Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୁରୁମପଦର ଧାନକ୍ରୟ କେନ୍ଦ୍ର ମଣ୍ଡିର ଉଚ୍ଛେଦ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ : କୁରୁମପଦର ଧାନକ୍ରୟ କେନ୍ଦ୍ର ମଣ୍ଡିର ଉଚ୍ଛେଦ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବୌଦ୍ଧ ବ୍ଲକ କସୁରବନ୍ଧ ଓ ଦହ୍ୟା ପଂଚାୟତର ଶତାଧିକ ଚାଷୀମାନେ ଆଜି ଚାଷୀନେତା ଶିବଶଙ୍କର କର୍ଣ୍ଣଙ୍କ ନେତୃତ୍ୱରେ ବୌଦ୍ଧ କୋର୍ଟ ଛକଠାରୁ ଶତାଧିକ ଚାଷୀମାନେ ଏକ!-->…
Read More...
Read More...
ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ
ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରଥମେ ସକାଳ ୧୦ଟା ପୂର୍ବରୁ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ଅପରାହ୍ନ ୨ଟାରେ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି ।
ପିଲାମାନେ cbse.gov.in. cbseresults.nic.in,!-->!-->!-->…
Read More...
Read More...
କାର୍ଗିଲ ବିଜୟ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଗଞ୍ଜାମ:ଆସନ୍ତା ୨୬ ତାରିଖରେ କାର୍ଗିଲ ବିଜୟ ଦିବସ ପାଳନ କରିବା ଅବସରରେ ଏକ ପ୍ରସ୍ତୁତି ବୈଠକ ଜଗଦଳପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତ ମାଟିର ପୁଅ ସହିଦ୍ ଏସ୍ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ଠାରେ!-->…
Read More...
Read More...
ନୟାଗଡ ପାଇଁ ଖ୍ୟାତି ଆଣିବ ବଲାଙ୍ଗୀ ପାର୍କ, ୨୦୨୩ରେ ଉଦଘାଟନ ସମ୍ଭାବନା
ଦଶପଲ୍ଲା : ନୟାଗଡରେ ବିଶ୍ୱ ସ୍ତରୀୟ ପାର୍କ ନିର୍ମାଣ ପାଇଁ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ପରିକଳ୍ପନା କରିଥିଲେ । ଅବ୍ୟବହୃତ ହୋଇ ପଡି ରହିଥିବା ବଲାଙ୍ଗୀ ବନ୍ଧ ଏବଂ ଏହାର ଚତୁପାର୍ଶରେ ପାର୍କ ନିର୍ମାଣ କରିବା ପାଇଁ ପରିକଳ୍ପନା ହୋଇଥିଲା । ଏଥିପାଇଁ ବିଭିନ୍ନ ବିଭାଗ ସହଯୋଗରେ!-->…
Read More...
Read More...
କରୋନା ସଂକ୍ରମଣ: ୧୧୧ ଚିହ୍ନଟ ସହିତ ସମ୍ବଲପୁର ରାଜ୍ୟରେ ତୃତୀୟ ସ୍ଥାନ
ସମ୍ବଲପୁର : ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ସହିତ ଏହା ରାଜ୍ୟରେ ତୃତୀୟସ୍ଥାନ ହାସଲ କରିଛି ।ଏହା ପୂର୍ବରୁ ବୁଧବାର ଦିନ ଏହି ସଂଖ୍ୟା ୭୮, ମଙ୍ଗଳବାର ୬୫ ଓ ସୋମବାର ୫୮ ଥିଲା ।ଇତିମଧ୍ୟରେ ରାଜ୍ୟର ଖୋର୍ଦ୍ଧା ଓ କଟକ ପରି ଜିଲ୍ଲାରେ ସଂକ୍ରମଣ!-->…
Read More...
Read More...
ଦ୍ରୌପଦୀଙ୍କ ସହ କଥା ହେଲେ ନବୀନ
ଭୁବନେଶ୍ବର: ଭାରତର ପଞ୍ଚଦଶ ରାଷ୍ଟ୍ରପତି ହୋଇଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଜଣେ ଆଦିବାସୀ ନେତ୍ରୀରୁ ସେ ରାଷ୍ଟ୍ରମୁକୁଟ ପିନ୍ଧିଛନ୍ତି । ଏହାକୁ ନେଇ ଓଡିଶା ସମେତ ସାରା ଦେଶ ଉତ୍ସବ ମୁଖର । ଚାରିଆଡୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ!-->…
Read More...
Read More...
ଦ୍ରୌପଦୀଙ୍କ ବିଜୟରେ ପୁରୀ ବିଜେପିର ସେଲିବ୍ରେସନ
ପୁରୀ : ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏର ପ୍ରାର୍ଥୀନୀ ଦ୍ରୌପଦି ମୁର୍ମୁ ବିଜୟ ହାସଲ କରିଛନ୍ତି । ତାଙ୍କ ବିଜୟକୁ ନେଇ ସାରା ଓଡ଼ିଶାରେ ସେଲିବ୍ରେସନ୍ ଆରମ୍ଭ ହୋଇଛି । ପ୍ରଥମ ଓଡିଆ ମହିଳା ତଥା ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଜିତିଥିବାରୁ ଓଡ଼ିଶାବାସୀଙ୍କ!-->…
Read More...
Read More...
ବାଲ୍ୟ ବିବାହ ବନ୍ଦ ନିମନ୍ତେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସାତଟି ବ୍ଲକରୁ ବାଲ୍ୟ!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା
ପୁରୀ : ପ୍ରଥମ ଓଡିଆ ମହିଳା ତଥା ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବଚନରେ ବିଜୟ ହାସଲ କରିଛନ୍ତି । ଏଣୁ ଓଡ଼ିଶାରେ ସେଲିବ୍ରେଶନର ମହୋଲ୍ । ଏହି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ!-->…
Read More...
Read More...
ଭାରତ ସରକାରଙ୍କ ଡାକ ବିଭାଗ ତରଫରୁ ଡାକ ମେଳା ଅନୁଷ୍ଠିତ
ଘୁ. ଉଦୟଗିରି : ଭାରତ ସରକାରଙ୍କ ସବୁଠାରୁ ପୁରାତନ ଓ ସୁରକ୍ଷିତ ବ୍ୟବସ୍ଥା ହେଉଛି ଡାକସେବା ବ୍ୟବସ୍ଥା । ଜନ ସାଧାରଣଙ୍କ ସୁବିଧା ପାଇଁ ଭାରତ ସରକାର ଡାକ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ଗୁଡ଼ିକ ପ୍ରଣୟନ କରାହେଉଥିବା ବେଳେ ଯୋଜନା ଗୁଡ଼ିକର ପ୍ରଚାର, ପ୍ରସାର ତଥା ପରିଚାଳନା ନିମନ୍ତେ!-->…
Read More...
Read More...