Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଞ୍ଜାରି ମହିମା ଆଶ୍ରମରେ ହଳଦିଆ ତୈଳିକ ସମାଜର ବୈଠକ ଅନୁଷ୍ଠିତ : ନୂତନ ହଳଦିଆ ତେଳି ଜୁଆନ କୁଟୁମର କମିଟି ଗଠନ
ପାଟଣାଗଡ/ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍କକ ବଞ୍ଜାରି ମହିମା ଆଶ୍ରମ ପ୍ରାଙ୍ଗଣ ଠାରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୈଳିକ ବୈଶ୍ୟ ସମାଜର ସଭାପତି ପ୍ରଫୁଲ୍ଲ କୁମାର ସାହୁ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ସମାଜର ଆହ୍ୱାନ କ୍ରମେ!-->…
Read More...
Read More...
ସମ୍ବଲପୁରୀ ଦିନ ପାଇଁ ରଙ୍ଗୋଲୀ, ଚିତ୍ରାଙ୍କନ ଓ ମେହେନ୍ଦୀ ପ୍ରତିଯୋଗିତା
ସମ୍ବଲପୁର: ପଶ୍ଚିମାଞ୍ଚଳବାସୀଙ୍କ ଅସ୍ମିତାର ଦିନ ଭାବେ ଧିରେଧିରେ ସମ୍ବଲପୁରୀ ଦିନର ଗ୍ରହଣୀୟତା ବଢିଚାଲିଛି । ଦୁଇବର୍ଷ କରୋନା ମହାମାରୀ କଟକଣା ପରେ ଚଲିତ ବର୍ଷ ପୁଣିଥରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଖୋଲା ମଂଚରେ ସମ୍ବଲପୁରୀ ଦିନ ପାଳିତ ହେବାକୁ ଯାଉଛି । ସମ୍ବଲପୁରୀ ସଂସ୍କୃତିର!-->…
Read More...
Read More...
ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ
ଫୁଲବାଣୀ:-ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଆଶିଷ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ୫ ଜଣିଆ କମିଟି କନ୍ଧମାଳ ଗସ୍ତ କରି!-->…
Read More...
Read More...
କୃପାଳୁ ଶିଶୁ ସାହିତ୍ୟ ଆସର
ପାରଳାଖେମୁଣ୍ଡି : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା "କୃପାଳୁ ଶିଶୁ ସାହିତ୍ୟ ଆସର' ବିଦ୍ୟାଳୟ ଛୁଟି ଦିନମାନଙ୍କରେ ଭ୍ରମ୍ୟମାଣ କରି ସେଠାରେ ଥିବା ପିଲାମାନଙ୍କୁ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟରେ ଅବଗତ କରାଉଛି । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଏହି!-->…
Read More...
Read More...
ଶିଶୁଗୃହର ଅନ୍ତେବାସୀଙ୍କ ସହ ନିଜ ଝିଅର ଜନ୍ମଦିନ ପାଳିଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର : ସୋନପୁରର ଶିଶୁଗୃହଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ନିଜ ପରିବାର ସହ ଝିଅ "ରୁହି' ର ଜନ୍ମଦିନକୁ ଶିଶୁଗୃହ ଅନ୍ତେବାସୀଙ୍କ ଗହଣରେ ପାଳନ କରିଛନ୍ତି । ଏହି ଖୁସି ମୁହୂର୍ତ୍ତରେ ଶିଶୁଗୃହର ଅନ୍ତେବାସୀ ଶିଶୁ ସମୂହ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ!-->…
Read More...
Read More...
ଆରମ୍ଭ ହେଲା ରଥ ଖୋଲା କାର୍ଯ୍ୟ
ପୁରୀ : ଆରମ୍ଭ ହେଲା ରଥ ଖୋଲା କାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋଲାଯାଉଛି ରଥ । ବିଶ୍ୱକର୍ମା ମହାରଣାଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଖୋଲିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାପରେ ତାଳଧ୍ୱଜ ଓ ପରେ ନନ୍ଦିଘୋଷ ରଥର!-->…
Read More...
Read More...
ୱାର୍ଡ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସର୍ପ ଉଦ୍ଧାରକାରୀ ଦଳକୁ ସମ୍ବର୍ଦ୍ଧନା
ଘୁ.ଉଦୟଗିରି:- ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ଏଇ ୪ ଶବ୍ଦ ବିଶିଷ୍ଟ ବାକ୍ୟକୁ ମୂଲ୍ୟବୋଧ କରିବାକୁ ଯାଇ ସ୍ଥାନୀୟ ଯୁବକ ମାନଙ୍କ ତରଫରୁ ଛୋଟିଆ ପ୍ରୟାସ । "ଚାଲ ବଞ୍ଚେଇବା ସର୍ପ ଜୀବନ" କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସହରର ଜଗନ୍ନାଥ ନାୟକଙ୍କ ନେତୃତ୍ୱରେ କିଛି ଯୁବକ ସ୍ୱେଚ୍ଛାକୃତ ଭାବେ!-->…
Read More...
Read More...
ଖରିଫ ଚାଷ ପାଇଁ ଶଗଡ଼ିଆ ଡ୍ୟାମ୍ରୁ ଛଡାଗଲା ପାଣି
ହରଭଙ୍ଗା : ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଶଗଡ଼ିଆ କ୍ଷୁଦ୍ର ଜଳସେଚନ ଡେମରୁ ଆଜି ପୂଜା ଅର୍ଚ୍ଚନା କରାଯାଇ ଚଳିତ ଖରିଫ ଚାଷ ପାଇଁ ଆଜି ଡ୍ୟାମରୁ ୨ଟି ଗେଟ୍ ଖୋଲାଯାଇ କେନାଲ ମାଧ୍ୟମରେ ପାଣି ଛଡ଼ାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ୫ଶହ ଏକର ଚାଷ ଜମିକୁ ପାଣି ଯୋଗାଇ ଦିଆଯିବା!-->…
Read More...
Read More...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରିବ ଶ୍ରୀମନ୍ଦିର ସେବାୟତ ନିଯୋଗ
ପୁରୀ : ଓଡିଆ ଜାତି ଓ ଓଡ଼ିଆ ମାଟି ପାଇଁ ଗର୍ବ ହେଉଛନ୍ତି ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଶ୍ରୀମତି ମୁର୍ମୁଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଛୁଟୁଛି ଶୁଭେଚ୍ଛାର ସୁଅ । ଏହି ଉପଲକ୍ଷେ ଶ୍ରୀମନ୍ଦିର ସେବାୟତ ନିଯୋଗ ପକ୍ଷରୁ ମଧ୍ୟ ଶ୍ରୀମତୀ ମୁର୍ମୁଙ୍କୁ!-->…
Read More...
Read More...
ନଦୀରେ ଭାସିଯାଇ ଜଣେ ମୃତ
ବାଲିଗୁଡ଼ା: ମୃତ୍ୟୁ କେତେବେଳେ କେମିତି ଆସିବ କିଏ ବା ଜାଣିଛି? ହେଲେ ଏଠି କିନ୍ତୁ ମୃତ୍ୟୁ ଜଗିଥିଲା ନଦୀ ଘାଟରେ । କାଳ ସାଜିଲା ରାହୁଲ ନଦୀର ପ୍ରଖର ସ୍ରୋତ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ଅଞ୍ଚଳରେ । ସୂଚନା ପ୍ରକାରେ!-->…
Read More...
Read More...