Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଣୀଗୋଛା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ଗୁରୁତର
ଶପଲ୍ଲା : ଆଜି ପ୍ରାୟ ୧୧ ଟା ସମୟରେ ବୌଦ୍ଧ ଜିଲ୍ଲାରୁ ଭୁବନେଶ୍ୱର ଅଭିମୁଖେ ଏକ କାର ଯାଉଥିବା ବେଳେ ବାଣୀଗୋଛା ନିକଟସ୍ଥ ଏକ ବାଂକ ରାସ୍ତାରେ ମାଲ୍ ବୋଝେଇ ଟ୍ରକ ସହ କାର୍ଟି ଧକ୍କା ହୋଇଥିଲା, ଫଳରେ କାର ଆରୋହୀ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି । ସୂଚନା ପାଇ ବାଣୀଗୋଛା ପୋଲିସ!-->…
Read More...
Read More...
ସମବାୟ ନିର୍ବାଚନରେ ନୂଆଗାଁ ପଞ୍ଚାୟତ ବିଜେଡି ହେବିୱେଟ୍ ଧରାଶାୟୀ
ଦଶପଲ୍ଲା : ଦାଣ୍ଡରେ ପଡି ହାଟରେ ଗଡୁଛି ନୂଆଗାଁ ବିଜେଡିର ଗୋଷ୍ଠୀ କନ୍ଦଳ । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମା ସମବାୟ ସମିତି ସଭାପତି ନିର୍ବାଚନରେ ବିଜେଡିର ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବା ଦେଖିବାକୁ ମିଳିଛି । ସଭାପତି ଆସନ ନିମନ୍ତେ ଦୁଇ ଜଣ ପ୍ରତିଦ୍ୱନ୍ଦୀ ନାମାଙ୍କନ ଦାଖଲ!-->…
Read More...
Read More...
ଶିଶୁକୁ ହତ୍ୟା କରି ପୋତିଦେଲେ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ ପି ଭି ୮୩ ଗ୍ରାମରେ ଏକ ନବଜାତ ଶିଶୁର ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍ ପି ଭି ୮୩ ଗ୍ରାମର ଶ୍ୟାମଳା ପାଇକର ଜୁଲାଇ ୨ ତାରିଖରେ ଏକ ଶିଶୁ ପୁତ୍ରଜନ୍ମ ହୋଇଥିଲା । ତେବେ ସକାଳ ସମୟରେ ଶିଶୁ!-->…
Read More...
Read More...
ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ଆଜି ସଂଧ୍ୟାରେ ନବୀନ ନେଇପାରନ୍ତି ବଡ ନିଷ୍ପତ୍ତି
ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାସହ ବିଭିନ୍ନ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟରେ ଏବେ ସଂକ୍ରମଣ ଉପମୁହାଁ । ବିଶେଷ କରି କଟକ ଭୁବନେଶ୍ୱରରେ ସଂକ୍ରମଣ ବଢିଛି ।
ଫଳରେ ରେଡ ଜୋନରେ ରହିଛି!-->!-->!-->…
Read More...
Read More...
୯୯ ପ୍ରତିଶତ ଲୋକ ନେଇନାହାନ୍ତି ବୁଷ୍ଟର ଡୋଜ
ଭୁବନେଶ୍ୱର: କରୋନା ମିଟର ଏବେ ଉପରମୁହାଁ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ଶହ ଟପିଛି । ଲୋକେ ଯେତେ କରୋନାକୁ ନିୟମକୁ ଅଣଦେଖା କରୁଛନ୍ତି, ଭୂତାଣୁ ସେତେ ମାତ୍ରାରେ ମାଡ଼ିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୮୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାକୁ ପ୍ରତିହତ କରିବା ପାଇଁ ସରକାର!-->…
Read More...
Read More...
ଜାତୀୟ ମତ୍ସ୍ୟ ଚାଷ ଦିବସ ପାଳିତ
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରାନ୍ସ ହଲ ଠାରେ ଜାତୀୟ ମତ୍ସ୍ୟ ଚାଷ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା,ମତ୍ସ୍ୟ ଅଧିକାରୀଣୀ ଲିସା ବେହେରା, ଜିଲ୍ଲା ମୁଖ୍ୟ!-->…
Read More...
Read More...
ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
ଦଶପଲ୍ଲା : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ବିରଞ୍ଚ୍ କୁମାର ରଥ । ଏଥି ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲା!-->…
Read More...
Read More...
ନୟାଗଡ଼ ଜିଲ୍ଲାରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ
ଦଶପଲ୍ଲା : ପୁଣି ନୟାଗଡ଼ ଜିଲ୍ଲାରେ ଉପସ୍ଥିତି ଜାହିର୍ କରିଛି କରୋନା । ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସରକାରୀ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୧୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ସଚେତନ ନାଗରିକ!-->…
Read More...
Read More...
କଳାହାଣ୍ଡି ଜିଲ୍ଲା ସରପଞ୍ଚ ମହାସଂଘ ଗଠିତ
ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ହୋଟେଲ ରୋୟାଲ ମିଡ ଟାଉନ୍ କନଫରେନ୍ସ ହଲରେ କଳାହାଣ୍ଡି ଜିଲ୍ଲା ସରପଞ୍ଚ ମହାସଂଘ ଗଠିତ ହୋଇଯାଇଛି ।ଏହି ବୈଠକରେ ଜିଲ୍ଲାର ୧୩ ଗୋଟି ବ୍ଲକର ସରପଞ୍ଚ ବ୍ଲକ ସଭାପତି ମାନେ କେସିଙ୍ଗା ବ୍ଲକ ସରପଞ୍ଚ ସଂଘ ସଭାପତି ସୁବୋଧ ରଣାଙ୍କୁ ସର୍ବ ସମ୍ମତି କ୍ରମେ!-->…
Read More...
Read More...
ରାଜ୍ୟ ସଭା ସାଂସଦଙ୍କ ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ : ବୁଲିଲେ ବିଭିନ୍ନ ବିଦ୍ୟାଳୟ
ଖପ୍ରାଖୋଲ : ନବ ନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବୁଧବାର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ, ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଓ ହରିଶଙ୍କର ମନ୍ଦିର ବୁଲି ଦେଖିଥିଲେ । ପ୍ରଥମେ କପସିପାଲି ସେବାଶ୍ରମ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ର ଏବଂ!-->…
Read More...
Read More...