Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରକୃତି ମିଶ୍ରଙ୍କୁ ଘଣ୍ଟାଏ ଜେରା
ଭୁବନେଶ୍ୱର : ଓଲିଉଡ ଅଭିନେତା ବାବୁସାନ-ତୃପ୍ତି-ପ୍ରକୃତି ମିଶ୍ର ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାକୁ ଯାଉଛି । ଏ ନେଇ ଥାନାରେ ମଧ୍ୟ ମାମଲା ହୋଇଛି । ଆଜି ଖାରବେଳନଗର ପୁଲିସ ପ୍ରକୃତି ମିଶ୍ରଙ୍କ ଘରେ ପହଞ୍ଚି ତାଙ୍କୁ ଘଣ୍ଟାଏ କାଳ ଜେରା କରିଥିବା ଜଣାପଡିଛି । ଏ ସଂପର୍କରେ!-->…
Read More...
Read More...
କ୍ଲଷ୍ଟର ସ୍ତରୀୟ ଏକଦିବସୀୟ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଦୁବଗଡ ଠାରେ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜନ କହଁର ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ!-->…
Read More...
Read More...
ଟ୍ରାକ୍ଟର ଓଲଟି ୨ ମୃତ, ୩ ଗୁରୁତର
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବଦାମପାହାଡ଼ ଥାନା ଅନ୍ତର୍ଗତ ପୂର୍ଣ୍ଣିଆ ଗାଁ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ମହିଳା ଗୁରୁତର ହୋଇଛନ୍ତି।
ମୃତ ମହିଳା ଦ୍ୱୟ ହେଲେ!-->!-->!-->…
Read More...
Read More...
ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଫୁଲବାଣୀ:-ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବୃଦ୍ଧାଶ୍ରମ ଠାରେ ବିଜୁ ଛାତ୍ର ଜନତା ଦଳ ସଭାପତି ସୁନିଲ ସେଠୀ ଓ ଯୁବ ଜନତା ଦଳର ସଭାପତି ବିଷ୍ଣୁ ମଲ୍ଲିକ,ନଗର ଯୁବ ସଭାପତି ପାର୍ଥ ବିଶ୍ୱାଳଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି!-->…
Read More...
Read More...
ଓଡିଆ ଝିଅ ହେଲେ ରାଷ୍ଟ୍ରପତି, ଖୁସିରେ ରସଗୋଲା ବାଣ୍ଟିଲେ ପୁରୀର ଚା’ ବିକାଳୀ
ପୁରୀ : ଓଡିଶା ମାଟିର ଝିଅ ରାଷ୍ଟ୍ରର ସର୍ବୋଚ୍ଚ ସ୍ଥାନରେ ଆସନ ଅଳଙ୍କୃତ କରିଛନ୍ତି । ମହାମହିମ ରାଷ୍ଟ୍ରପତି ପଦରେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏନେଇ ଓଡିଶା ସମେତ ସାରା ଦେଶ ଖୁସି ମନାଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଜଣେ ଚା ବିକାଳୀ!-->…
Read More...
Read More...
ବ୍ଲକ ସ୍ତରୀୟ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ : ବୌଦ୍ଧ ବ୍ଲକ ସ୍ତରୀୟ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କର ଶିକ୍ଷଣ ଶିକ୍ଷାଦାନ କିପରି ଉନ୍ନତ ହୋଇପାରିବ,!-->…
Read More...
Read More...
ଭଗବତୀ ନାଏକ ହେଲେ ବହିରା ସେବା ସମବାୟ ସମିତିର ଉପସଭାପତି
ବୌଦ୍ଧ : ବହିରା ସେବା ସମବାୟ ସମିତିର ଉପସଭାପତି ଭାବରେ ଭଗବତୀ ନାଏକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।ଏଥିରେ ସେବା ସମବାୟ ସମିତିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ସମିତିର ସଭାପତି ପୟୋଧର ମହାକୁଳ, ସୁଶାନ୍ତ ବାଘ, ଯୀଶୁ ପଧାନ, ବିପିନ ବିହାରୀ ଦାଶ, ପଞ୍ଚାନନ ସାହୁ, ଅନିରୁଦ୍ଧ!-->…
Read More...
Read More...
ପରିବେଶ ସୁରକ୍ଷା ପାଇଁ ବୃକ୍ଷ ଚାରାରୋପଣ
ବୌଦ୍ଧ : ବୁଟୁପାଲି ସ୍ଥିତ ଜାନକୀ ଭିକାରୀ ହାଇସ୍କୁଲ ଠାରେ ପ୍ରଜାପିତା ବ୍ରହ୍ମକୁମାରୀ ବିଦ୍ୟାଳୟରେ କଳ୍ପତରୁ ପ୍ରୋଜେକ୍ଟ କ୍ରମେ ପରିବେଶ ସୁରକ୍ଷା ଓ ଆମ ଦାଇତ୍ୱ ସମ୍ୱନ୍ଧରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଆଲୋଚନା ସଭାର ଆୟୋଜନ ହୋଇଥିଲା । ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ!-->…
Read More...
Read More...
ବାଇକ-କାର ମୁହାଁମୁହିଁ ଧକ୍କା,୨ ଗୁରୁତର
ଜହ୍ନାପଙ୍କ: ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ନଂ. ୫୭ର ତେଲିବନ୍ଧ କେନାଲ ନିକଟରେ ଗତକାଲି ଅପରାହ୍ନ ପ୍ରାୟ ୫ଟାରେ ଏକ କାର ବାଇକ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଆରୋହୀ ବୀରମହାରାଜପୁରର ପ୍ରକାଶ ନାଏକ ଓ ଝାରକୁମୁଣ୍ଡାନିବାସୀ ଭଗବାନ ମଲ୍ଲିକ ଗୁରୁତର ଆହତ!-->…
Read More...
Read More...
କନ୍ଧମାଳ ଜିଲ୍ଲାପାଳଙ୍କ ଉପାନ୍ତ ବ୍ଲକ୍ ଗସ୍ତ, ଅଞ୍ଚଳର ସମସ୍ୟା ଉପରେ ଆଲୋଚନା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ଦୁଇ ଉପାନ୍ତ ବ୍ଲକ କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକ୍ ଗସ୍ତ କରି ଅଞ୍ଚଳର ସମସ୍ୟା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ । ପ୍ରଥମେ କୋଟଗଡ଼ ବ୍ଲକ୍ ପରିଦର୍ଶନରେ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟ!-->…
Read More...
Read More...