Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆସିଲା ମେଡିକାଲ୍ ରିପୋର୍ଟ :
ଠିକ୍ ଅଛନ୍ତି ମନ୍ତ୍ରୀ ପାର୍ଥ ଚାଟାର୍ଜୀ,୧୪ଦିନିଆ ରିମାଣ୍ଡ ଆବେଦନ କଲା ଇଡି
ଭୁବନେଶ୍ୱର : ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ୱରସ୍ଥିତ ଏମ୍ସ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏମ୍ସ ପକ୍ଷରୁ କୁହାଯାଇଛି!-->…
Read More...
Read More...
ଶ୍ରାବଣ ଦିତୀୟ ସୋମବାରରେ ଗନ୍ଧରାଢୀ ପୀଠ ଚଳଚଞ୍ଚଳ
ଜହ୍ନାପଙ୍କ : ଶ୍ରାବଣର ଦ୍ୱିତୀୟ ସୋମବାର ଚଳ ଚଞ୍ଚଳ ଓଡିଶାର ଐତିହାସିକ ପ୍ରମୁଖ ଶୈବ ପୀଠ ଗନ୍ଧରାଢୀ ଓ ଦୀର୍ଘ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ମନ୍ଦିରକୁ ଯିବାପାଇଁ ବାରଣ କରାଯାଇଥିଲା । ଏବର୍ଷ କଟକଣା କୋହଳ ଯୋଗୁଁ ୨ ବର୍ଷ ପରେ ହେବ ଭକ୍ତ ଭଗବାନଙ୍କ ମିଳନ ଓ ଅନେକ ଉତ୍ସାହ ଅନେକ!-->…
Read More...
Read More...
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ!-->…
Read More...
Read More...
ବଡ଼ଚଣା ବିଜେପି ପକ୍ଷରୁ “ଧନ୍ୟବାଦ ମୋଦୀ ଜୀ’ କାର୍ଯ୍ୟକ୍ରମ ଓ ଶପଥ ଉତ୍ସବ ପାଳନ
ବଡ଼ଚଣା : ବଡ଼ଚଣା ବିଜେପି ପକ୍ଷରୁ " ଧନ୍ୟବାଦ ମୋଦୀ ଜୀ " କାର୍ଯ୍ୟକ୍ରମ ଆଜି ସମିଆ ପଞ୍ଚାୟତରେ ରାଜ୍ୟ ବିଜେପି ସମ୍ପାଦକ ଅମର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଜଣେ ସାଧାରଣ ଆଦିବାସୀ, ଜନଜାତି ମହିଳାଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ଓ ଓଡ଼ିଶାକୁ ସାରା!-->…
Read More...
Read More...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କୌଳିକ ପଣ୍ଡାଙ୍କ ଦୀପଦାନ
ପୁରୀ : ଆଜି ମହାମହିମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ତେବେ ଓଡିଶା ମାଟିର ଝିଅ ରାଷ୍ଟ୍ରପତି ହେବାପରେ ସବୁଠି ଖୁସିର ମାହୋଲ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କୌଳିକ ପଣ୍ଡା ଆଜି ପୁରୀ ଶ୍ରୀମନ୍ଦିର ସମ୍ମୁଖରେ!-->…
Read More...
Read More...
ଶ୍ରାବଣର ଦ୍ୱିତୀୟ ସୋମବାରରେ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ଗହଳି
ପୁରୀ : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ପୁରୀର ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ ଜମିଛି । ଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ ଭକ୍ତ ।ଏହି ଅବସରରେ ପୁରୀର ଶ୍ରୀଲୋକନାଥଙ୍କ ପୀଠ ହୋଇଉଠିଛି ବେଶ୍ ଉତ୍ସବ!-->…
Read More...
Read More...
କରୋନା ସଂକ୍ରମଣ: ସମଗ୍ର ରାଜ୍ୟରେ ସ୍ଥିତି ସୁଧୁରିବା ବେଳେ ସମ୍ବଲପୁରରେ ବିଗୁଡିଛି
ସମ୍ବଲପୁର: କରୋନା ସଂକ୍ରମଣର ବର୍ତ୍ତମାନ ଚତୁର୍ଥ ଲହର ସମୟରେ ଗତ ୨୪ ଘଣ୍ଟାରେ ସମ୍ବଲପୁର ଜିଲ୍ଲାରେ ୧୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯେତେବେଳେ କି ସମଗ୍ର ରାଜ୍ୟର ମୋଟ ୭୩୯ ଚିହ୍ନଟ ସହିତ ସ୍ଥିତିରେ ଉନ୍ନତି ଦେଖାଯାଉଛି । ଏପର୍ଯ୍ୟନ୍ତ ସବୁଠାରୁ ସଂକଟାପନ୍ନ ସ୍ଥିତି ଖୋର୍ଦ୍ଧା ଓ କଟକ!-->…
Read More...
Read More...
ବର୍ଦ୍ଧିତ ନାମଲେଖା ଫିଜ ପ୍ରତ୍ୟାହାର ଦାବି, ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ
ବୌଦ୍ଧ : ବୌଦ୍ଧ ପଞ୍ଚାୟତ କଲେଜ୍ ଛାତ୍ରଛାତ୍ରୀ ମାନେ ବର୍ଦ୍ଧିତ ନାମଲେଖା ଫିଜକୁ ପ୍ରତ୍ୟାହାର ଦାବିରେ ଆଜି କଲେଜ୍ ମୁଖ୍ୟ ଫାଟକ ଆଗରେ ଦେଇଥିବା ଧାରଣା ଜିଲ୍ଲାପାଳଙ୍କ ଆଲୋଚନା ପାଇଁ ପ୍ରସ୍ତାବ ଦେବା ପରେ ପ୍ରତ୍ୟାହୃତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୦ ଘଣ୍ଟା ସମୟଠାରୁ!-->…
Read More...
Read More...
ଚନ୍ଦ୍ରଶେଖର ପାଠାଗାର ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର : ଜିଲ୍ଲା ସଦରର ଥନାପତିପଡା ସ୍ଥିତ ଚନ୍ଦ୍ରଶେଖର ପାଠାଗାର ଆନୁକୂଲ୍ୟରେ ସ୍ଥାନୀୟ ଥାନାପତିପଡା ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଛ ବଞ୍ଚିଲେ ଆମେ ବଞ୍ଚିବା ନାରା ଦେବା ସହ ଗଛ ଲଗାଇବା ଦ୍ୱାରା ପରିବେଶ କିପରି ସ୍ୱଚ୍ଛ ଓ ନିର୍ମଳ ହେଉଛି ସେଦିଗରେ!-->…
Read More...
Read More...
ବାଇକ୍ ଚୋରକୁ କାବୁକଲେ ଗାଁ ଲୋକେ
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଚୋରମୁଣ୍ଡା ଗ୍ରାମ ନିକଟ ରେଳୱେ ଫାଟକ ପାଖରେ ବାପା ଓ ପୁଅଙ୍କୁ ମାରପିଟ କରି ହାତରୁ ବାଇକ ଛଡାଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ସମୟରେ ବାପ ପୁଅ ଚୋର ଚୋର ବୋଲି ଚିତ୍କାର କଲା ପରେ ଚୋରମୁଣ୍ଡା ଗ୍ରାମବାସୀ!-->…
Read More...
Read More...