Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଟ୍ରିକ ପରୀକ୍ଷାରେ ଗ୍ରେଡ-୧ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ହାୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜିଲ୍ଲାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ବିକାଶ ଉଇସଡମ୍ ପାର୍କ!-->…
Read More...
Read More...
ଜିଲ୍ଲା ପ୍ରଶାସନ ଦ୍ୱାରା ଭିନ୍ନକ୍ଷମ ମୋହନର ପାଦ ପରୀକ୍ଷା
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଲପୁର୍ ପଞ୍ଚାୟତର ରାବଣଗୁଡ଼ା ଗାଁର ବଳରାମ ମାଝୀଙ୍କ ୮ ବର୍ଷ ର ପୁଅ ମୋହନ ମାଝୀ ଙ୍କ ଦୁଇଟି ଗୋଡ଼ ଉପଯୁକ୍ତ ଚିକିତ୍ସ ଅଭାବରୁ ପିଲାଟି ଦିନରୁ କାମ କରୁନଥିବାରୁ ବାଡିର ସହାୟତା ନେଇ ସ୍କୁଲ ଯିବାଆସିବା କରୁଥିଲେ । ସେ!-->…
Read More...
Read More...
ଜମେନକିରା ଥାନାରେ ରକ୍ତଦାନ ଶିବିର: ୮୨ ୟୁନିଟ ରକ୍ତ ସଂଗ୍ରହ
ସମ୍ବଲପୁର: ସମ୍ବଲପୁର ସଦର ଡାକ୍ତରଖାନା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଛି । ତେଣୁ ଏହି ଅଭାବ ଦୂର କରିବା ପାଇଁ ବୁଧବାର ଦିନ ଜମନକିରା ଥାନାରେ ମୋ ସରକାର ୫-ଟି ସେଲ ସମ୍ବଲପୁର ଦ୍ୱାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି!-->…
Read More...
Read More...
ରଥଯାତ୍ରାରେ ନିୟୋଜିତ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ପୁରୀ : ରଥଯାତ୍ରା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଗତକାଲି ନିଳାଦ୍ରି ବିଜେ ପରେ ଅନ୍ୟ ଜିଲ୍ଲାରୁ ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅଧିକାରୀ ମାନଙ୍କୁ!-->…
Read More...
Read More...
ପୋଲିସ ସହାୟତା କେନ୍ଦ୍ରକୁ ଉଦଘାଟନ କଲେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ
ଗଞ୍ଜାମ,୧୩/୭: ଅଞ୍ଚଳରେ ଅପରାଧ ସଂଖ୍ୟା କମାଇବା ଓ ଲୋକଙ୍କୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟନେଇ ଗଞ୍ଜାମ ଜିଲ୍ଲା କୋଦଳା ସହରର ଚାରିଛକ ଠାରେ ଉଦଘାଟନ ହେଲା ପୋଲିସ ସହାୟତା କେନ୍ଦ୍ର । ସହରବାସୀ ଏଠାରେ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ ହେବା ନେଇ ବହୁଦିନରୁ ଦାବି କରିଆସୁଥିବା ବେଳେ ଆଜି!-->…
Read More...
Read More...
ବାମ ଗ୍ରାମରେ ସେବା ଉତ୍ସବ, ୧୮୦ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଓଷଧ ବଣ୍ଟନ
ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଷିତ ଚଢେୟାପଲ୍ଲୀ ଗ୍ରାମପଞ୍ଚାୟତ, ବାମ ଗ୍ରାମରେ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ସେବା ଉତ୍ସବରେ ବସ୍ତ୍ରଦାନ,ଖାଦ୍ୟ!-->…
Read More...
Read More...
୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ନକଲି ନୋଟ ଜବତ, ୨ ଗିରଫ
ସମ୍ବଲପୁର:ସମଗ୍ର ଓଡ଼ିଶାରେ ଓ ବିଶେଷକରି ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ସ୍ଥାନେ ସ୍ଥାନେ ନକଲି ନୋଟର କାରବାର ଧରାପଡୁଛି ଓ ଏହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ନୂଆ ଅଢାପଡାରେ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ନକଲି ନୋଟ ଜବତ କରିବା ସହ ଏଥିରେ ସମ୍ପୃକ୍ତି!-->…
Read More...
Read More...
ଲ୍ୟାମ୍ପ ସମବାୟ ସମିତିର ନବ ନିର୍ବାଚିତ ପରିଚାଳନା ପରିଷଦର ସ୍ୱାଗତ ସମାରୋହ
ଘୁ. ଉଦୟଗିରି: ସ୍ଥାନୀୟ ଲ୍ୟାମ୍ପ ସମବାୟ ସମିତିର ନବ ନିର୍ବାଚିତ ସଭାପତି, ଉପ ସଭାନେତ୍ରୀ, ସଦସ୍ୟ/ସଦସ୍ୟା ମାନଙ୍କୁ ଲ୍ୟାମ୍ପ ସମବାୟ କାର୍ଯ୍ୟାଳୟ ତରଫରୁ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ଶିଶିର କାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ!-->…
Read More...
Read More...
ପାଠପଢା ସମୟରେ ସ୍କୁଲ ପରିସରରେ ପଶିଲା ଭାଲୁ
ନନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ରେ ଦେଖିବାକୁ ମିଳିଛି ଚିନ୍ତାଜନକ ଖବର । ସ୍କୁଲରେ ଶିକ୍ଷାଦାନ ଚାଲିଥିବା ସମୟରେ ସ୍କୁଲ ପରିସରରେ ପଶିଲା ଭାଲୁ । ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ମେରନାଶ ପ୍ରଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ!-->…
Read More...
Read More...
ବୌଦ୍ଧରେ ବିଚାରଧୀନ କଏଦୀର ଆତ୍ମହତ୍ୟା ଉଦ୍ୟମ
ବୌଦ୍ଧ :- ଆଜି ବୌଦ୍ଧ କାରାଗାରର ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବୌଦ୍ଧ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମର ସୁଜନ ବେହେରା ନାମକ ୩୦ ବର୍ଷୀୟ କଏଦୀ ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିଲା । ଆଜି ଦିନ ପ୍ରାୟ!-->…
Read More...
Read More...