Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ
ଭୁବନେଶ୍ୱର: ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ଘୋଷଣା କରିଛନ୍ତି।
www.ojee.nic.in!-->!-->!-->…
Read More...
Read More...
୬୫୦ କୋଟି ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା!-->…
Read More...
Read More...
ରୋଟାରୀ ମିଡ୍ ଟାଉନ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ
ଭଦ୍ରକ: ଭଦ୍ରକ ଟାଉନ ହଲରେ ରୋଟାରୀ କ୍ଲବ୍ ମିଡ ଟାଉନ ଭଦ୍ରକ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି । ସହିଦଙ୍କୁ ସମ୍ମାନ ଜଣାଇ ଦିବସ ପାଳନ କରିବା ସହିତ ରାଷ୍ଟ୍ର ପ୍ରେମରେ ନିଜକୁ ଅନୁପ୍ରାଣୀତ କରି ସବୁଦିନ ନିଜର ଦୈନନ୍ଦିନ କାର୍ଯ୍ୟ ସହିତ ଅନ୍ୟ ପାଇଁ ଏବଂ ସମାଜ ପାଇଁ କିଛି!-->…
Read More...
Read More...
୧୧ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୧୧ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ବରିଷ୍ଠ ଓଏଏସ୍ ଅଫିସର ରୀନା ମହାପାତ୍ରଙ୍କୁ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ!-->…
Read More...
Read More...
ଭୁବନେଶ୍ୱରରେ ପହଞ୍ଚିଲେ ବାବୁସାନ, କହିଲେ ସବୁ କହିବି
ଭୁବନେଶ୍ୱର: ଦୀର୍ଘ ୪ ଦିନ ହେଲା ଲାଗିଥିବା ହାଇଡ୍ରାମାରେ ଏକ ପ୍ରକାର ଯବନିକା ପଡ଼ିଲା। ଶେଷରେ ଭୁବନେଶ୍ୱରରେ ପହଞ୍ଚିଲେ ଓଲିଉଡ ଅଭିନେତା ବାବୁଶାନ । ଗତକାଲି ପ୍ରକୃତି ମିଶ୍ର ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ବାବୁଶାନ କେବେ ଫେରିବେ ତାହା ଉପରେ ସମସ୍ତଙ୍କ ନଜର ଥିଲା।
ଏହାପରେ!-->!-->!-->…
Read More...
Read More...
ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ
କେନ୍ଦ୍ରାପଡା :ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ । ବଦଳି କରାଇଦେବା ପାଇଁ ଶିକ୍ଷା ବିଭାଗର ଜଣେ ପିଅନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି । ତେବେ ତିନିମୁହାଣି ଛକ!-->…
Read More...
Read More...
କେନାଲ ହିଡ଼ଭାଙ୍ଗି ଶତାଧିକ ଏକର ଚାଷଜମି ଜଳମଗ୍ନ
ସୁବର୍ଣ୍ଣପୁର: ହୀରାକୁଦ ସେଚାଞ୍ଚଳ ଭିମଟିକ୍ରା ଡିଷ୍ଟିବ୍ୟୁଟାରି କୁହିବାହାଲ ସେକ୍ସନ ସାହାଜବାହାଲ ଗ୍ରାମ ନିକଟରେ ଗତକାଲି କେନାଲ ହିଡ଼ ଭୁଶୁଡି ପଡିବାରୁ ପ୍ରାୟ ଶତାଧିକ ଏକର ଚାଷଜମି ଜଳମଗ୍ନ ହୋଇପଡିଛି । ସୂଚନା ଅନୁଯାୟୀ ଭିମଟିକ୍ରା ଡିଷ୍ଟିବ୍ୟୁଟାରି କୁହିବାହାଲ ମୁଖ୍ୟ କେନାଲରେ ପ୍ରବଳ!-->…
Read More...
Read More...
ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ
ସୁବର୍ଣ୍ଣପୁର: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳେଇ, ସୁବର୍ଣ୍ଣପୁର ଜିଲ୍ଳା ଗସ୍ତରେ ଆସି ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରି କରାଯାଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ରାଜସ୍ୱ ଆୟୁକ୍ତ ଡଃ ଦଳେଇ ଅନୁଦାନ ଅର୍ଥର!-->…
Read More...
Read More...
କୋଶଲ ରାଜ୍ୟ ଦାବିରେ ତେଜୁଛି ଆନ୍ଦୋଳନ, ଆସନ୍ତା ୨୯ରେ ଜାତୀୟ ରାଜପଥ ଅବରୋଧ
ସୁବର୍ଣ୍ଣପୁର: ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଆନ୍ଦୋଳନ । ଏହାକୁ ଆହୁରି ତୀବ୍ରତର କରିବା ପାଇଁ ଆସନ୍ତା ୨୯ ତାରିଖରେ ଦୁଇ ଘଣ୍ଟା ପାଇଁ ଜାତୀୟ ରାଜପଥ ଅବରୋଧ ପାଇଁ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା(କେଏମ୍ଏମ୍) ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ!-->…
Read More...
Read More...
ଜିଲ୍ଲା ପ୍ରେସକ୍ଲବର ୫ମ ପ୍ରତିଷ୍ଠା ଦିବସ,
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରେସ ତା’ର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ…
ବୌଦ୍ଧ :ଭାରତ ଗଣତନ୍ତ୍ରରେ ସାମ୍ବାଦିକ ତା'ର କର୍ତ୍ତବ୍ୟ ପ୍ରତିପାଦନ କରି ଚତୁର୍ଥ ସ୍ତମର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିପାରିଛି । ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସମାଜକୁ ଶୃଙ୍ଖଳିତ କରିବାପାଇଁ ସବୁବର୍ଗରେ ସେତାର ଚେଷ୍ଟା ଜାରିରଖିଛି ବୋଲି ଜିଲ୍ଲା ପ୍ରେସକ୍ଳବର ୫ମ ପ୍ରତିଷ୍ଠା!-->…
Read More...
Read More...