Browsing Category

ରାଜ୍ୟ

ବୌଦ୍ଧରେ ବିଦ୍ୟୁତ ମହୋତ୍ସବ ପାଳିତ

ବୌଦ୍ଧ : ଆଜାଦୀକୁ ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶର ପ୍ରତ୍ୟେକ ଜିଲାରେ ଉଜ୍ଜ୍ୱଳ ଭାରତ- ଉଜ୍ଜ୍ୱଳଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଅଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧଜିଲାରେ ମଙ୍ଗଳବାର ଦିନ ସ୍ଥାନୀୟ ଟାଉନହଲଠାରେ ଅପରାହ୍ନ ୩.୩୦ ରୁ ୬.୩୦ ମିନିଟ ପର୍ଯ୍ୟନ୍ତ ପାଳନ କରାଯାଇଛି ।
Read More...

ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ଛାତ୍ରଛାତ୍ରୀକୁ ମେଧା ସମ୍ମାନ ପ୍ରଦାନ

ଫୁଲବାଣୀ: ଚଳିତ ୨୦୨୨ ମାଟ୍ରିକ ପରୀକ୍ଷାରେ କନ୍ଧମାଳ ଜିଲ୍ଲାରେ ଶିକ୍ଷାବିଭାଗ ଦ୍ୱାରା ପରିଚାଳିତ ସ୍କୁଲଗୁଡ଼ିକ ମଧ୍ୟରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଓ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ପରିଚାଳିତ ଆଶ୍ରମ ସ୍କୁଲ ଗୁଡିକର ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ
Read More...

ଆକ୍ରୋଶମୂଳକ ଭାବେ ସୋନିଆ ଗାନ୍ଧୀଙ୍କୁ ଇଡି ଡାକରା ପ୍ରତିବାଦରେ ରାଜ୍ୟ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର :କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରରୋଚିତ ପ୍ରବର୍ତନ ନିର୍ଦ୍ଦେଶାଳୟ ଯେପରି ଭାବରେ ରାଷ୍ଟ୍ରନେତା ତଥା ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ବାରମ୍ବାର ଜେରା କରିବାକୁ ଡାକି ନିର୍ଯ୍ୟାତନା ଦେଉଛନ୍ତି ତାହାର
Read More...

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର, : ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଆସନ୍ତାକାଲି ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ କରାଯିବ ଏବଂ କଳାର ଫଳାଫଳ ସପ୍ତାହକ ମଧ୍ୟରେ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫାଟକ ସମ୍ମୁଖରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ସମ୍ବଲପୁର: ଯୁକ୍ତ ତିନି ପଞ୍ଚମ ସେମିଷ୍ଟର ପୁନଃ ମୂଲ୍ୟାୟନର ଫଳ ପ୍ରକାଶ କରିବାରେ ଅହେତୁକ ବିଳମ୍ବର ପ୍ରତିବାଦରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମୁଖ୍ୟଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ଆଗକୁ ପିଜି ଓ ବିଇଡିର
Read More...

ଦରଦାମ ବୃଦ୍ଧି ପ୍ରତିବାଦରେ ପୁରୀ ଆପ୍‌ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ : ଦିନକୁ ଦିନ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ହେବାର ଲାଗିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି । ଏଭଳି ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ଅସହାୟ କରିଦେଇଛି କିନ୍ତୁ ସରକାର ଏଥିପ୍ରତି ଚିନ୍ତିତ ନାହାନ୍ତି । କେବଳ ମିଛ ପ୍ରତିଶ୍ରୁତି ଦେଇ
Read More...

ମାନବ ଚାଲାଣ ନିୟନ୍ତ୍ରଣ ପାଇଁ ଆଞ୍ଚଳିକ ସ୍ତରୀୟ କର୍ମଶାଳା

ସମ୍ବଲପୁର: ରାଜ୍ୟରେ ମାନବ ଚାଲାଣ ନିୟନ୍ତ୍ରଣ ପାଇଁ ଦୁଇ ଦିନିଆ ଆଞ୍ଚଳିକ କର୍ମଶାଳାର ଆୟୋଜକ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ହୋଇଯାଇଛି । ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଶ୍ରୀମତୀ ରେଖା ଲୋହାନୀ
Read More...

ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ଲୋବା ପଞ୍ଚାୟତ ଠାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ଼ ପୁତୁରା ଗ୍ରାମର ୩୫ ଜଣଙ୍କୁ ଏଫଆର୍‌ଏ, ଆର୍‌ଓଆର୍‌ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ
Read More...

ବ୍ୟାଙ୍କରୁ ତାଲା ଭାଙ୍ଗି ଚୋରି ଉଦ୍ୟମ, ନେଇଗଲେ ବାଇକ୍‌

ନନ୍ଦାହାଣ୍ଡି : ତାଲା ଭାଙ୍ଗି ବ୍ୟାଙ୍କରୁ ଚୋରି ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନନ୍ଦାହାଣ୍ଡି ଶାଖା ମୁଖ୍ୟ ଫାଟକ ତାଲା ଭାଙ୍ଗି ଚୋରି ଉଦ୍ୟମ । ବ୍ୟାଙ୍କର ଫାଟକ ତାଲା ଭାଙ୍ଗିଛନ୍ତି ଦୁର୍ବୃତ୍ତ ଏବଂ ବାଇକ ଚୋରି ହୋଇଛି ।
Read More...

ରୋଜଗାରିଆ ପୁଅ ଅସୁସ୍ଥ, ପରିବାରକୁ ସହାୟତା ପ୍ରଦାନ କଲେ ସାଂସଦ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତର ନୂଆ କେକେସିଂ ଗ୍ରାମର ପ୍ରଭାକର ପାଣିଙ୍କ ସ୍ତ୍ରୀ ଓ ଘରେ ଏକ ମାତ୍ର ରୋଜଗାରିଆ ପୁଅ ଅସୁସ୍ଥ ଅବସ୍ଥାରେ ଥିବା ଖବର ପାଇ ସାଂସଦ ଚନ୍ଦ୍ର ଶେଖର ସାହୁ ତୁରନ୍ତ କିଛି ଆର୍ଥିକ ( ଦଶ ହଜାର ଟଙ୍କା ) ସହାୟତା
Read More...