Browsing Category

ରାଜ୍ୟ

ପାଠପଢା ସମୟରେ ସ୍କୁଲ ପରିସରରେ ପଶିଲା ଭାଲୁ

ନନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ରେ ଦେଖିବାକୁ ମିଳିଛି ଚିନ୍ତାଜନକ ଖବର । ସ୍କୁଲରେ ଶିକ୍ଷାଦାନ ଚାଲିଥିବା ସମୟରେ ସ୍କୁଲ ପରିସରରେ ପଶିଲା ଭାଲୁ । ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ମେରନାଶ ପ୍ରଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ
Read More...

ବୌଦ୍ଧରେ ବିଚାରଧୀନ କଏଦୀର ଆତ୍ମହତ୍ୟା ଉଦ୍ୟମ

ବୌଦ୍ଧ :- ଆଜି ବୌଦ୍ଧ କାରାଗାରର ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବୌଦ୍ଧ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମର ସୁଜନ ବେହେରା ନାମକ ୩୦ ବର୍ଷୀୟ କଏଦୀ ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିଲା । ଆଜି ଦିନ ପ୍ରାୟ
Read More...

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ

ଦଶପଲ୍ଲା :ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଖମାର ସାହି ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍‌ ସହ ଏକ ବାଇକ୍‌ର ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇ ଥିବା ଜଣା ପଡିଛି । ମୃତକ ଜଣକ ହେଲେ ମଧ୍ୟ ଖଣ୍ଡ ମର୍ଦ୍ଦାବାଡ଼ି
Read More...

ବର୍ଷାରେ ଘର ଭାଙ୍ଗି ବୃଦ୍ଧାଙ୍କ ମୃତ୍ୟୁ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ଧଣ୍ଡରା ଗ୍ରାମରେ ବର୍ଷାରେ ଘର ଭାଙ୍ଗିଯିବାରୁ ଗଙ୍ଗାଧର ସୌରା (୭୦)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଦୁଇ ଦିନ ହେବ ବର୍ଷା ଲାଗିରହିଥିବା ବେଳେ ଗତ ରାତିରେ ଶୋଇଥିବା ସମୟରେ ଝାଟିମାଟି କୁଡ଼ିଆର ଛାତ କାନ୍ଥ
Read More...

କମିରାକୁ ଏକ ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ଗଢି ତୋଳିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମପଞ୍ଚାୟତର ସରପଞ୍ଚ ଅନସୂୟା ପଧାନ ତାଙ୍କ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସହଯୋଗ ଲୋଡିଛନ୍ତି । ପଂଚାୟତରେ ସରକାରଙ୍କ ୫-ଟି ଯୋଜନା ପରେ ମଧ୍ୟ ଆଜି ଯାଏ ଅଧୁରା ରହିଛି
Read More...

ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ପରିଷଦ
Read More...

ୟୁନିୟନ ଆରସେଟିରେ ଡ଼୍ରାଇଭର ଟ୍ରେନିଂ ଆରମ୍ଭ

ପାରଳାଖେମୁଣ୍ଡି:ଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଅବସ୍ଥିତ ୟୁନିଅନ ବ୍ୟାଙ୍କ୍‌ ଦ୍ୱାରା ପରିଚାଳିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନରେ ମଙ୍ଗଳବାର ଠାରୁ ଏଲ୍‌ଏମଭି ଡ୍ରାଇଭର ଟ୍ରେନିଂ ଆରମ୍ଭ ହେଇଛି । ଏହି ଟ୍ରେନିଂ ଆଗାମୀ ୩୦ ଦିନ ଧରି ଚାଲିବ । ଉଦଘାଟନୀ
Read More...

ନୟାଗଡ଼: ବୁଗୁଡା ଗ୍ରାମରେ ବୋମା ଆତଙ୍କ !

ଦଶପଲ୍ଲା,୧୩/୭: - ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଗୁଡା ଗ୍ରାମର ୫୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା √ଅଭିମନ୍ୟୁ ନାୟକଙ୍କ ପରିତ୍ୟକ୍ତ ଘରେ କୈଣସି ଅଜଣା ବ୍ୟକ୍ତି, ଏକ ଜରି ବ୍ୟାଗରେ ଦୁଇଟି ବୋମାରଖି ଦେଇଥିଲେ । ଆଜି ସକାଳୁ ଘରକାମ ଲାଗି
Read More...

ଦାଶରଥି ପଟ୍ଟନାୟକଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ପାଳିତ

ଦଶପଲ୍ଲା : ଓଡ଼ିଶା ପାଠାଗାର ସଂଗ୍ରହାଳୟ ଆନ୍ଦୋଳନର ପ୍ରବାଦ ପୁରୁଷ ସାରସ୍ୱତ ସାଧକ ଦାଶରଥ ପଟ୍ଟନାୟକ (ଦାସିଆ ଅଜା) ଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ଉଦୟପୁର ଗ୍ରାମରେ ଥିବା ଦାସିଆ ଅଜାଙ୍କ ସଂଗ୍ରହାଳୟ ଠାରେ ପାଳିତ ହୋଇଯାଇଛି । ଆଜି ଅପରାହ୍ନ ରେ ଉଦୟପୁରରେ ଥବା
Read More...

ଜଳ ଶକ୍ତି ଅଭିଯାନ ନୋଡାଲ ଅଧିକାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର: ଜିଲ୍ଲା ଗସ୍ତରେ ଆସିଥିବା ଜଳ ଶକ୍ତି ଅଭିଯାନ ର କେନ୍ଦ୍ର ନୋଡାଲ ଅଧିକାରୀ ତଥା ନିର୍ଦ୍ଦେଶକ ବନ୍ଦର ଓ ଜାହାଜ ଚଳାଚଳ, ଜଳ ମାର୍ଗ ବିନୟ ପ୍ରଜାପତି, ରାଜ୍ୟ ନୋଡାଲ ଅଧିକାରୀ ଭୁତଳ ଜଳ ବୈଜ୍ଞାନିକ ସୁଦର୍ଶନ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ
Read More...