Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାରେ ୯ ଗିରଫ
ଫୁଲବାଣୀ: ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଅନିଲ ମଲ୍ଲିକ, ବତି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ ମଲ୍ଲିକ ଏବଂ!-->…
Read More...
Read More...
ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ପୁରୀ : ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରବୀନ୍ଦ୍ର ସେଠୀଙ୍କ ନେତୁତ୍ୱ ଶତାଧିକ କଂଗ୍ରେସ କର୍ମୀ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ବିଜେପି ସରକାର ଯେଭଳି ରାଜନୀତିକ!-->…
Read More...
Read More...
ବିପଦ ସଂକୁଳ ଅବସ୍ଥାରେ ରହିଛି ରାସ୍ତାକଡରେ ଶୁଖିଲା ଗଛ, କାଟି ସଫା କରିବାକୁ ଦାବି
ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ସହ ଅନେକ ମୁଖ୍ୟ ସଡ଼କ ସଂଯୋଗ କରୁଛି ।ସେପଟେ ଦେଖିଲେ କଳିଙ୍ଗା ଦେଇ ବିଜୟୱାଡ଼ା ରାଞ୍ଚି କୋରିଡୋର ସହିତ ଘୁ ଉଦୟଗିରି ଦେଇ ମୁଖ୍ୟ ରାସ୍ତା ସଂଯୋଗ କରୁଛି, ପ୍ରତିଦିନ ଶହ ଶହ ଯାନବାହନ ଯିବା ଆସିବା ସହିତ ଶହଶହ ଲୋକ ଯିବା ଆସିବା କରୁଛନ୍ତି!-->…
Read More...
Read More...
ବିଜୟ ଉତ୍ସବ ପାଳିଲା ଦାରିଙ୍ଗବାଡ଼ି ବିଜେପି
ବାଲିଗୁଡ଼ା:ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ, ଓଡ଼ିଶାର ପ୍ରଥମ ଏବଂ ଆଦିବାସୀ ମହିଳା ଦୌପଦୀ ମୁର୍ମୁ ବିଜୟୀ ହୋଇ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧ୍ୟଷ୍ଠିତ ହେବାକୁ ଯାଉଛନ୍ତି । ଏହା ସାରା ଦେଶ ବିଶେଷକରି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିରେ!-->…
Read More...
Read More...
ମା’ ନାରାୟଣୀ ଯାତ୍ରାର ଦେଶୀ ବେହେରାଙ୍କ ପରଲୋକ
ଫୁଲବାଣୀ : ଫୁଲବାଣୀ ସହରର ପ୍ରସିଦ୍ଧ ନାରାୟଣୀ ଯାତ୍ରା କମିଟୀର ଦେଶୀବେହେରା ଜେ. ଖାଲୀପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା ।କିଛି ମାସ ପୂର୍ବରୁ ତାଙ୍କ ପତ୍ନୀଙ୍କ ପରଲୋକ ଗମନ କରିଥିଲେ । ମୃତ୍ୟୁ ଖବର ପାଇ ନାରାୟଣୀ ଯାତ୍ରା କମିଟି ସଭାପତି ପି.!-->…
Read More...
Read More...
ଶଗଡ଼ିଆ ନାଳ ଉପରେ ନିର୍ମାଣ ହେବ ଉଚ୍ଚ-ଲେବୁଲ ସେତୁ
ହରଭଙ୍ଗା: ହରଭଙ୍ଗା -ଛତ୍ରଙ୍ଗ ପୂର୍ତ୍ତ ବିଭାଗ ରାସ୍ତାରେ ୧୯୮୨ ମସିହାରେ ଶଗଡ଼ିଆ ନାଳ ଉପରେ ଏକ ଲୋ-ଲେବୁଲ ସେତୁ ନିର୍ମାଣ ହୋଇଥିଲା । ଏହି ସେତୁ ନିର୍ମାଣ ହେବାର ୪୦ବର୍ଷ ବିତିଗଲାଣି । ଏହି ସେତୁଟି ଲୋ-ଲେବୁଲ ସେତୁ ହୋଇଥିବାରୁ ଲଗାଣ ବର୍ଷା ଓ ବନ୍ୟା ସମୟରେ ଏହି ସେତୁ ଉପରେ ୫ଫୁଟରୁ!-->…
Read More...
Read More...
କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁରର ଉଭୟ ଦଶମ ଓ ଦ୍ୱାଦଶ ସିବିଏସ୍ଇ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା
ସୁବର୍ଣ୍ଣପୁର: ଆଜି ସର୍ବଭାରତୀୟ ସ୍ତରରେ ସିବିଏସ୍ଇ ବୋର୍ଡ ପରୀକ୍ଷାର ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ବାହାରିଛି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ଉଭୟ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ ସହିତ ସୁନାମ ବଜାୟ ରଖିବାରେ ସକ୍ଷମ ହୋଇଛି । ଦ୍ୱାଦଶ ଶ୍ରେଣୀ!-->…
Read More...
Read More...
ଓଡିଶାର ବିଶିଷ୍ଟ ବ୍ୟକ୍ତିମାନେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭେଟି ଜଣାଇଲେ ଶୁଭେଚ୍ଛା, ଟ୍ୱିଟ୍ କରି ଜଣାଇଲେ…
ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ତଥା ଜନଜାତି ଜନନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଓଡ଼ିଶାର ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିବିଶେଷମାନେ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି!-->…
Read More...
Read More...
୧୮୯ ବାଟାଲିୟନ ସିଆର୍ପିଏଫ୍ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଖପ୍ରାଖୋଲ : ଆଜି ସ୍ଥାନୀୟ ଆରଚେରି ଖେଳ ପଡିଆର ସ୍ଥାନରେ ୧୮୯ ବାଟାଲିୟନ ସିଆର୍ପିଏଫ୍ ଦ୍ୱାରା ଆୟୋଜିତ୍ ହୋଇଥିବା ସଂଯୁକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଖପ୍ରାଖୋଲ ୧୮୯ ବାଟାଲିୟନ ସିଆର୍ପିଏଫ୍ କମାଣ୍ଡେଣ୍ଟ ପବନ କୁମାର ତିୱାରୀ, ଆସିଷ୍ଟାଣ୍ଟ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିକଟରେ ପୁଣିଥରେ ଫେରାଦ ହେଲା ବିଜେପି
ବରଗଡ: ପ୍ରଧାନମନ୍ତ୍ରୀ ଫସଲବୀମା ଟଙ୍କା ଯୋଗାଇ ଦେବାରେ ଟାଳଟୁଳ ନୀତି ଗ୍ରହଣ କରୁଥିବା ବେଳେ ଏବଂ ଓଡିଶା ସରକାର ଏ ଦିଗରେ ନିରବତା ଅବଲମ୍ବନ କରୁଥିବା ବେଳେ ଆଜି ପାର୍ଲାମେଣ୍ଟ ଭବନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,କୁଚିଣ୍ଡା!-->…
Read More...
Read More...