Browsing Category

ରାଜ୍ୟ

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଘୁ. ଉଦୟଗିରି ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ

ଘୁ ଉଦୟଗିରି: ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ବାଣ ଫୁଟାଇ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଜଣାଇବା ସହ ଖୁସି ମନାଇଥିଲେ ।
Read More...

ପୌର ପରିଷଦ ପକ୍ଷରୁ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲ ଠାରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ପୌର ପରିଷଦର ସଫେଇ
Read More...

ସୁବର୍ଣ୍ଣପୁରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ କରୋନା ବୁଷ୍ଟର ଡୋଜ ଟିକା ଗ୍ରହଣ

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟାଳୟ ସୁବର୍ଣ୍ଣପୁରରେ ଆଗ ଧାଡିର କରୋନା ଯୋଦ୍ଧା ହିସାବରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ପ୍ରିକସନ ଡୋଜ (କୋଭାସିଲଡ଼) ଟିକାକରଣ ବ୍ୟବସ୍ଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିଲା । ଆଜି ସ୍ଥାନୀୟ
Read More...

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଜିତିବା ନେଇ ବୌଦ୍ଧ ଜିଲ୍ଲା ବିଜେପିର ବିଜୟ ଉତ୍ସବ

ବୌଦ୍ଧ,୨୧/୭- ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆଜି ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନରେ ବିଜୟୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗାନ୍ଧୀ ଛକ ନିକଟରେ ମିଷ୍ଟାନ୍ନ ବଣ୍ଟନ କରିବା ସହିତ ଅଖଣ୍ଡ ଦୀପଜାଳି ବାଣ ଫୁଟାଇ ବିଜୟ ମହୋତ୍ସବ ପାଳିତ ହୋଇଛି । ଆଜିର
Read More...

ଟୋଲ୍‌ ଫ୍ରି ନଂ:୧୪୫୬୭ ନେଇ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ : ମହିଳା ମହାବିଦ୍ୟାଳୟ,ବୌଦ୍ଧ ଠାରେ ଯୁବ ସମାଜସେବୀ ତୋଫାନ ପରିଡ଼ାଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ବୃଦ୍ଧ ମହିଳା ଓ ପୁରୁଷମାନଙ୍କ ଯେକୌଣସି ସମସ୍ୟା ଯଥା: ପେନସନ୍‌, ଭତ୍ତା ସମସ୍ୟା, ବୃଦ୍ଧଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଜନିତ ସମସ୍ୟା ଦେଉଥିଲେ, ବୃଦ୍ଧାଶ୍ରମରେ
Read More...

ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ପାଟଣାଗଡ଼ : ବହୁ ଚର୍ଚ୍ଚିତ ବେଲପଡା ବ୍ଲକ ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀ ଲୋକନାଥ ସାହୁଙ୍କୁ ଗୁଳିକରୀ ହତ୍ୟା ଘଟଣାର ଫେରାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବେଲପଡା ପୁଲିସ । ପୂର୍ବରୁ ୬ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ କରିଥିବା ବେଳେ ଘଟଣା ଦିନରୁ ନରେଶ
Read More...

ରାସ୍ତା କାମ ନିମ୍ନମାନର ଅଭିଯୋଗ ଆଣିଲେ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ସଂଘ

ଫୁଲବାଣୀ:-ଫୁଲବାଣୀ ପୌରପରିଷଦର କୃଷି ଛକ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପଯ୍ୟନ୍ତ ରହିଥିବା ମୁଖ୍ୟରାସ୍ତା ମଧ୍ୟରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚି ଥିବା ଲକ୍ଷ୍ୟ କରାଯାଇଛି । ପୂର୍ତ୍ତବିଭାଗର ନିମ୍ମମାନର ରାସ୍ତା କାମ ଯୋଗୁଁ ସାଧାରଣ ଜନତା, ଜିଲ୍ଲାପାଳଙ୍କ କାଯ୍ୟାଳୟଠାରୁ
Read More...

ପାଟଣାଗଡ ଉପଜିଲ୍ଲାପାଳଙ୍କ ହରିଶଙ୍କର ଗସ୍ତ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କରକୁ ପାଟଣାଗଡ ଉପଜିଲ୍ଲାପାଳ ଡ଼ା.ବିଜୟା ନନ୍ଦ ସେଠୀ ବୁଧବାର ଗସ୍ତ କରିଥିଲେ । ଏହି ଅବସରରେ ଅନ୍ନ ଭୋଗର ମାନ ପରଖି ଥିଲେ । ସେହିପରି ଶ୍ରାବଣ ମାସରେ ସୋମବାର
Read More...

ସମ୍ଭାବ୍ୟ ମହାମାରୀରୁ ଦୂରେଇବା ପାଇଁ ସ୍କୁଲସ୍ତରରେ ସଚେତନତା ଶିବିର

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗଡମୁଣ୍ଡା ଠାରେ ନଗର ଭ୍ରମ୍ୟମାଣ ଚିକିତ୍ସା କେନ୍ଦ୍ର ପକ୍ଷରୁ ଆଜି ମାସିକ ସ୍ୱାସ୍ଥ୍ୟ ଶିବିର ସହିତ ସ୍କୁଲର ବିଦ୍ୟାର୍ଥୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଯାଇ ସମ୍ଭାବ୍ୟ ମହାମାରୀକୁ ନିଜଠାରୁ କିପରି ଦୂରେଇ ରଖାଯାଇପାରିବ ସେ ସଂପର୍କରେ ଦୃଢ଼
Read More...

ବ୍ୟବସାୟ ଭିତ୍ତିକ ଯୋଜନା ଓ ବଜାରୀକରଣ ଦକ୍ଷତା କର୍ମଶାଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସେରଙ୍ଗ ସ୍ଥିତ ବେଟଭାନୀ ବଙ୍ଗଳା ଠାରେ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ସଉରା ବାପିଷ୍ଟ ଖ୍ରୀଷ୍ଟିୟାନ ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ । କର୍ମଶାଳାରେ ବିଭିନ୍ନ ମଣ୍ଡଳୀର ବିଧବା ମହିଳା ସହ ଶିକ୍ଷା ସଚେତକ ବାର୍ତ୍ତା
Read More...