Browsing Category

ରାଜ୍ୟ

ସରସରା ସେବା ସମବାୟ ସମିତିର ସଭାପତି ଦାୟିତ୍ୱ ଗ୍ରହଣ କଲେ ଗୀତାଞ୍ଜଳି ପ୍ରଧାନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସରସରା ସେବା ସମବାୟ ସମିତିର ନବ ନିର୍ବାଚିତ ସଭାପତି ଶ୍ରୀମତୀ ଗୀତାଞ୍ଜଳୀ ପ୍ରଧାନ ଆଜି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଦିନ ୧୧ ଘଣ୍ଟା ସମୟରେ ଶ୍ରୀମତୀ ପ୍ରଧାନ ସମିତି କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଥିଲେ । ସମ୍ପାଦକ ପ୍ରିୟ ପ୍ରକାଶ
Read More...

ପ୍ରସ୍ତୁତି ଶେଷ : ଆସନ୍ତାକାଲି ରାଷ୍ଟ୍ରପତିଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ୧୦ଟା ୧୫ମିନିଟ୍‌ରେ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି, ଲୋକସଭା ବାଚସ୍ପତି,କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ
Read More...

ଘୁନସର କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଆରବିଏସଏସ କଲେଜ ଘୁନସରରେ ବିଜେଡିର ୨୫ତମ ପ୍ରତିଷ୍ଠାର ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବ୍ଲକ ସଭାପତି ରମେଶ ପଧାନଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା । ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିବା ସହ
Read More...

ବିକାଶ ଆବାସିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ଭବାନୀପାଟଣା : ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବାନ୍ଦୋପଲା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟଠାରେ ସିବିଏସସି ମାଟ୍ରିକ ପରୀକ୍ଷାରେ ୯୦ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବିକାଶ ସ୍କୁଲର ନିର୍ଦ୍ଦେଶକ ଡ଼ି.
Read More...

ଅଧ୍ୟାପକଙ୍କୁ ରେଡକ୍ରସର ସର୍ବୋଚ୍ଚ ଜାତୀୟ ପୁରସ୍କାର

ବୌଦ୍ଧ : ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡକ୍ରସର ଜିଲ୍ଲା ସମ୍ପାଦକ ପ୍ରବୀର କୁମାର ଦାସଙ୍କୁ ୨୦୧୯-୨୦ ବର୍ଷ ପାଇଁ ତାଙ୍କର ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ତରଫରୁ ସର୍ବୋଚ୍ଚ ମେରିଟ ଆୱାର୍ଡ ପୁରସ୍କାର ପ୍ରଦାନ କରାଯାଇଛି । କରୋନା
Read More...

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସ୍ୱାସ୍ଥ୍ୟ ସଚେତନତା

ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସ୍ଥାନୀୟ ଲୋକମାନଙ୍କୁ ସୂଚନା ଦେଇଛନ୍ତି । ବର୍ଷା ଯୋଗୁଁ
Read More...

ବିପର୍ଯ୍ୟସ୍ତ ଅବସ୍ଥାରେ ଖଙ୍ଗାରଗୁଡା ପ୍ରାଥମିକ ବିଦ୍ୟାଳୟ, ଆଶା ଓ ଆଶଙ୍କାରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

ଭବାନୀପାଟଣା : ଏବେ ଅନେକ ବିଦ୍ୟାଳୟ ରୂପାନ୍ତରି ଦ୍ୱାରା ବଦଳିଯାଉଛି ପାରିପାର୍ଶିକ ଅବସ୍ଥା । ଶୈକ୍ଷିକ ବାତାବରଣ ଯୋଗୁଁ ଛାତ୍ରଛାତ୍ରୀ ବିଦ୍ୟାଳୟ ମୁହାଁ ହେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟ କରାଯାଉଛି । କିନ୍ତୁ କଳାହାଣ୍ଡି ଜିଲ୍ଲା କଲମପୁର
Read More...

ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସେଞ୍ଚୁରିୟନ୍‌ ଛାତ୍ରଛାତ୍ରୀଙ୍କ ସଫଳତା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍‌ ପବ୍ଲିକ ସ୍କୁଲର ସଫଳତାରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି । ସିବିଏସଇ ଦ୍ୱାରା ପ୍ରକାଶ ପାଇଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ୱାଦଶ ଶ୍ରେଣୀ
Read More...

ଏଆଇଟିୟୁସିର ଓଡିଶାରେ ହୀରକ ଜୟନ୍ତୀ ଓ ବାର୍ଷିକ ସମ୍ମିଳନୀ

ବୌଦ୍ଧ : ଭାରତ ବର୍ଷର ଲାଲା ଲଜପତରାୟଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ଶ୍ରମିକ ସଂଗଠନ ଏଆଇଟିୟୁସିର ଓଡିଶାରେ ହୀରକ ଜୟନ୍ତୀ ଓ ଓଡିଶା ଫରେଷ୍ଟଉଡ ଏଗ୍ରୀକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକ୍ସନ ୟୁନିଅନର ପ୍ରଥମ ବୌଦ୍ଧଜିଲ୍ଲା ସମ୍ମିଳନୀ ଛତ୍ରଙ୍ଗଠାରେ ଶ୍ରମିକନେତା ଭୀମସେନ ଘିବିଲାଙ୍କ ସଭାପତିତ୍ୱରେ
Read More...

ରାଇକିଆ ଆଦର୍ଶ ବିଦ୍ୟାଳୟର ସମସ୍ୟାକୁ ନେଇ ବୈଠକ

ରାଇକିଆ:କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଆଦର୍ଶ ବିଦ୍ୟାଳୟଠାରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଏକ ବୈଠକ ଅବିଭାବକ ଆଶୁତୋଷ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସାଇକେଲ ଷ୍ଟାଣ୍ଡ, ରାସ୍ତା କଡରେ ଏକ ରେଷ୍ଟ ସେଡ, ପିଲାଙ୍କ ପାଇଁ ଖେଳ ପଡିଆ, ଅବିଭାବକ ମିଟିଂ
Read More...