପରୁ ପଥର ଅତଡା ଖସି ସଂଲଗ୍ନ ଜାତୀୟ ରାଜପଥ ୫୫ ଉପରେ ପଡ଼ିଥିବାରୁ ସେହି ବାଟରେ ଯାତାୟତ ପ୍ରଭାବିତ ହୋଇଛି । ପଥର ଖସିବା ଘଟଣା ପରଠାରୁ!-->…
Read More...
Read More...
ଆଲୋକୀକରଣ ହେଲା ଅଠରନଳା, ସ୍ଥାନ ପାଇଛି ତ୍ରିରଙ୍ଗା ପତାକା
ପୁରୀ : ଆଜାଦୀକା ଅମୃତ ମହୋତ୍ସବ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପୁରୀର ଐତିହ୍ୟ ସମ୍ପନ୍ନ ଅଠରନଳାକୁ ଆଲୋକୀକରଣ କରାଯାଇଛି । ଏହି ଆଲୋକୀକରଣରେ ତ୍ରିରଙ୍ଗା ପତାକା ସ୍ଥାନିତ ହୋଇଛି । ଅତ୍ୟାଧୁନିକ ଲାଇଟିଙ୍ଗ ମାଧ୍ୟମରେ ତ୍ରିରଙ୍ଗାକୁ ସ୍ଥାନ ଦିଆଯାଇଛି । ଏହାସହ!-->…
Read More...
Read More...